Browsing Tag

thief

ଚକ୍‌ମା ଦେଇ ବାରମ୍ବାର ଖସି ପଳାଉଥିଲା, ଶେଷରେ ଚୋରକୁ ଧରିଲା ଜୟପୁର ପୋଲିସ୍

ଜୟପୁର(କେନ୍ଯୁଜ୍): ପୋଲିସକୁ ଚକ୍‌ମା ଦେଇ ବାରମ୍ବାର ଖସି ପଳାଉଥିବା ଚୋରକୁ ଧରିଛି ଜୟପୁର ପୋଲିସ । ୨୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ସହ ପୋଲିସକୁ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ରହିଛି । ଜଣେ ମହିଳାଙ୍କ ବେକରୁ ସୁନା ଚୋରି ଘଟଣାର ତଦନ୍ତ କରୁଥିବା ବେଳେ ଗୋପବନ୍ଧୁ ନଗର ଅଞ୍ଚଳର…

ଅଭାବୀ ସଂସାର କଥା ଶୁଣି ତରଳି ଗଲା ମନ: ଚୋରି କରିବାକୁ ଆସିଥିବା ଚୋରକୁ ହଜାରେ ଟଙ୍କା ଦେଇ ଛାଡ଼ିଲେ ଘର ମାଲିକ

ଭୁବନେଶ୍ବର(କେନ୍ଯୁଜ୍) : ପେଟ ବିକଳରେ ପିଲା ଛୁଆଙ୍କ ପାଇଁ ଚୋରି କରିବାକୁ ଆସିଥିବା ବ୍ୟକ୍ତିକୁ ପାଲଟା ହଜାରେ ଟଙ୍କା ଦେଇ ଛାଡ଼ିଦେଲେ ଘର ମାଲିକ । କଥାଟା ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। ସୂଚନା ମୁତାବକ, ରୋ‌ଷେଇ ଘରେ ପଶିଥିବା ଚୋରକୁ ପ୍ରଥମେ କାବୁ କଲେ ଘର ମାଲିକ। ମାତ୍ର ତା’ର…

ବାଇକରେ ଆସି କାନ୍ଧରେ ସାଇକେଲ ଧରି ଛୁ, ସିସିଟିଭିରେ କଏଦ ହେଲା ଚୋରଙ୍କ କାରନାମା

ବ୍ରହ୍ମପୁର(କେନ୍ଯୁଜ୍): ବାଇକରେ ଆସି ସାଇକେଲ ଚୋରି। ଫିଲ୍ମି ଷ୍ଟାଇଲରେ ସାଇକେଲକୁ କାନ୍ଧରେ ଧରି ଚମ୍ପଟ ମାରିଲେ ଲୁଟେରା। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁରା ଚୋରି ଘଟଣା କଏଦ ହୋଇଛି ସିସିଟିଭିରେ। ବିଳମ୍ବିତ ରାତିରେ ୩ ଜଣ ଯୁବକ ପ୍ରଥମେ…

ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ସୁନା ଚେନ ଚୋରି ଘଟଣା, ଅଭିଯୁକ୍ତ ଡ୍ରାଇଭର ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ସୁନା ଚେନ ଚୋରି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ସୁମନ ପ୍ରଧାନ ଗିରଫ । ଅବସର ବେଉରିଆଙ୍କ ପକ୍ଷରୁ ଚୋରି ନେଇ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦିଆଯାଇଥିଲା । ତାଙ୍କ ଘର ଠାକୁରଙ୍କ ନିକଟରେ ୨୨ଟି ସୁନା ଚେନ୍‌ ଲାଗି…

ସିସିଟିଭିକୁ ଆଧାର କରି ବ୍ଯାଙ୍କ ଚୋରକୁ କାବୁ କଲା ଯଶୀପୁର ପୋଲିସ୍

କରଞ୍ଜିଆ(କେନ୍ଯୁଜ୍): ଚୋର ତ ଚୋର ଇଏ ବ୍ଯାଙ୍କ ଚୋର। ବ୍ୟାଙ୍କ ମାନଙ୍କରେ କଳାକନା ବୁଲାଇବାକୁ ତାର ଭାରି ସଉକ୍ । କିନ୍ତୁ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଚୋର ଯେତେ ଚତୁର ହେଲେ ବି ଦିନେ ନା ଦିନେ ସେ ପୋଲିସ୍ ହାବୁଡରେ ଧରାପଡିଥାଏ। ଏମିତି ଏକ ଚୋରର କାରନାମା ସିସି…

ଚୋରି ସନ୍ଦେହରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ ପରେ ୨ଗିରଫ

ବାରିପଦା(କେନ୍ଯୁଜ୍): ଚୋରି ସନ୍ଦେହରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼। ବାରିପଦା ସହର କାଳିକାପୁର ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼ ମାରିବା ପରେ ସନ୍ଦିଗ୍ଧ ଯୁବକକୁ ଛଟପଟ ହେଉଥିବାର ଭିଡିଓ ଭାଇରାଲ ହୋଇଛି।…

