Browsing Tag

thief

ରାଜଧାନୀର ହାଇଟେକ ଚୋର, ଅୟସ କରିବାକୁ ଭୁବନେଶ୍ୱରରେ କରୁଥିଲେ ଚୋରି, କମିଶନରେଟ ପୋଲିସ କଲା ଗିରଫ

କେନ୍ୟୁଜ୍(ବ୍ୟୁରୋ):ହାଇଟେକ୍‌ ଚୋର । ଅୟସ କରିବାକୁ ଭୁବନେଶ୍ୱରରେ ଚୋରି କରୁଥିଲେ । ଧରା ପଡ଼ିଗଲା କାରସାଦି । ଦୁଇ ଜଣ ପାଠୁଆ ଚୋରଙ୍କୁ ଗିରଫ କରି ଏଭଳି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅନୁଗୋଳର ଚିନ୍ମୟ ସାହୁ ଓ ଭୁବନେଶ୍ୱର ଝାରପଡ଼ାର ଗୋପାଳ…

ଭୁବନେଶ୍ୱର: ଚୋରି ପଡିଲା ଭାରି, ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ

ଭୁବନେଶ୍ବର(କେନ୍ୟୁଜ୍):  ଚୋରି ହେଲା କାଳ। ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ଗତକାଲି ରାତିରେ ଜଣେ ଚୋର ବିଦ୍ୟୁତ ଖୁଣ୍ଟରୁ ତାର ଚୋରି କରୁତିବାବେଳେ କରେଣ୍ଟ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡିଥିଲା। ଆଜି ସକାଳେ…

ଚୋରି ପଡ଼ିଲା ଭାରୀ, ଛାତରୁ ପଡି ଚାଲିଗଲା ଯୁବକର ଜୀବନ

ଭୁବନେଶ୍ୱର (କେନ୍ୟୁଜ୍):   ଚୋରି କରିବକୁ  ଆସି ଚାଲିଗଲା ଜୀବନ। ଘଟଣା  ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ । ପୋଲିସ ସୂଚନା ମୁତାବକ  ଗତ ୨୨ ତାରିଖରେ ନୟାପଲ୍ଲୀ ଥନାକୁ ଜଣେ କେହି ଫୋନକରି N-4 ପ୍ଲଟ ନଂ-୨୮ ନିକଟରେ ଜଣେ ଯୁବକ ଗୁରୁତର  ଅବସ୍ଥାରେ ପଡିରହିଥିବାର ଖବର ମିଳିଥିଲା ।…

ବିବାହରେ ଫଟୋସୁଟ୍‌ ଚାଲିଥିବା ବେଳେ ସୁଟ୍‌ବୁଟ୍‌ରେ ଆସି ଚୋର ଲୁଟି ନେଲା ଟଙ୍କା ଭର୍ତ୍ତି ବ୍ୟାଗ୍‌, ଦେଖନ୍ତୁ…

ବିବାହରେ ଚୋରି ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ବିବାହ ଭଳି ପବିତ୍ର ଉତ୍ସବରେ ଅତିଥିମାନେ ବରବଧୂଙ୍କୁ ଆର୍ଶୀବାଦ ଦେବାକୁ ଆସୁଥିବା ବେଳେ ଲୋକଙ୍କ ବ୍ୟସ୍ତତାର ଫାଇଦା ନେଇ କିଛି ଲୋକ ଏ ଅବସରରେ କଳାକନା ବୁଲାଇଦେଉଛନ୍ତି। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଡ଼କଡ଼ଡ଼ୁମା…

ଦୟାଳୁ ଚୋର : ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଇ କହିଲେ, ‘ ତୁମ ଟଙ୍କା ଆମର ଦରକାର ନାହିଁ’, ଭିଡିଓ ଭାଇରାଲ

ଆପଣ ପ୍ରତିଦିନ ଚୋରି ଡକାୟତି ଖବର ନିଶ୍ଚିତ ପଢୁଥିବେ କିମ୍ବା ଶୁଣୁଥିବେ। ପ୍ରତିଦନ ଏପରି ଖବର ଆମମାନଙ୍କୁ ବିଚଳିତ କରିବା ସହ ଆତଙ୍କିତ ମଧ୍ୟ କରୁଛି। ଏହି ଚୋରି ପାଇଁ କେଉଁଠି ହତ୍ୟା କରାଯାଉଛି ତ ଆଉ କେଉଁଠି ମାରପିଟ କରାଯାଉଛି। କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଚୋରର ଭିଡିଓ ଭାଇରାଲ…

ଚୋରି କରିବାକୁ ଧରାପଡ଼ିଲା ଚୋର, ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ପୁରୀ(କେନ୍ୟୁଜ୍): ଧରାପଡ଼ିଲା ଚୋର । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ପୁରୀ ଗୋପ ବ୍ଲକ ସାଇଁସାଇଁ ଗାଁରେ ରାକେଶ ବାରିକ ଚୋରି କରିବାକୁ ଜଣଙ୍କ ଘରେ ପଶିଥିଲେ । ପରେ ଯୁବକଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଗଛରେ ବାନ୍ଧି ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ…

ଗର୍ଲସ୍ ହଷ୍ଟେଲରେ ମହିଳା ବେଶରେ ପଶି ଚୋରି କଲା ଜଣେ ପୁରୁଷ, ଘଟଣା ଜାଣିବା ପରେ ପୋଲିସ୍ ବି ଆଶ୍ଚର୍ଯ୍ୟ

ଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶ୍ରୀରାମ କଲେଜ ଅଫ୍ କମର୍ସ ଛାତ୍ରାବାସରେ ଏକ ଚୋରି ମାମଲା ସାମ୍ନାକୁ ଆସିଛି । ଯେଉଁ ମାମଲା ପରେ ପୋଲିସର ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦିଲ୍ଲୀ ପୋଲିସ୍ ଅଭିଯୋଗ ଆଧାରରେ କେସ୍ ରୁଜୁ କରି ମାମଲାର ଛାନବିନ୍ ଆରମ୍ଭ କରିଦେଇଛି । ଏହି ମାମଲା କୌଣସି…

ଶାଶୁ ବୋହୂଙ୍କୁ ଛୁରୀ ଦେଖାଇ ଘରୁ ଲୁଟି ନେଲେ ଦୁର୍ବୃତ୍ତ

କନ୍ଧମାଳ(କେନ୍ୟୁଜ୍): ଶାଶୁ ବୋହୁଙ୍କୁ ଛୁରୀ ଦେଖାଇ ଘରୁ ଲୁଟ୍‌ । ମାରଣାସ୍ତ୍ର ଦେଖାଇ ୭୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଘରୁ ଲୁଟି ନେଇଛି ଦୁର୍ବୁତ୍ତ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି କିରିକୁଟି ପଞ୍ଚାୟତ ବାଇମାଲା ଗାଁରେ । ଶାଶୂ ବୋହୁ ଘରେ ଶୋଇଥିବା ବେଳେ ବିଳମ୍ବିତ…

ଡେଲିଭରୀ ବୟ ବେଶ ଧରି ଘରେ ପଶିଲା ଚୋର, ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରିବା ପରେ କଲା ଏମିତି କାରନାମା

ଯଦି ଆପଣ ଘରକୁ କୌଣସି ବ୍ଯକ୍ତି ଡେଲିଭରୀ କରିବା ପାଇଁ ଆସୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଦିଲ୍ଲୀରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଏକ ଚୋର ଡେଲିଭରୀ ବୟ ବେଶ ଧରି ଘରେ ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରି ସଫଳତାର ସହିତ ଫେରାର ହୋଇଯାଇଥିବା ଜଣାପଡିଛି ।…

ମୟୁରଭଞ୍ଜ: ଚୋରକୁ ଶାସ୍ତି, ହାତ-ଗୋଡ ବାନ୍ଧି ବେକରେ ଡବା ଝୁଲାଇ ରାସ୍ତା ସାର ବୁଲାଇଲେ ଲୋକେ

ମୟୁରଭଞ୍ଜ(କେନ୍ୟୁଜ୍) : ଚୋରକୁ ଶାସ୍ତି। ହାତ, ଗୋଡ ବାନ୍ଧି ବେକରେ ଡବା ଝୁଲାଇ ରାସ୍ତା ସାର ବୁଲାଇଲେ ଲୋକେ। ଟ୍ରକରୁ ଚୋରୀ କରୁଥିବା ସମୟରେ ଧରାପଡିଲା ଚୋର। ମୟୁରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ଟ୍ରକରୁ ଚୋରୀ କରୁଥିବା ସମୟରେ ଜଣେ ଯୁବକ…

ବ୍ରହ୍ମପୁର:ଚୋରି ପଡିଲା ଭାରି, ଛାତରୁ ଡେଇଁ ଯୁବକ ଗୁରୁତର

ବ୍ରହ୍ମପୁର(କେନ୍ୟୁଜ୍):ବ୍ରହ୍ମପୁର ସହରର ଭୈରବୀ ନଗର ଦ୍ୱିତୀୟ ଲାଇନରେ ଜଣେ ବ୍ୟକ୍ତି ଚୋରି କରିବାକୁ ଯାଇଥିବା ବେଳେ ଛାତରୁ ଡେଉଁ ଗୁରୁତର ଆହାତ ହୋଇଛି । ରାଜକୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାରୁ ସୁଯୋଗ ନେଇ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଘରର ଗ୍ରୀଲ ଖୋଲି…

ହୁଣ୍ଡିରେ ଅଟକିଗଲା ହାତ : ମନ୍ଦିରରୁ ଚୋରି ଉଦ୍ୟମ ବେଳେ ଫସିଗଲା ଚୋର

ଜଗତସିଂହପୁର : ହନୁମାନ ମନ୍ଦିର ହୁଣ୍ଡିରୁ ଚୋରି ବେଳେ ହୁଣ୍ଡି ବାକ୍ସ ଭିତରେ ରହିଲା ହାତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶ୍ରୀରାମପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏଭଳି ଘଟଣା ଘଟିଛି । ଚୋରି କରୁଥିବା ଯୁବକ ଜଣକ ହେଲେ ମନ୍ଦିର ପୂଜକ ନାରାୟଣ ତ୍ରିପାଠୀଙ୍କ ପୁଅ ଗୋବିନ୍ଦ…