Browsing Tag

thief

ମନ୍ଦିରରୁ ଚୋରି ତ କଲା ହେଲେ ନିଜେ ଯାଇ ପାରିଲାନି, କାନ୍ଥରେ ଫଶିରହିଲା

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜାମି ଏଲାମା ମନ୍ଦିରରୁ ଚୋରି । ୯ଗ୍ରାମ ରୂପା ନେଇ ପଳାଉଥିବା ବେଳେ କାନ୍ଥ ମଧ୍ୟରେ ଫଶିଗଲା ଚୋର । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ଶ୍ରୀକାକୁଲମ ଜିଲ୍ଲାର କାଞ୍ଚିଲି ପୋଲିସ । ଖବର ଅନୁସାରେ ବ୍ୟକ୍ତିର ନାମ ପାପା ରାଓ । ଚୋରି କରିବା ପାଇଁ…

ତାଲା କି ଗେଟ୍‌ ନ ଭାଙ୍ଗି ହାଜତରୁ ଫେରାର ହୋଇଗଲା ଚୋର, ଧରା ପଡ଼ିବା ପରେ ଦେଖାଇଲା ଡେମୋ; ଦେଖନ୍ତୁ ଭିଡିଓ

ପୋଲିସଙ୍କ ହୋସ୍‌ ଉଡ଼ାଇଦେଲା ଚୋର। ଲକ୍‌ଅପ୍‌ର ତାଲା ନ ଭାଙ୍ଗି ଚୋରଟି ଆରାମରେ ବାହାରି ଆସିଲା ବାହାରକୁ। ଯାହା ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପୁନେସ୍ଥିତ ଏକ ଥାନାରେ। ଏଠାରେ ଏକ ଚୋର ଜେଲର ଗ୍ରୀଲ୍‌ ଓ ତାଲା ନ ଭାଙ୍ଗି ଆରାମରେ…

ଚୋରି କରିବାକୁ ଆସିଥିଲା ଚୋର, ଭୋକ ଲାଗିବାରୁ ଖେଚୁଡ଼ି ରାନ୍ଧିଲା ହେଲେ ଖାଇପାରିଲା ନାହିଁ

ଦୁନିଆରେ ବର୍ତ୍ତମାନ ଅଜବ ଅଜବ ଘଟଣା ସବୁ ଘଟୁଛି। ପୁଣି କିଛି ପରିସ୍ଥିତି ଏମିତି ହେଉଛି ଯେ ହୁଏତ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ଏବେ ଅନେକ ସ୍ଥାନରେ ଚୋରି ହେଉଥିବା କଥା ଆପଣ ଶୁଣୁଥିବେ। ଖାଲି ଚୋରି ନୁହେଁ ବର୍ତ୍ତମାନ ଅନେକ ଘଟଣା ଘଟୁଛି ଦୁନିଆରେ। ତେବେ ଏମିତି ଏକ ଘଟଣା ଆସାମର…

ଦୋକାନର ପଛପଟ କାନ୍ଥ ଫଟାଇ ୩୮ଟି ମୋବାଇଲ ଫୋନ୍ ନେଇ ଛୁ ଚୋର, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଝାରସୁଗୁଡ଼ା(କେନ୍ଯୁଜ୍): ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ । ଝାରସୁଗୁଡ଼ା ରେଙ୍ଗାଲି ଥାନା ଅର୍ନ୍ତଗତ ପଞ୍ଚଗାଁ ଛକରେ ମୋବାଇଲ ଦୋକାନର ପଛପଟ କାନ୍ଥ ଫଟାଇ ଜଣେ ଚୋର ୩୮ଟି ମୋବାଇଲ ଫୋନ ଚୋରି କରି ଫେରାର । ଦୋକାନରେ ଥିବା ଦାମୀ ଫୋନ ସବୁକୁ ନେଇଗଲା ଚୋର । ଚୋରି ବେଳର ପୂରା ଦୃଶ୍ୟ…

ବିଫଳ ଚୋରର ଉନ୍ମତ୍ତ କାଣ୍ଡ, ଚୋରି କରିବାକୁ ଆସିଥିବାବେଳେ ମାଲିକ ଉଠିପଡିବାରୁ ଘରେ ଲଗାଇଦେଲା ନିଆଁ

ବଲାଙ୍ଗିର(କେନ୍ଯୁଜ୍): ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲା ଚୋର। ବଲାଙ୍ଗିର ତୁଳସୀ ନଗରରେ ଘଟିଛି ଏହି ଅଘଟଣ। ଗତକାଲି ରାତିରେ ତୁଳସୀନଗରର କେଶରୀ ପ୍ରଧାନଙ୍କ ଘରକୁ ଚୋର ଚୋରି କରିବା ପାଇଁ ପଶିଥିଲା। ଏହି ସମୟରେ ମାଲିକ ଉଠିପଡିବାରୁ ଚୋର ଘରେ ନିଆଁ ଲଗାଇଦେଇଥିଲା। ତେବେ…

ମାନିବାକୁ ପଡିବ ଚୋରର ବୁଦ୍ଧି; ପୋଲିସ ସାମ୍ନାରେ ଛୋଟ ଝରକା ଭିତରେ ପଶି ଚୋରି କରିବାର ଦେଖାଇଲା ଡେମୋ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଚୋରି କରିବା ପାଇଁ ଜଣେ ବ୍ୟକ୍ତି ଏକ ଅଜବ କୌଶଳ ଆପଣାଇଛନ୍ତି । ଜଣେ ବ୍ୟକ୍ତି ଏକ ଝରକା ଗ୍ରୀଲ ଦେଇ ଘର ଭିତରକୁ ପ୍ରବେଶ କରୁଥିବା ଦେଖାଯାଇଛି । ଯିଏ ଏପର୍ଯ୍ୟନ୍ତ ଏହି ଭିଡିଓକୁ ଦେଖିଛନ୍ତି ସେ ନିଜ ହସକୁ ସମ୍ଭାଳି ପାରୁନାହାନ୍ତି।…

