Browsing Tag

terrorist killed

ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ସୋପିୟାନ: ୩ ଆତଙ୍କବାଦୀ ସଫା। ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତ୍ମସର୍ମପଣ ପାଇଁ କୁହାଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ କଥା ନମାନି ପାଲଟା ଗୁଳିଚାଳନା କରିଥିଲେ। ଶେଷରେ…

ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଜାମ୍ମୁ କଶ୍ମୀର: ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳବିନିମୟ। ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।…

ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ । କଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ହେଉଛି ଦ୍ୱିତୀୟ ଗୁଳିବିନିମୟ । ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଘାଟିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଆଉ କିଛି ଆତଙ୍କବାଦୀ…

ଜମ୍ମୁ ଓ କଶ୍ମୀରର ସୋପୋର୍‌ ଠାରେ ପୁଣି ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ । ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି । ସୋପୋର୍‌ର ହର୍ଦଶିବ ଅଞ୍ଚଳରେ ଚାଲିଥିବା ଏହି…

ଜମ୍ମୁ-କାଶ୍ମୀରର ପୁଲଓ୍ଵାମା ଏବଂ କୁଲଗାମରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଲଓ୍ଵାମା ଏବଂ କୁଲଗାମରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ । ଗତକାଲି ବିଳମ୍ବିତ ରାତିରେ କୁଲଗାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ୍‌ ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ…

ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ, ଜଣେ ଯବାନ ସହିଦ ଏବଂ ୧ ଆତଙ୍କବାଦୀ ନିହତ

ଶ୍ରୀନଗର : ଆଜି ସକାଳୁ ଜାମ୍ମୁ-କାଶ୍ମୀର ଡୋଡାରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ଆରମ୍ଭ ହୋଇସାରିଛି। ଯେଉଁଥିରେ ଏବେ ସୁଦ୍ଧା ଜଣେ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଡୋଡା ଜଙ୍ଗଲରେ ଆତଙ୍କବାଦୀ…

୨୪ ଘଣ୍ଟାରେ ୯ ଜଣ ଆତଙ୍କବାଦୀକୁ ସଫା କଲା ଭାରତୀୟ ସେନା, ୩ ଜବାନ ସହିଦ

ଶ୍ରୀନଗର : ୨୪ ଘଣ୍ଟା ମଧ୍ୟରେ ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି । ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ମୁହଁତୋଡ ଜବାବ ଦେଇଛି । ଏହାପରେ ୫ଜଣ ଆତଙ୍କବାଦୀ ପ୍ରାଣ…

ପିଓକେରେ ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ସେନାର ବୋଫର୍ସ ମାଡ଼, ପାକିସ୍ତାନର ୫ରୁ ୭ ସୈନିକ ଓ ଆତଙ୍କବାଦୀ ନିହତ

ଭାରତୀୟ ସେନାର ବଡ଼ ଧରଣର ଆକ୍ରମଣ । ପିଓକେରେ ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ସେନା ପକ୍ଷରୁ ବୋଫର୍ସ ମାଡ଼ ହୋଇଛି । କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । ଭାରତର ଆକ୍ରମଣରେ ପାକିସ୍ତାନର ୫ରୁ ୭ ଜଣ ସୈନିକ ଓ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ପାକିସ୍ତାନୀ…

ଜମ୍ମୁ କାଶ୍ମୀର ସୋପିଆନର ଦ୍ରାଗଦ ଜିଲ୍ଲାରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ସୋପିଆନର ଦ୍ରାଗଦ ଜିଲ୍ଲାରେ ଗୁଳିବିନିମୟ। ଯବାନ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନର ଦ୍ରାଗଦ ଜିଲ୍ଲାରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ…