Browsing Tag

terrorists killed

ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ଲସ୍କରର ୨ ଆତଙ୍କୀ ନିପାତ, କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀ ଥିଲେ

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆଜି ଶୋପିଆନ୍ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତାଇବାର ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଜୋନର ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ…

ଜମ୍ମୁ-କାଶ୍ମୀର: କୁଲ୍‌ଗାମରେ ସେନାକୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କାଶ୍ମୀରର କୁଲ୍‌ଗାମରେ ଭାରତୀୟ ସେନାର ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏଠାରେ ସେନା ଏନ୍‌କାଉଣ୍ଟର କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛି। ଜିଲ୍ଲାର କୁଜ୍ଜର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଅପରାହ୍ନରୁ ହିଁ ଗୁଳି ବିନିମୟ ଜାରି ରହିଥିଲା। ବହୁ…

ଜମ୍ମୁ-କାଶ୍ମୀର: ପୁଞ୍ଚ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଅନୁପ୍ରବେଶକାରୀ ନିହତ, LoCରେ ସର୍ଚ୍ଚ ଅପରେସନ୍‌ ଜାରି

ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ନିୟନ୍ତ୍ରଣ ରେଖା (LoC) ନିକଟରେ ସେମାନେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଛନ୍ତି। ସେଠାରେ ସର୍ଚ୍ଚ ଅପରେସନ୍ ପୂର୍ବରୁ…

ଜମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ : ୟୁିପର ଦୁଇ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଆତଙ୍କ । ପୁଣି ଆତଙ୍କବାଦୀଙ୍କ ଟାର୍ଗେଟ୍‌ କିଲିଂ। ସୋପିଆନ୍‌ ଜିଲ୍ଲାରେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରିବାର ଦୁଇ ଦିନ ପରେ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ମୃତ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମନିସ କୁମାର। ଏମାନେ…

ଜମ୍ମୁ କାଶ୍ମୀରର କୁପଓ୍ଵାଡାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ଗୁଳି ବିନିମୟ, ଟଳିଲେ ୨ ଆତଙ୍କୀ

ଜମ୍ମୁ କାଶ୍ମୀର: ଟଳିଲେ ୨ ଆତଙ୍କୀ। ଜମ୍ମୁ କାଶ୍ମୀରର କୁପଓ୍ଵାଡାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ୨ ଆତଙ୍କୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ହୋଇଥିବା ସୂଚନା ମିଳିଛି । ଏଥିରୁ ଜଣେ…

ଜମ୍ମୁକଶ୍ମୀରରେ ସେନାକୁ ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ, ଜଣଙ୍କୁ କରାଯାଇଛି କାବୁ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସେନାକୁ ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ । ଏଥିସହ ଜଣେ ଆତଙ୍କବାଦୀକୁ କାବୁ କରାଯାଇଛି । ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଚାଲିଥିବା ଏନକାଉଣ୍ଟରେ ୪ ଜଣ ଆତଙ୍କୀ ନିହତ ହୋଇଥିବା ପୋଲିସ ପକ୍ଷରୁ…

ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା, ୨ ଆତଙ୍କୀ ସଫା

ଜାମ୍ମୁ କାଶ୍ମୀର: ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା। ୨ ଆତଙ୍କୀ ସଫା। ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ଏନକାଉଣ୍ଟରରେ ଟଳିଲେ ୨ ହିଜାବୁଲ ଆତଙ୍କୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜାବୁଲ ଡିଷ୍ଟ୍ରିକ୍ଟ କମାଣ୍ଡର ସିରାଜ ଏ ଲୋନ ଓ ୟାବର ଅଲ୍ଲୀ…

ଜମ୍ମୁ-କାଶ୍ମୀରରେ ୨ଟି ସ୍ଥାନରେ ଏନକାଉଣ୍ଟର, ୫ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ୨ଟି ସ୍ଥାନରେ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଅଓ୍ଵନ୍ତିପୁରାର ଟ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହିି ଅପରେସନ ଏବେ ବି ଜାରି ରହିଛି। ଅନ୍ୟପଟେ…

ଜମ୍ମୁ କାଶ୍ମୀର ସୋପିୟାନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ସୋପିୟାନରେ ଏନକାଉଣ୍ଟର । ୩ ଆତଙ୍କବାଦୀ ନିହତ । ସୋପିୟାନ ଜିଲ୍ଲାର ମୁନିହାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ୩  ଆତଙ୍କୀ। ୨ଜଣଙ୍କ ପରିଚୟ ମିଳିପାରିନାହିଁ। ରାତି ୨ଟାରେ ସୁରକ୍ଷାକର୍ମୀ ଓ ଜାମ୍ମୁ -କାଶ୍ମୀର ପୋଲିସ ଆରମ୍ଭ କରିଥିଲେ…

ଜମ୍ମୁକଶ୍ମୀର ସୋପିୟାନ ଜିଲ୍ଲାରେ ପୋଲିସ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସୋପିୟାନ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୩ ଲକ୍ସର ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେହିପରି ବୁଡ଼ଗାମରେ ଏନକାଉଣ୍ଟରରେ ଜଣେ ପୋଲିସ ଏସପିଓ ସହିଦ୍‌ ହୋଇଛନ୍ତି। ଜଣେ ଯବାନ ଆହତ ହୋଇଛନ୍ତି। ଆଉ…

୨ ପାକିସ୍ତାନୀ ଆତଙ୍କବାଦୀ ସଫା, ଅମୃତସରର ଅଟାରି ସୀମା ନିକଟରେ ଅନୁପ୍ରବେଶବେଳେ ହତ୍ୟା କରିଛି ବିଏସଏଫ

ଅମୃତସର: ୨ ଆତଙ୍କବାଦୀ ସଫା। ଗତକାଲି ରାତିରେ ଅନୁପ୍ରବେଶ କରିବାକୁ ଚେଷ୍ଟାକରୁଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଛି ବିଏସଏଫ। ଅମୃତସରର ଅଟାରି ସୀମା ନିକଟରେ ଗତକାଲି ରାତିରେ କୁହୁଡି ମଧ୍ୟରେ ଦୁଇ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ବିଏସଏଫ ପକ୍ଷରୁ…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଭିତରେ ଗୁଳି ବିନିମୟ ଜାରି, ୪ ଆତଙ୍କୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ବାନ୍‌ ଟୋଲ ପ୍ଲାଜ ନିକଟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଥିବାବେଳେ ଆଉ ୨ ଲୁଚି ରହିଥିବା ସୂଚନା ମିଳିଛି । ଗୁଳି ବିନିମୟ ଜାରି ଥିବାରୁ ଜମ୍ମୁ-ଶ୍ରୀନଗର…