ପୋଲିସ୍ ଘରେ କଳା କନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଯାଜପୁର (କେନ୍ୟୁଜ): ଗୋଟିଏ ରାତିରେ ଦୁଇଟି ଘରୁ ଚୋରି । ଏପରିକି ପୋଲିସ କର୍ମଚାରୀଙ୍କ ଘରେ କଳା କନା ବୁଲାଇଛି ଚୋର । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାମୁବଣିଆରେ ରହୁଥିବା ଜଣେ ପୋଲିସ କର୍ମଚାରୀ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରମାନେ…

ସାବଧାନ୍ ସୁନା ଧୋଇବା ବାହାନାରେ ବୁଲୁଛନ୍ତି ଲୁଟେରା ! ୨ ଜଣଙ୍କୁ କାବୁ କରି ବହେ ଛେଚିଲେ ଲୋକେ

ପିପିଲି(କେନ୍ଯୁଜ୍) : କଥାରେ ଅଛି ଚୋର ଯେତେ ଚତୁରତାର ସହ ଚୋରି କରୁଥାଉ ନା କାହିଁକି, କେତେବେଳେ ତ ଧରାପଡିଥାଏ ତାର କଳା କାରନାମା । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପିପିଲି ନିକଟସ୍ଥ ବାଲିପାଟଣା ଥାନା ଭଅଁରାଗଡ ଗ୍ରାମରେ । ଦୁଇ ଜଣ ବ୍ଯକ୍ତ ସୁନା ଅଳଙ୍କାର ସଫେଇ ଆଳରେ ମହିଳା…

ରାଜଧାନୀରେ ଘରେ ପଶି କଳାକନା ବୁଲାଇଲା ଚୋର, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭୁବନେଶ୍ୱର(କେନ୍ଯୁଜ୍) : ରାଜଧାନୀରେ ରାତିରେ ଘରେ ପଶି ଚୋରି । ଘରେ କଳାକନା ବୁଲାଇଲା ଚୋର । ଏଭଳି ଘଟଣା ଘଟିଛି ଜିଜିପି କଲୋନୀ ଜଗନ୍ନାଥ ଅଞ୍ଚଳରେ । ଘରେ ରାତିରେ ସମସ୍ତେ ଶୋଇଥିବା ବେଳେ କବାଟ ତାଡି ଟଙ୍କା ଓ ସୁନା ଗହଣା ନେଇ ଚୋର ଫେରାର । ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ କଏଦ…

ମାଲକାନଗିରି :ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ଉଠାଇନେଇ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ

ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଏବେ ସଂପୃକ୍ତ ଦୁଇ ଯୁବକ ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଏମଭି-୮୧ ଗାଁରୁ ଅଭିଜିତ ବିଶ୍ୱାସଙ୍କ ଘରୁ ସୁନାଗହଣା ଓ ନଗଦ ଟଙ୍କା ଚୋରି ହୋଇଥିଲା । ଏହି…

ବିନ୍ଦାସ୍‌ ଚୋର: ୩୫ ବର୍ଷରେ ୫୦୦ ଚୋରି, କୋଟି ଟଙ୍କାର ଚୋରା ଧନରେ ବୁଲୁଥିଲା ବିଦେଶ

କେନ୍ୟୁଜ୍(ବ୍ୟୁରୋ): କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର । ହେମନ୍ତ ଦାସ ନାମକ ଚୋରକୁ ଧରିଛି କମିଶନରେଟ ପୋଲିସ । ଭୁବନେଶ୍ବରର ନାମୀ  କଲେଜରେ ପାଠ ପଢୁଥିଲା ହେମନ୍ତ । ୧୯୯୦ ମସିହାରେ ଚୋରି କରି ପ୍ରଥମ ଥର ଜେଲ ଯାଇଥିଲା । ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୫୦୦ଟି ଚୋରି କରିଛି ।…

କ୍ଯାମେରାରେ କଏଦ ହେଲା ଗାଡି ଚୋରର କାରନାମା, ସେନ୍ସର କାମ କରୁଛି କି ନାହିଁ ଜାଣିବା ପାଇଁ କରୁଥିଲା ପାଗଳର ଅଭିନୟ

ସାଲେପୁର(କେନ୍ଯୁଜ୍): ଧରାପଡିଲା ଡ୍ୟାନ୍ସିଂ ଚୋର। ଟାର୍ଗେଟ କରୁଥିଲା ବଡ ଗାଡି । ଗାଡିର ସେନ୍ସର କାମ କରୁଛି କି ନାହିଁ ଜାଣିବାକୁ କରୁଥିଲା ପାଗଳର ଅଭିନୟ। ଆଉ ବାରମ୍ବାର ଗାଡିକୁ ଛୁଇଁ ଡେଇଁବାକୁ ଲାଗୁଥିଲା । ଆଉ ସୁଯୋଗ ପାଇ ଗାଡି ଲୁଟ୍ କରିବାକୁ ତୟାର ଥିଲା । ଯେଉଁ ଚେରରର ସବୁ ଚାଲାଖି…