ପ୍ରେମିକ ସହ ମିଶି ବାପା-ମା’ଙ୍କୁ କାଢ଼ାରେ ନିଶା ଦେଲା ଝିଅ, ପରେ ଟଙ୍କା-ସୁନା ନେଇ ଫେରାର

ବାପା-ମା'ଙ୍କୁ କାଢ଼ାରେ ନିଶା ଦେଇ ନିଜ ଘରୁ ଚୋରି କଲା ଝିଅ। ପ୍ରେମିକ ଓ କିଛି ସାଙ୍ଗଙ୍କ ସହାୟତାରେ ଘରେ ବୁଲେଇ ଦେଲା କଳା କନା। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ। ଅଭିଯୋଗ ପରେ ଘଟଣାର ଖୁଲାସା ହେଲା ପରେ ଏବେ ସମସ୍ତେ ଜେଲର ଚାରି କାନ୍ଥ…

ଜଳେଶ୍ବର: ବାଇକ ଡିକି ଭାଙ୍ଗି ଚୋରି କରୁଥିବା ବେଳେ ଦୁଇ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ ମାରିଲେ ଲୋକେ

ଜଳେଶ୍ବର: ବାଇକ ଡିକି ଭାଙ୍ଗି ଚୋରି କରୁଥିବା ବେଳେ ୨ ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରି ପୋଲିସର ଜିମା ଦେଲେ ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ମାର୍କେଟରେ। ସୂଚନା ଅନୁଯାୟୀ ଆଜି ବାଲିଆପାଳ ଥାନା ଅନ୍ତର୍ଗତ…

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ମନ୍ଦିରରୁ ଚୋରି । ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୩୦ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଉଛି। ମାଉସୀ ମା’ ମନ୍ଦିରରେ ଥିବା…

ଟଙ୍କା ଭର୍ତ୍ତି ବ୍ଯାଗ୍ ନେଇ ଛୁ ମାରୁଥିବାବେଳେ ଧରାପଡିଗଲା ଚୋର, ନିର୍ଦ୍ଧୁମ ଛେଚିବା ପରେ ପୋଲିସ୍ ଜିମା ଦେଲେ…

ବାସୁଦେବପୁର: କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଯେତେ ଚତୁରତାର ସହ ସେ ଚୋରି କରୁଥାଉ ନା କାହିଁକି, କେତେବେଳେ ତ ନିଶ୍ଚିନ୍ତ ଧରାପଡିଥାଏ ତାର କଳା କାରନାମା । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନା ଆଗରେ ଥିବା ପରିବା ବଜାର…

ଚୋରି କରିବାକୁ ଆସିଥିଲା ଚୋର, କିନ୍ତୁ ସବୁ ମାରିଗଲା ଫେଲ୍, ଆଉ ମୁଣ୍ଡ ଫସିଗଲା ରେଲିଂରେ

ଚୋରି କରିବାକୁ ଯିବା ବେଳେ ଚୋର ପୂର୍ବରୁ ସବୁକିଛି ଋଣକୌଶଳକୁ ଠିକ୍ ଭାବେ ଆପଣାଇଥାଏ। ଚୋରି କରିବା ପରେ ଯେମିତି ସେ ଫସିନଯାଉ। ଆଉ ଫସିଗଲେ ତା ଅବସ୍ଥା କ’ଣ ହେବ ସେ ଜାଣିଥାଏ। କିନ୍ତୁ ଏହି ଚୋର ସହିତ ଯାହା ଘଟିଛି, ତାହା ବିଷୟରେ ଜାଣିଲେ ଆପଣ ଏହି ଚୋର ଉପରେ ଦୟା ହିଁ କରିବେ। ଏମିତି ଏକ…

ଚୋରି କରିବାକୁ ଘରେ ପଶି ଥିବାବେଳେ ଚୋରକୁ କାବୁ କଲେ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗାଁରେ ଚୋରି କରିବାକୁ ଘରେ ପଶି ଥିବାବେଳେ କାବୁ କଲେ ସ୍ଥାନୀୟ ଲୋକେ । ପରେ ପୋଲିସକୁ କଲେ ହସ୍ତାନ୍ତର । କମାରଯୋଡ଼ା ଅଂଚଳରେ କ୍ରମାଗତ ଭାବେ ଗାଡିରୁ ବ୍ଯାଟେରୀ , ତେଲ, ଓ ଘରୁ ବିଭିନ୍ନ ଜିନିଷ ପତ୍ର ଚୋରି ହେଉଥିଲା ।…