Browsing Tag

telma medicine

କଟକରୁ ନକଲି ଟେଲମା ୪୦ ମେଡିସିନ ଜବତ ଘଟଣା: କିଙ୍ଗପିନ୍ ବିକାଶ କୁମାରଙ୍କୁ ତିନି ଦିନ ରିମାଣ୍ଡରେ ନେବ ପୋଲିସ

କଟକ(କେନ୍ୟୁଜ୍):  କଟକରୁ ନକଲି ଟେଲମା ୪୦ ମେଡିସିନ ଜବତ ଘଟଣା । କିଙ୍ଗପିନ୍ ବିକାଶ କୁମାରଙ୍କୁ ତିନି ଦିନ ରିମାଣ୍ଡରେ ନେବ ପୋଲିସ । ରିମାଣ୍ଡ ଆବେଦନକୁ ଗ୍ରହଣ କଲେ କଟକ ଏସଡିଜେଏମ କୋର୍ଟ । ଗତ ସପ୍ତାହରେ ବିକାଶ କୁମାରକୁ ଗିରଫ କରିଥିଲା ପୁରିଘାଟ ଥାନା ପୋଲିସ । ରିମାଣ୍ଡ ବେଳେ ପୋଲିସ…

କଟକରୁ ଥମୁନି ନକଲି ଔଷଧ କାରବାର, ପୁଣି ଜବତ ହେଲା ଟେଲ୍‌ମା ୪୦ ମେଡିସିନ୍

କଟକ(କେନ୍ୟୁଜ୍): କଟକରୁ ଥମୁନି ନକଲି ଔଷଧ କାରବାର। ପୁଣି ଜବତ ହେଲା ରକ୍ତଚାପ ପାଇଁ ବ୍ୟବହୃତ ଟେଲ୍‌ମା ୪୦। ଏହାର ୧୩ଶହ ୫୦ଷ୍ଟ୍ରିପକୁ ଏକ ଟ୍ରାନ୍‌ସପୋର୍ଟ ଏଜେନ୍‌ସୀରୁ ଜବତ କରାଯାଇଛି। କୋଲକାତାରୁ କଟକର ମାଣିକ ଘୋଷ ବଜାରରେ ଥିବା ଭିଆର ଏଜେନ୍‌ସିକୁ ଆସୁଥିଲା ନକଲି ଔଷଧ। ନକଲି ଔଷଧ ନେଇ…