Browsing Tag

tejaswin

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ତେଜସ୍ୱିନ ଶଙ୍କର ଜିତିଲେ କାଂସ୍ୟ ପଦକ

କେନ୍ୟୁଜ୍: ତେଜସ୍ୱିନ ଜିତିଲେ କାଂସ୍ୟ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ତେଜସ୍ୱିନ ଶଙ୍କର ବୁଧବାର ପ୍ରଥମ ପଦକ ଭେଟିଦେଇଛନ୍ତି । ପୁରୁଷ ହାଇ ଜମ୍ପରେ ସେ ୨.୨୨ ମିଟର ଡେଇଁ କାଂସ୍ୟ ପଦକ ଜିତିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ହାଇ ଜମ୍ପରେ ପଦକ ଜିତିବାରେ ତେଜସ୍ୱିନ…