Browsing Tag

technology news

ଆସୁଛି ସାମସଙ୍ଗର ସବୁଠୁ ଶସ୍ତା 5G ଫୋନ, ଜାଣନ୍ତୁ ଏହାର ଦାମ୍‌ ସହ ଜବରଦସ୍ତ ଫିଚର୍ସ

ସାମସଙ୍ଗ ନିଜ ନୂଆ ମଡେଲ Galaxy A22 5G ଲଞ୍ଚ କରିବାକୁ ଯାଉଛି। ଏହା କିଛିଦିନ ଆଗରୁ ବ୍ୟୁରୋ ଅଫ ଇଣ୍ଡିଆ ଷ୍ଟାଣ୍ଡାର୍ଡ େଓ୍ଵବସାଇଟରେ ନଜର ଆସିଥିଲା। ସୂଚନା ଅନୁଯାୟୀ , ଏହି ଫୋନର ମଡେଲ ନମ୍ବର SM-A225F/DS ରହିଛି। ଏହା ବହୁତ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ତେବେ ଚାଲନ୍ତୁ…

ସାବଧାନ! ହ୍ଵାଟସଆପ ସହ ଗୁଗୁଲ ଆପରୁ ଆପଣଙ୍କ ତଥ୍ୟ ହୋଇପାରେ ଚୋରି

ଇଣ୍ଡିଆନ କମ୍ପ୍ୟୁଟର ଏମରଞ୍ଜେନସି ରେସପନ୍ସ ଟିମର ରିପୋର୍ଟ ଅନୁଯାୟୀ ହ୍ଵାଟସଅପ ଓ ଗୁଗୁଲ କ୍ରୋମ ମୋବାଇଲ ଆପରୁ ତଥ୍ୟ ଚୋରି ହେବାର ଖବର ସାମ୍ନାକୁ ଆସିଛି। ଦେଶର ସାଇବର ସୁରକ୍ଷା ଏଜେନସି ଶନିବାର ଏ ସଂପର୍କରେ ସୂଚନା ଦେଇଛନ୍ତି। ହ୍ଵାଟସଆପରୁ ତଥ୍ୟ ଚୋରି ହେବାର ଖବର ସମସ୍ତଙ୍କ ଚିନ୍ତା…

କମ୍‌ ଦାମରେ ଭଲ ଫିଚର୍ସ ଥିବା ଫୋନ୍‌ Realme c21,ଜଲଦି କିଣନ୍ତୁ

Realmeର ନୂଆ ସ୍ମାର୍ଟଫୋନ Realme c21 ଆଜି ଅର୍ଥାତ ୧୪ ଅପ୍ରେଲରୁ ଭାରତୀୟ ବଜାରରେ ବିକ୍ରି ହେବା ଆରମ୍ଭ ହୋଇଛି। ଆଜି ଦିନ ୧୨ ଟାରୁ ଫ୍ଲିପକାର୍ଟ, ରିଟେଲ ଷ୍ଟୋର ଓ କମ୍ପାନୀର େଓ୍ଵବସାଇଟ ମାଧ୍ୟମରେ ଆପଣ କିଣିପାରିବେ । ଗତ ସପ୍ତାହରେ Realme c21 କୁ ଭାରତୀୟ ବଜାରରେ Realme c20 ଓ…

ହ୍ଵାଟସଆପ ୟୁଜର୍ସ ରୁହନ୍ତୁ ସାବଧାନ, ଦୂରରେ ଥିବା କୌଣସି ବି ଲୋକ କରିପାରିବ ଆପଣଙ୍କ ଆକାଉଣ୍ଟ ବ୍ଲକ

ହାକର୍ସଙ୍କର ‘ଫେସବୁକ୍‌’ ତଥ୍ୟ ଚୋରି କରିବାର ନିଶା ହବ୍‌ ପାଲଟିଗଲାଣି। ଫେସବୁକ୍‌ ହାକିଂର ଖବର ଏବେ ଅନେକ ବାର ସାମ୍ନାକୁ ମଧ୍ୟ ଆସିଲାଣି। ସୋସିଆଲ ମିଡିଆରେ ନିଜ ତଥ୍ୟ ଚୋରିକୁ ନେଇ ଏବେ ସମସ୍ତେ ଚିନ୍ତାରେ ପଡିଲେଣି। ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଏବେ Dual…

