Browsing Tag

thief

ଚୋରି କରିବା ପଡିଲା ମହଙ୍ଗା : ଚଳନ୍ତା ଟ୍ରେନରେ ୧୫ କିଲୋମିଟର ପର୍ଯ୍ୟନ୍ତ ଚୋରକୁ ଝୁଲାଇ ରଖିଲେ ଲୋକେ, କହିଲା…

ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଚୋରଟି କହୁଛି 'ମୋତେ ଛାଡ଼ନ୍ତୁ ନାହିଁ'। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କାରଣ ସାଧାରଣତଃ ଯେତେବେଳେ ଜଣେ ଚୋର ଧରାପଡେ, ସେ କହିଥାଏ ଯେ ମତେ ଛାଡି ଦିଅନ୍ତୁ। କିନ୍ତୁ ଏହି ଭାଇରାଲ ଭିଡିଓରେ ଚୋର ଧରା ପଡିବା…

କରଞ୍ଜିଆ: ହାଇୱା ଚୋରି କରି ନେଉଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଲା ଚୋର

କରଞ୍ଜିଆ (କେନ୍ୟୁଜ): ହାଇୱା ଚୋରି କରି ପଳାଉଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଲା ଚୋର। ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ବାମେବାରି ଅଞ୍ଚଳ ରୁ ଏକ ହାଇୱା ଚୋରି ହୋଇଥିବା ନେ଼ଇ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆଜି ହାଇୱ ଟିକୁ ନେଇ ଯାଉଥିବା ବେଳେ ରରୁଆଁ ଥାନା ଅନ୍ତର୍ଗତ…

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଚୋର-ପୋଲିସ୍‌ ଧସ୍ତାଧସ୍ତି, ନାକେଦମ୍‌ କଲା ଅଭିଯୁକ୍ତ

ଭୁବନେଶ୍ୱର : ରାଜଧାନୀ ରାସ୍ତାରେ ଚୋର ପୋଲିସ୍‌ ଖେଳ । ପ୍ରାୟ ଅଧ ଘଣ୍ଟାଏ ଧରି ପୋଲିସ ସହ ଠେଲା ପେଲା ଚାଲିଲା । ଶେଷରେ ପୋଲିସ ସିନା କାବୁ କଲା ହେଲେ ଯେମିତି ପାଗଳ ହୋଇଉଠିଲା ଚୋର । ପୋଲିସ ହାତକୁ ଖୁବ୍‌ ଜୋରରେ କାମୁଡି ଦେଲା । ଘାଇଲା ବି କଲା । ଏ ଦୃଶ୍ୟ ଆଜି ଶହ ଶହ ଲୋକଙ୍କ ସାମନାରେ…

ଗାଁକୁ ଚୋରି କରିବାକୁ ଆସିବା ପଡିଲା ମହଙ୍ଗା: ଗ୍ରାମବାସୀଙ୍କ ହାବୁଡରେ ପଡିଲେ ୭ ଚୋର, ଦେଲେ ପୋଲିସର ଜିମା

ମାହାଙ୍ଗା (କେନ୍ୟୁଜ): ୟୁପିରୁ ଆସି ଦିନରେ ଘୋଡ଼ା ଗାଡ଼ି ସାଙ୍ଗକୁ ବାଦାମ ବେପାର କରୁଥିବା ବେଳେ ରାତି ହେଲେ ଚୋରିରେ ହେଉଛନ୍ତି ସାମିଲ। ଏହିଭଳି ଏକ ଚୋର ଦଳ ଚୋରି କରିବାକୁ ଆସିଥିବା ବେଳେ ଗ୍ରାମବାସୀ ଏକ ପିକପ ଭ୍ୟାନ ସମେତ ୭ଜଣକୁ ଧରି ପୋଲିସ ଜିମା ଦେଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା…

