Browsing Tag

team india

ଗୋଟେ ସ୍ୟାଣ୍ଡଓ୍ଵିଚ୍‌ ପାଇଁ ଟଣାଓଟରା ହେଲେ ଭାରତୀୟ ଖେଳାଳି, ଭାଇରଲ ହେଲା ଡ୍ରେସିଂ ରୁମର ଭିଡିଓ

ନ୍ୟୁଜିଲାଣ୍ଡରେ ଏବେ ଭାରତ ୩ଟି ଟି-୨୦ ସିରିଜ ଖେଳୁଛି। ଆଉ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ୁ ୬୫ ରନରେ ଜିତିନେଇଛି ଭାରତ। ତେବେ ଭାରତର ଏହି ବିଜୟ ଶ୍ରେୟ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ଦୀପକ ହୁଡ୍ଡା ଏବଂ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହା ମଧ୍ୟରେ ଭାରତୀୟ…

ଏମାନେ ଏବେ ଅବସର ନେଇଯିବା ଉଚିତ, ଏମିତି କହିଲେ ପୂର୍ବତନ ଖେଳାଳି

ଏକଥା ସତ ଯେ ଯଦି ତୁମେ ଜିତୁଥିବ ତେବେ ଦଳରେ ଯେତେ ଦୁର୍ବଳତା ଥିଲେ ବି ସବୁ ଘୋଡ଼େଇ ହୋଇଯିବ । ଆଉ ସବୁଠୁ ଭଲ ଟିମ୍‌ର ମାନ୍ୟତା ଥିଲେ ମଧ୍ୟ ଯଦି ତୁମେ ହାରିବ ତେବେ ଶହେ ପ୍ରକାର ସମାଲୋଚନାର ଶିକାର ହେବାକୁ ପ୍ରସ୍ତୁତ ରହିବା ଦରକାର । ଏବେ ଯେମିତି ଭାରତୀୟ କ୍ରିକେଟ୍‌ ଦଳ କେତେ କେତେ…

ବିଶ୍ୱକପରୁ ବାଦ ପଡ଼ିବା ପରେ ବି ଟୁର୍ଣ୍ଣାମେଣ୍ଟରେ ଭାରତର ଦବଦବା, ମିଳିବ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଆଓ୍ଵାର୍ଡ

କେନ୍ୟୁଜ୍‌ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପରୁ ଭାରତ ବିଦା ହେବା ପରେ ଖେଳାଳିଙ୍କ ସହିତ ଭାରତୀୟ ପ୍ରଶଂସକଙ୍କୁ ବହୁତ ବଡ଼ ଝଟ୍‌କା ଲାଗିଛି । ଗତ ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ ୧୦ ଓ୍ଵିକେଟରେ ପରାସ୍ତ ହୋଇ ବିଶ୍ୱକପରୁ ତାର ଯାତ୍ରା ଶେଷ କରିଛି । କିନ୍ତୁ…

ଆଗାମୀ ଟି-୨୦ ବିଶ୍ୱକପ ପାଇଁ ନୂଆ ଟିମ୍‌ ପ୍ରସ୍ତୁତ କରିବା ଦରକାର: ବୀରେନ୍ଦ୍ର ସେହ୍ଵାଗ

ଟି-୨୦ ବିଶ୍ୱକପ ୨୦୨୨ ସେମି ଫାଇନାଲରୁ ହାରିବା ପରେ ଟିମ୍‌ ଇଣ୍ଡିଆକୁ କଡା ସମାଲୋଚନା କରାଯାଉଛି । କିଛି ଲୋକେ ଟିମର ବ୍ୟାଟିଂ ଆପ୍ରୋଚକୁ ନେଇ ପ୍ରଶ୍ନ କରୁଥିବା ବେଳେ ଅନେକ ଟି-୨୦ ଭଳି ଫର୍ମାଟରେ ସିନିଅର ଖେଳାଳିଙ୍କ ସ୍ଥାନ ନାହିଁ ବୋଲି କହୁଛନ୍ତି। ତେବେ ଏହି ମାମଲାରେ ମୁହଁ ଖୋଲିଛନ୍ତି…

ଟି-୨୦ ବିଶ୍ଵକପ : ଜିମ୍ବାୱେକୁ ହରାଇ ଗ୍ରୁପ ୨ର ଶୀର୍ଷରେ ଭାରତ

ମେଲବର୍ଣ୍ଣ : ଚଳିତ ଟି୨୦ ବିଶ୍ୱ କପ୍‌ରେ ଆଜି ଜିମ୍ବାୱେକୁ ୭୧ ରନରେ ହରାଇଛି ଭାରତ। ଏହା ସହିତ ସେମିଫାଇନାଲ୍‌ରେ ଇଂଲଣ୍ଡ ସହ ମୁକାବିଲା କରିବାକୁ ଯୋଗ୍ୟତା ହାସଲ କରିଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୮୬ ରନ୍‌…

ପ୍ରାକ୍ଟିସ୍‌ ପରେ ଦିଆଯାଇଛି ଥଣ୍ଡା ସାଣ୍ଡଓ୍ଵିଚ୍‌, ଅସନ୍ତୋଷ ପ୍ରକାଶ କଲା ଟିମ୍‌ ଇଣ୍ଡିଆ

ଟି-୨୦ ବିଶ୍ୱକପ ୨୦୨୨ ରେ ଦ୍ୱିତୀୟ ମ୍ୟାଚ୍ ଖେଳିବା ପାଇଁ ସିଡନୀରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଯେଉଁଠି ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ ଜାରି ରଖିଛି ଇଣ୍ଡିଆ ଟିମ୍। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ ।…