ପିଲାଙ୍କ ଅନଲାଇନ ପାଠପଢ଼ାକୁ ଧ୍ୟାନରେ ରଖି ବଜାରକୁ ଆସିଲା HPର ଶସ୍ତା ଲାପଟପ, ରହିଛି ଦମଦାର ଫିଚର୍ସ

କରୋନା ମହାମାରୀ ସବୁ ସ୍ତରରେ ନିଜର ପ୍ରଭାବ ପକାଇଛି। ବିଶେଷ କରି ଏହା ପିଲାଙ୍କ ପାଠପଢ଼ାକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ସଂକ୍ରମଣ ଭୟ କାରଣରୁ ସରକାର କେବଳ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ପିଲାଙ୍କ ପାଖେ ସ୍ମାର୍ଟ ଫୋନ ନାହିଁ ତ’ ଅନ୍ୟ କାହା ପାଖେ…

Samsung galaxy S20 FE ଭାରତରେ ହେଲା ଲଞ୍ଚ, ଜାଣନ୍ତୁ ଏହାର ଦମଦାର ଫିଚର୍ସ

ଭାରତରେ ସାମସଙ୍ଗ ଗତବର୍ଷ ଅକ୍ଟୋବରରେ Samsung galaxy S20 FE ଲଞ୍ଚ କରିଥିଲା। ଏଥିରେ 4G କନେକ୍ଟିଭିଟି ରହିଥିଲା। ୬ମାସ ପରେ ଏବେ ପୁଣି Samsung galaxy S20 FE 5G ଭାରତୀୟ ବଜାରରେ ଲଞ୍ଚ କରିଛି। ଏଥିରେ ସ୍ନାପଡ୍ରାଗନ 865 ପ୍ରୋସେସର ଦିଆଯାଇଛି। ଏହା ପୂର୍ବରୁ 5G ଭାରିଏଣ୍ଟକୁ…

ଆପଲ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ଦେଶୀ ପବଜି ଗେମ୍‌ର ଏଥର ଉଠାଇପାରିବେ ମଜା

ଚାଇନା ଆପ୍ସକୁ ବ୍ୟାନ କରାଯିବା ପରେ ଦେଶରେ ପବଜି ପ୍ରେମୀଙ୍କ ଭାଳେଣି ପଡିଥିଲା। ଏଥିପାଇଁ ଦେଶୀ ଗେମ ପବଜି ଭଳି ପ୍ରଥମ ବ୍ୟାଟେଲ ଗେମ FAU-Gକୁ ଚଳିତ ବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଲଞ୍ଚ କରାଯାଇଥିଲା। ପବଜି ଗେମ୍‌କୁ ଟକ୍କର ଦେବା ପାଇଁ ଜାନୁଆରୀରେ ଫୌଜି ଗେମ୍‌ ଲଞ୍ଚ…

୭୦୦୦ଟଙ୍କା ପର୍ଯ୍ୟନ୍ତ କମିଲା ଏହି ପ୍ରିମିୟମ ସ୍ମାର୍ଟଫୋନ, ଯାହାର ରହିିଛି ଦମଦାର ଫିଚର୍ସ

ଆଜିକାଲି ସ୍ମାର୍ଟଫୋନ ପଛରେ ସମସ୍ତେ ପାଗଳ। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ହେଲେ ଅଧିକ ଦାମ୍‌ ମଧ୍ୟମ ତଥା ଗରିବ ଶ୍ରେଣୀର ଗ୍ରାହକଙ୍କୁ ମହଙ୍ଗା ମାଡ଼ କରିଥାଏ। ଯଦି ଆପଣ କମ୍‌ ଦାମ୍‌ ରେ ପ୍ରିମିୟମ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି ତେବେ ଆପଣଙ୍କ…

