Browsing Tag

temple

ପୁରୀ: ମେଘନାଦ ପାଚେରିକୁ ଲାଗି ଥିବା ବେଆଇନ କୋଠା ଭଙ୍ଗାଯିବ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଛେଦ ପାଇଁ ପ୍ରଶାସନର…

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ନିର୍ମାଣକୁ ଉଚ୍ଛେଦ କରାଯିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୧୯ରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ପୁରୀରେ ସର୍ବସାଧାରଣ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲ କରି ମୁଷ୍ଟିମେୟ ଲୋକ ଘର ନିର୍ମାଣ…

ଏମିତି କପଡା ପିନ୍ଧି ମନ୍ଦିରରେ ପହଂଚିଲେ ଶିବଭକ୍ତ ଅଜୟ ଦେବଗନ, ସୋସିଆଲ୍ ମିଡିଆରେ ଲୋକ ଲଗାଇଦେଲେ କ୍ଲାସ୍

ବଲିଉଡ୍ ସିଙ୍ଘମ ଅଜୟ ଦେବଗନ୍ । ନିଜର ନିଖୁଣ ଅଭିନୟ ଏବଂ ଆକ୍ସନ୍ ପାଇଁ ଦର୍ଶକଙ୍କ ମହଲରେ ବେଶ୍ ଲୋକପ୍ରିୟ । ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ଅଜୟଙ୍କର ଅନେକ ସିନେମାରେ ଭଗବାନ୍ ଶିବଙ୍କୁ ସ୍ଥାନ ଦିଆଯାଇଛି । ତାଙ୍କ ଛାତିରେ ଥିବା ଭଗବାନ୍ ଶିବଙ୍କ ଟାଟୁକୁ ସିଙ୍ଘମ, ସନ୍…

୨୦୦ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇଥାଏ ବେଙ୍ଗର ପୂଜା, ଜାଣନ୍ତୁ କାହିଁକି

ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜର କାହାଣୀ ଏବଂ ରହସ୍ୟକୁ ନେଇ ବେଶ ଚର୍ଚ୍ଚିତ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଏପରି ଅନେକ ମନ୍ଦିର ବିଷୟରେ ମଧ୍ୟ ଶୁଣିଥିବେ। କିନ୍ତୁ କଣ ଆପଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠାରେ ଦେବତା ସ୍ବରୁପ ବେଙ୍ଗର ଅରାଧନା କରାଯାଇଥାଏ। କଥାଟି…

ମାତ୍ର ଗୋଟିଏ ରାତିରେ ହୋଇଥିଲା ଏହିସବୁ ମନ୍ଦିରର ନିର୍ମାଣ, ଏହା ପଛରେ ଅଛି ଆଶ୍ଚର୍ଯ୍ୟ କରିଦେବା ଭଳି କାହାଣୀ

ଆମ ଦେଶରେ ଏଭଳି ଅନେକ ମନ୍ଦିର ରହିଛି ଯାହାର କାହାଣୀ କୌଣସି ଚମତ୍କାରରୁ କମ ନୁହଁ। ଏଥିମଧ୍ୟରୁ ଅନେକ ସହସ୍ର ବର୍ଷ ପୁରୁଣା ଏବଂ ସବୁ ମନ୍ଦିରର ନିର୍ମାଣ ପଛରେ ରହିଛି ଏକ ରହସ୍ୟମୟୀ କାହାଣୀ। ଆଜି ଆମେ ଆପଣଙ୍କୁ କିଛି ଏଭଳି ମନ୍ଦିର ବିଷୟରେ କହିବୁ ଯାହାର ନିର୍ମାଣ କାର୍ଯ୍ୟ ମାତ୍ର ଗୋଟିଏ…

କେନ୍ଦ୍ରାପଡ଼ା ବଜରପୁର ଗାଁରେ ନିଆରା ପରମ୍ପରା, ମାନବ ସହିତ ହୋଇଛି ଦେବୀଙ୍କ ବାହାଘର

ମାନବ ସହିତ ଦେବୀଙ୍କ ବାହାଘର । କଥାଟା ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ । ଏମିତି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବଜରପୁର ଗାଁରେ । କାହିଁ କେଉଁ କାଳରୁ ଏ ପରମ୍ପରା ଚାଲି ଆସିଛି । ଗୀତର ତାଳେ ତାଳେ ଗାଁ ଉଠୁଛି ପଡୁଛି । ବାଜା…

ଏମିତି ଏକ ମନ୍ଦିର ଯେଉଁଠାରେ ଓଲଟା ସ୍ବସ୍ତିକ କଲେ ପୂରା ହୁଏ ମନସ୍କାମନା

ଭାରତରେ ଏପରି ଅନେକ ମନ୍ଦିର ରହିଛି ଯାହା ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଏପରିକି ସେହି ମନ୍ଦିରରେ ମାଗିଥିବା ସମସ୍ତ ମନସ୍କାମନା ମଧ୍ୟ ପୂରା ହୋଇଥାଏ। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ସମସ୍ତ ଇଛା ପୂରା ହୋଇଥାଏ। ଆଜ୍ଞା…

