Below header
Browsing Tag

temperature

ଅସହ୍ୟ ଖରା ତାତିରୁ ମିଳିଛି ତ୍ରାହି, କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା

କେନ୍ୟୁଜ(ବ୍ୟୁରୋ): ଗ୍ରୀଷ୍ମକୋପରୁ ମିଳିଛି ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା । ଅସହ୍ୟ ଖରା ତାତିରୁ ତ୍ରାହି ମିଳିଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ…

ରାଜ୍ୟରେ ବର୍ଷୁଛି ନିଆଁ ; ଆଜିଠୁ ୪ ଦିନ ବଢିବ ତାପମାତ୍ରା, ଛୁଇଁବ ୪୪ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଅସମ୍ଭାଳ ହେଲାଣି ଚୈତ୍ର ତାତି । ଆକାଶରୁ ଅଗ୍ନି ବର୍ଷୁଛି । ବର୍ଷା ଛାଡିବା ପରଠୁ ହଠାତ୍‌ ରାଜ୍ୟକୁ କଲବଲ କରୁଛି ତାତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଡେଇଁଛି ୪୦ ଡିଗ୍ରୀ । ଆସନ୍ତାକାଲିଠୁ ଆହୁରି ଜଳିବ ଓଡ଼ିଶା । କାଲିଠୁ ତିନି ଦିନ…

ମାଡ଼ି ଆସୁଛି ଖରା, ରାଜ୍ୟରେ ଏବେଠୁ ଉପରମୁହାଁ ପାରଦ

ଭୁବନେଶ୍ୱର (କେନ୍ୟୁଜ): ମାଡ଼ି ଆସୁଛି ଖରା। ଆହୁରି ୨ ରୁ ୪ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ମାର୍ଚ୍ଚରେ ୪୦ ଡିଗ୍ରୀ ଟପିବ ବୋଲି ଆଶଙ୍କା କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ସହରରେ ୩୭ °C କିମ୍ବା ଅଧିକ…

ଶୀତରେ ବଢୁଛି ତାତି, ପୁରୀରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ଶୀତ ଉଭାନ୍‌ । ପୌଷରେ ଗ୍ରୀଷ୍ମ ଉଷ୍ଣତା ଅନୁଭୂତ । ଡିସେମ୍ବର ସରିବାକୁ ଯାଉଥିବା ବେଳେ ଶୀତ ନାହିଁ । କମ୍ବଳ ଘୋଡ଼ାଇ ହେବା ସମୟରେ ଫ୍ୟାନ୍‌ ଦରକାର ପଡୁଛି । ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ପୁରୀରେ ସର୍ବାଧିକ ୨୪ ଡିଗ୍ରୀ…

ଆଗାମୀ ୩ଦିନ ରାଜ୍ୟରେ ବୃଦ୍ଧି ପାଇବ ଦିନର ତାପମାତ୍ରା, ଅନୁଭୂତ ହେବ ଗୁଳୁଗୁଳି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ତିନି ଦିନ ତାତି । ଆଗାମୀ ୩ଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…

ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା, ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ

ଭୁବନେଶ୍ବର(କେନ୍ୟୁଜ୍): ଦୁଇ ଦିନ ପରେ ଧରି ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଭିତରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲିସିୟସ ଖସିପାରେ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ…

୨ ଦିନ ପରେ ଆହୁରି ବଢିବ ତାପମାତ୍ରା, ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବହିବ ଗ୍ରୀଷ୍ମଲହରୀ

ଭୁବନେଶ୍ୱର(କେନ୍ୟୁଜ): ୨ଦିନ ପରେ ବଢିବ ତାତି। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମଲହରୀ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ବଢୁଛି ତାତି। ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୪୦.୮ ଡିଗ୍ରୀ ସହ…

ଆମେରିକାର NOAA ସଂସ୍ଥାର ତଥ୍ୟ: ଚଳିତବର୍ଷ ଜୁଲାଇ ହେଉଛି ବିଶ୍ୱର ସବୁଠୁ ଉତ୍ତପ୍ତ ମାସ!

କେନ୍ଯୁଜ୍: ଜୁଲାଇ ହେଉଛି ବିଶ୍ୱର ସବୁଠୁ ଉତ୍ତପ୍ତ ମାସ । ଆମେରିକାର NOAA ସଂସ୍ଥାର ତଥ୍ୟ । ୧୪୨ ବର୍ଷରେ ସବୁଠୁ ଉତ୍ତପ୍ତ ମାସ । ସମୁଦ୍ର ପୃଷ୍ଠ ଓ ଭୂପୃଷ୍ଠର ତାପମାତ୍ରା ୧.୬୭ ଡିଗ୍ରୀ ବୃଦ୍ଧି । ପୂର୍ବରୁ ହାରାହାରି ତାପମାତ୍ରା ୬୦.୪ ଡିଗ୍ରୀ ରହିଥିଲା । ଚଳିତବର୍ଷ ଜୁଲାଇ ମାସ…

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଆସନ୍ତା ୨୦ ଯାଏ ମିଳିବନି ନିସ୍ତାର, ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା…

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତକାଲି ୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଭ୍ୟନ୍ତରୀଣ…