ହୋଲିରେ କିଣନ୍ତୁ ଏହି ସବୁ ଫୋନ ଯାହା ସଂପୂର୍ଣ୍ଣ ଓ୍ଵାଟରପ୍ରୁଫ୍‌

ରଙ୍ଗର ପର୍ବ ‘ହୋଲି’। ଯାହାକୁ ବର୍ଷ ତମାମ ସମସ୍ତେ ଅପେକ୍ଷା କରିଥାନ୍ତି। ପରିବାର ତଥା ସାଙ୍ଗସାଥୀ ସହ ହୋଲି ଖେଳିବା , ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ମଜା ହିଁ କିଛି ନିଆରା। ତେବେ ଆଜିକାଲି ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନ ବିନା ସବୁ ଫେଷ୍ଟିଭାଲ ଅଧୁରା। ସମସ୍ତେ ଫେଷ୍ଟିଭାଲକୁ ଅଲଗା ଅନ୍ଦାଜରେ…

ପ୍ରି-ପେଡ ୟୁଜର୍ସଙ୍କ ପାଇଁ ଖୁସି ଖବର, ୧୪୯ ଟଙ୍କାରେ ପାଇବେ ଅନଲିମିଟେଡ ଅଫର

ଜିଓ ନିଜ ପ୍ଲାନରେ ଏକ ନୂଆ ନିୟମ ଲାଗୁ କରିଛି। ଏହାକୁ ଆପଣ ଜିଓ ୱେବସାଇଟ ବା ମାଇ-ଜିଓ-ଆପ୍‌ ରେ ଦେଖିପାରିବେ। କେଉଁ ପ୍ଲାନ ଅଧିକ ଲୋକପ୍ରିୟ ସେ ସଂପର୍କରେ ସମସ୍ତ ତଥ୍ୟ ଏଠାରେ ଉପଲବ୍ଧ। ଯଦି ଆପଣ ମଧ୍ୟ ଏହି ୟୁଜର୍ସ ମାନଙ୍କ ମଧ୍ୟରୁ ଜଣେ, ତେବେ ଜାଣି ନିଅନ୍ତୁ ଏହି ପ୍ଲାନ ସଂପର୍କରେ।…

ଫୋନ୍‌ରେ କରି ଦିଅନ୍ତୁ ଏହି ସେଟିଙ୍ଗ୍‌, ପାସ୍‌ଓ୍ଵାର୍ଡ ନ ଥିଲେ ବି କେହି କରିପାରିବେ ନାହିଁ ବ୍ୟବହାର

ଫୋନ୍‌ ଅନଲକ୍‌ ରହିବା ସତ୍ତ୍ୱେ କେହି ଆପଣଙ୍କ ସାହାଯ୍ୟ ବିନା ଏହାକୁ ବ୍ୟବହାର କରିପାରିବେ ନାହିଁ। ଆଜି ଆମେ ଆପଣଙ୍କୁ କହିବୁ ଏହା କିପରି ସମ୍ଭବ ହୋଇପାରିବ। ଆପଣଙ୍କ ଆଣ୍ଡ୍ରୋଏଡ୍‌ ଫୋନ୍‌ରେ ହିଁ ଏକ ଖାସ୍‌ ଫିଚର ରହିଛି, ଯାହାକୁ କିଛି ସିମ୍ପଲ ଟିପ୍ସ ଜରିଆରେ ସହଜରେ ବ୍ୟବହାର କରିପାରିବେ…

ହ୍ଵାଟସ୍‌ଆପକୁ ଟକ୍କର ଦେବାକୁ ଆସୁଛି ଭାରତର ‘ସନ୍ଦେଶ’

ଭାରତରେ ସ୍ୱଦେଶୀକୁ ପ୍ରୋତ୍ସାହିତ କରୁଥିବା କେନ୍ଦ୍ର ସରକାର ସ୍ୱଦେଶୀ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ଉପଯୋଗରେ ଲାଗିବ, ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ସନ୍ଦେଶ ଆପ୍‌ର ପରୀକ୍ଷଣ ଚାଲିଛି। ଗତବର୍ଷ କେନ୍ଦ୍ର…