ଏଠାରେ ମନ୍ଦିର ନ ଯାଇ ବି ପୂରା ହୋଇଥାଏ ମନଷ୍କାମନା, କେବଳ କରିବାକୁ ପଡିବ ଏହି କାମ

ଭାରତୀୟ ଲୋକଙ୍କ ମଧ୍ୟରେ ଧାର୍ମିକ ଆସ୍ଥା ବହୁତ ଦେଖିବାକୁ ମିଳିଥାଏ ଏବଂ ଲୋକ ମାନେ ଭଗବାନଙ୍କୁ ବହୁତ ମାନିଥାନ୍ତି। ଏହା ସହିତ ତାଙ୍କୁ ମନସ୍କାମନା କରି ବର ମଧ୍ୟ ମାଗିଥାନ୍ତି। ଦୁନିଆର ସବୁ ମଣିଷ ଭଗବାନଙ୍କୁ କିଛି ନା କିଛି ମାଗିଥାନ୍ତି, ଯାହା ପାଇଁ ସେମାନଙ୍କୁ ମନ୍ଦିରକୁ ଯିବାକୁ ମଧ୍ୟ…

ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ କଲେ ଟଙ୍କା ଲୁଟ୍

ରାଉରକେଲା (କେନ୍ୟୁଜ୍): ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ରାଉରକେଲା ବେଦବ୍ୟାସର ବାବା ବାଲୁଙ୍କେଶ୍ୱର ମନ୍ଦିର ଓ ଚନ୍ଦ୍ର ଶେଖର ମହାଦେବ ମନ୍ଦିର ପରିସରରେ ଥିବା ୪ଟି ହୁଣ୍ଡିରୁ ଚୋରି ହୋଇଛି। ଚୋରି ଜଣାପଡ଼ିବା ପରେ ବେଦବ୍ୟାସ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ରାହ୍ମଣୀତରଙ୍ଗ…

ଏମିତି ଏକ ମନ୍ଦିର ଯେଉଁଠାରେ ପୂଜା ହୁଏ ମହିଳାଙ୍କ ଅନ୍ତଃବସ୍ତ୍ର, ପଛରେ ରହିଛି ବଡ଼ ରହସ୍ୟ

ଦୁନିଆ ବିଭିନ୍ନ ପ୍ରକାରର ଅଦ୍ଭୁତ ଜିନିଷକୁ ନେଇ ନିର୍ମିତ। ସେହିଭଳି ଭିନ୍ନ ସ୍ଥାନରେ ରହିଛି ଭିନ୍ନ ମାନ୍ଯତା ଏବଂ ପରମ୍ପରା ଯାହା ସାଧାରଣତଃ ଲୋକଙ୍କୁ କରେ ଆଶ୍ଚର୍ଯ୍ଯ। କେତେ ବେଳେ କେଉଁ ବ୍ଯକ୍ତି କାହାକୁ ପୂଜା କରିବା ଆରମ୍ଭ କରିବେ ତାହାର କିଏ ଭାବି ପାରିବେ ନାହିଁ। ଠିକ୍ ସେହିଭଳି ଏକ…

ଆପଣ ଜାଣିଛନ୍ତି କି, ଏମିତି ଏକ ମନ୍ଦିର ଯାହାର ଚଟାଣରେ ଏକ ରାତି ଶୋଇବାରେ ମହିଳା ହୋଇଥାନ୍ତି ଗର୍ଭବତୀ

ମଣ୍ଡି : ଭାରତର ପ୍ରାୟ ପ୍ରତି ସ୍ଥାନରେ ଦେଖିବାକୁ ମିଳିଥାଏ ବିଭିନ୍ନ ଦେବଦେବୀଙ୍କ ମନ୍ଦିର । ଏଣୁ ଭଗବାନଙ୍କ ଆରାଧନାଠାରୁ ଆରମ୍ଭ କରି ତାଙ୍କୁ ନେଇ ଅନେକ ପ୍ରକାରର ଅନ୍ଧବିଶ୍ୱାସ ଦେଖିବାକୁ ମିଳିଥାଏ । ସେହିପରି ଏକ ମନ୍ଦିର ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ।…

ଏମିତି ଏକ ମନ୍ଦିର ଯେଉଁଠାକୁ ସୂର୍ଯ୍ଯାସ୍ତ ପରେ ରହିଲେ ହୋଇଯିବେ ପଥର

ରାଜସ୍ଥାନ ସହର ନିଜର ଐତିହାସିକ କିଳ୍ଲା ଏବଂ ମନ୍ଦିର ପାଇଁ ସାରା ବିଶ୍ବରେ ପରିଚିତ। ଏହି କିଲ୍ଲା ଏବଂ ମନ୍ଦିରରେ ଏପରି ଅନେକ ସ୍ଥାନ ରହିଛି ତାହାକୁ ଭୂତ ରହିଥିବା କୁହାଯାଇଥାଏ। ସେହି ସ୍ଥାନକୁ ଯିବା ନିଜ ଜୀବନକୁ ବାଜି ଲଗାଇବା ସହ ସମାନ। ରାଜସ୍ଥାନର ଅଲବର ଜିଲ୍ଲା ସ୍ଥିତ ଭାନଗଡ଼ କିଳ୍ଲାକୁ…

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ

ପୁରୀ(କେନ୍ଯୁଜ୍) : ଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଆରମ୍ଭ ହୋଇଥିଲା ଧାଡ଼ି ଦର୍ଶନ ବ୍ୟବସ୍ଥା । ହେଲେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସିଂହଦ୍ୱାର ଓ ବାଇଶି ପାହାଚରୁ ବ୍ୟାରିକେଡ୍‌ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ଭକ୍ତ । ଫଳରେ…