ଛାଡିଗଲା ଧୂମ୍ ଗିରି: ହାଇସ୍କୁଲରୁ କମ୍ପ୍ୟୁଟର ଚୋରି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା ଚୋରକୁ ଧରିଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଧରା ପଡ଼ିଲେ ପୋଲିସ୍‌କୁ ଚ୍ୟାଲେଞ୍ଜ କରିଥିବା ଧୁମ୍‌ ୪ ଚୋର। ନବରଙ୍ଗପୁର ଜିଲ୍ଳାର ଖାତିଗୁଡ଼ା ହାଇସ୍କୁଲରୁ କମ୍ପ୍ୟୁଟର ଚୋରି କରି ପୋଲିସ୍‌କୁ ଚ୍ୟାଲେଞ୍ଜ କରିଥିଲେ ଚୋର । ସ୍କୁଲ ବ୍ଲାକ୍‌ବୋର୍ଡରେ ଲେଖିଥିଲେ ଧୁମ୍‌ ୪ ପୁଣି ଫେରିବୁ, ଧରି ପାରିବ ତ ଧର। ପୋଲିସ ହାତରେ…

ଚୋରଙ୍କ ଧୁମ୍‌ ଫିଲ୍ମ ଷ୍ଟାଇଲ: ବିଦ୍ୟାଳୟରୁ ସାମଗ୍ରୀ ଚୋରି ବ୍ଲାକ୍‌ ବୋର୍ଡରେ ଲେଖିଦେଇ ଗଲେ “ଇଟସ ମି ଧୁମ-୪,…

ନବରଙ୍ଗପୁର(କେନ୍ୟୁଜ): ଚୋରଙ୍କ ଧୁମ୍‌ ଫିଲ୍ମ ଷ୍ଟାଇଲ । ସାମଗ୍ରୀ ଚୋରି କଲେ ଓ ଯିବା ପୂର୍ବରୁ ଚୋର ମାନେ ବ୍ଲାକ୍‌ ବୋର୍ଡରେ ଲେଖିଲେ ଇଟସ ମି ଧୁମ-୪, କମିଙ୍ଗ୍‌ ସୁନ୍‌। ସ୍କୁଲ ପିଲା ଧରିପାରିଲେ ଧର । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

ଅଚାନକ ଗାଏବ ହେବାକୁ ଲାଗିଲା ଅଞ୍ଚଳର ପୁରୁଷଙ୍କ ଅଣ୍ଡରେଓ୍ଵୟାର, ସିସିଟିଭିରେ ଧରାପଡିଲା ଚୋର

ନୂଆଦିଲ୍ଲୀ : ଦୁନିଆରେ ବହୁ ପ୍ରକାର ଚୋର ଦେଖିବାକୁ ମିଳନ୍ତି । ହେଲେ ଅଣ୍ଡରେଓ୍ଵୟର ବା ଅନ୍ତବସ୍ତ୍ର ଚୋର ବିଷୟରେ ଆପଣ ଶୁଣିନଥିବେ । ହେଲେ ଆଜି ଆମେ ଏମିତି ଏକ ଚୋର ବିଷୟରେ କହିବୁ ଯିଏ କେବଳ ପୁରୁଷଙ୍କ ଅଣ୍ଡରେଓ୍ଵୟର ଚୋରି କରେ । ଏହି ଘଟଣା ଜଣାପଡ଼ିଲା ଯେତେବେଳେ ଏକ ଅଞ୍ଚଳରୁ କେବଳ…

ଯାଜପୁର ଟାଉନ ଥାନା ଅଞ୍ଚଳରେ ସିରିଜ ଚୋରି କରି ଚୋର ଚମ୍ପଟ, ସିସିଟିଭିରେ କଏଦ ହେଲା ଭିଜୁଆଲ

ଯାଜପୁର ଟାଉନ(କେନ୍ୟୁଜ୍):ଯାଜପୁର ଟାଉନ ଥାନା ଅଞ୍ଚଳରେ ସିରିଜ ଚୋରି ଅଭିଯୋଗ। ବୈଦ୍ୟନାଥ ନଗରର ପ୍ରମୋଦ କୁମାର ସର,ଗଦାଧର ପତି, ସରୋଜ ସାହୁ ଏହି ତିନିଜଣଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି।   ଗତକାଲି…