ଭାରତର ଦମ୍‌ଦାର ବିଜୟରେ ଖୁସିରେ ଝୁମି ଉଠିଲା ପୂରା ବଲିଉଡ୍‌! ଦେଖନ୍ତୁ ସେଲିବ୍ରିଟିମାନଙ୍କ ପ୍ରତିକ୍ରିୟା

ଗତକାଲି ପାକିସ୍ତାନ ବିପକ୍ଷରେ ଭାରତର ଦମ୍‌ଦାର ବିଜୟ ପରେ ସାରା ବିଶ୍ୱରେ ଥିବା ଭାରତୀୟ ଫ୍ୟାନ୍‌ମାନେ ଉତ୍ସବ ପାଳନ କରୁଛନ୍ତି। ଟିମ୍‌ ଇଣ୍ଡିଆର ଶାନ୍‌ଦାର ବିଜୟର ତୁରନ୍ତ ପରେ ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଖୁସିରେ ଝୁମି ଉଠିଥିବାର ନଜର ଆସିଛନ୍ତି। ଅନେକ ସେଲିବ୍ରିଟି ନିଜର ଖୁସି ସୋସିଆଲ…

ସିରିଜ ଜିତିବା ପରେ ‘ବୋଲୋ ତା ରା ରା..’ ଗୀତରେ ଡ୍ୟାନ୍ସ କଲେ ଭାରତୀୟ ଟିମ୍‌, ଶିଖର ଧଓ୍ଵନ ସେୟାର କଲେ ଭିଡିଓ

ସାଉଥ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ସିରିଜକୁ ଜିତିନେଇଛି ଟିମ୍‌ ଇଣ୍ଡିଆ। ଗତକାଲିର ଶେଷ ମ୍ୟାଚରେ ଭାରତୀୟ ଟିମ୍‌ ମାତ୍ର ୩ଟି ଓ୍ଵିକେଟ ହରାଇ ସିରିଜ କବଜା କରିଥିଲା। ଏହି ମ୍ୟାଚରେ ମାତ୍ର ୯୯ ରନ୍‌ କରି ଅଲଆଉଟ୍‌ ହୋଇଥିଲା ସାଉଥ ଆଫ୍ରିକା। ଯାହାର ଜବାବରେ ଟିମ୍‌ ଇଣ୍ଡିଆ ୩ ଓ୍ଵିକେଟ…

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ଫଟୋଶୁଟ୍‌, ବିସିସିଆଇ ସେୟାର କଲା ଫଟୋ

ବିଶ୍ୱକପ୍‌ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଫଟୋଶୁଟ୍‌ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି। ଏହି ସମୟରେ ଖେଳାଳିଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ନଜର ଆସିଛନ୍ତି । ଟିମ୍‌ ଇଣ୍ଡିଆରେ ଏହି ଫଟୋକୁ ବିସିସିଆଇ ଟ୍ଵିଟ୍‌ କରିଛି। ଏହା ସହିତ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସ୍କ୍ଵାର୍ଡରେ ସାମିଲ ହୋଇନାହାନ୍ତି ସଞ୍ଜୁ ସାମସନ, ହେଲେ ଷ୍ଟାଡିୟମ ବାହାରେ ଫ୍ୟାନ୍ସ…

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍‌ ଥିରୁଅନ୍ତନପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କରାଯିବ। ଏଥିପାଇଁ ଟିମ୍‌ ଘୋଷଣା ହୋଇସାରିଛି। ଟିମରୁ ସଞ୍ଜୁ ସାମସନ ବାଦ୍‌ ପଡିଛନ୍ତି ହେଲେ ଷ୍ଟାଡିୟମ ବାହାରେ ସଞ୍ଜୁ ସାମସନଙ୍କ…

ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ, ମ୍ୟାଚ୍‌ ହିରୋ ସାଜିଲେ ରୋହିତ ଶର୍ମା

କେନ୍ୟୁଜ୍(ବ୍ୟୁରୋ):  ନାଗପୁରରେ ଭାରତର ଦମ୍‌ଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ ହିରୋ ରୋହିତ ଶର୍ମା । ୨୦ ବଲ୍‌ରେ ୪୬ ରନ୍‌ କରିଛନ୍ତି । ୮ ଓଭର ମ୍ୟାଚ୍‌ରେ ୯୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା କଙ୍ଗାରୁ ବାହିନୀ। ଟସ୍‌ ଜିତି ବୋଲିଂ…

ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ, ନୂଆ ଜର୍ସିରେ ଟି-୨୦ ବିଶ୍ୱକପ୍‌ ଖେଳିବ ମେନ ଇନ ବ୍ଲୁ

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ଲଞ୍ଚ ହୋଇଛି। ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା ହୋଇସାରିଛି। ଭାରତୀୟ କ୍ରିକେଟ ଟିମ୍‌ର ଅଫିସିଆଲ କିଟ୍‌ ପାର୍ଟନର ଏମପିଏଲ୍‌…