ଦୁର୍ଲଭ ମୂର୍ତ୍ତିର ଚୋରକୁ ଧରିବା ପାଇଁ କମିଶନେରେଟ ପୋଲିସ ଗଠନ କଲା ସ୍ୱତନ୍ତ୍ର ଟିମ, ଖୁବ ଶୀଘ୍ର ହେବେ ବନ୍ଧା

ଭୁବନେଶ୍ବର(କେନ୍ୟୁଜ୍):  ବନ୍ଧାହେବେ ମୂର୍ତ୍ତି ଚୋର ଗ୍ୟାଙ୍ଗ । କମିଶନେରେଟ ପୋଲିସ ପକ୍ଷରୁ ଗଠନ କଲା ସ୍ୱତନ୍ତ୍ର ଟିମ । ଦୁର୍ଲଭ ମୂର୍ତ୍ତି ପଛରେ ରାଜ୍ୟ ଭିତର ନା ଆନ୍ତଃରାଜ୍ୟ ରାକେଟ କାମ କରୁଛି ସେନେଇ ଆରମ୍ଭ ହୋଇଛି ତନାଘନା । ଖୁବ ଶିଘ୍ର ଧରାପଡିବେ ଗ୍ୟାଙ୍ଗ । ସିସିଟିଭି ଫୁଟେଜ…

ଆଶ୍ଚର୍ଯ୍ୟ! ଜେସିବି ଲଗାଇ ରାତାରାତି ପୋଲ ନେଇଗଲେ ଚୋର, ସକାଳୁ ଉଠି ଗାଁ ଲୋକ ଅବାକ୍‌

ଚୋରିର ଅନେକ ଘଟଣା ବିଷୟରେ ଆମେ ଶୁଣିଛେ। କିଏ କେତେ ବେଳେ ଟଙ୍କା ଚୋରି କଲାଣି ତ ଆଉ କେବେ ଜିନିଷପତ୍ର। ଏସବୁ ଖବର ଆମେ ପ୍ରତିଦିନ ଟିଭି, ପେପରରେ ଦେଖୁଛୁ। କିନ୍ତୁ କେବେ ପୋଲ୍‌ ଚୋରି କଥା ଶୁଣିଛନ୍ତି କି! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଚୋରମାନେ ପୂରାପୂରି ପୋଲକୁ ଚୋରି କରି…

ମନ୍ଦିରରୁ ଚୋରି ତ କଲା ହେଲେ ନିଜେ ଯାଇ ପାରିଲାନି, କାନ୍ଥରେ ଫଶିରହିଲା

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜାମି ଏଲାମା ମନ୍ଦିରରୁ ଚୋରି । ୯ଗ୍ରାମ ରୂପା ନେଇ ପଳାଉଥିବା ବେଳେ କାନ୍ଥ ମଧ୍ୟରେ ଫଶିଗଲା ଚୋର । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ଶ୍ରୀକାକୁଲମ ଜିଲ୍ଲାର କାଞ୍ଚିଲି ପୋଲିସ । ଖବର ଅନୁସାରେ ବ୍ୟକ୍ତିର ନାମ ପାପା ରାଓ । ଚୋରି କରିବା ପାଇଁ…

ତାଲା କି ଗେଟ୍‌ ନ ଭାଙ୍ଗି ହାଜତରୁ ଫେରାର ହୋଇଗଲା ଚୋର, ଧରା ପଡ଼ିବା ପରେ ଦେଖାଇଲା ଡେମୋ; ଦେଖନ୍ତୁ ଭିଡିଓ

ପୋଲିସଙ୍କ ହୋସ୍‌ ଉଡ଼ାଇଦେଲା ଚୋର। ଲକ୍‌ଅପ୍‌ର ତାଲା ନ ଭାଙ୍ଗି ଚୋରଟି ଆରାମରେ ବାହାରି ଆସିଲା ବାହାରକୁ। ଯାହା ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପୁନେସ୍ଥିତ ଏକ ଥାନାରେ। ଏଠାରେ ଏକ ଚୋର ଜେଲର ଗ୍ରୀଲ୍‌ ଓ ତାଲା ନ ଭାଙ୍ଗି ଆରାମରେ…