Below header
Browsing Tag

thunderstorms

ତାତିରୁ ମିଳିବ ନିସ୍ତାର : କାଲିଠୁ ତାଣ୍ଡବ ରଚିବ କାଳବୈଶାଖୀ, ଘଡ଼ଘଡ଼ି ସହ ହେବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ୬ ତାରିଖରୁ ତାଣ୍ଡବ ରଚିବ କାଳବୈଶାଖୀ । ଘଡ଼ଘଡ଼ି ସହ ବର୍ଷା ହେବ ।  ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ।  ୭ ତାରିଖରେ ବର୍ଷାର ବିସ୍ତୃତି ବଢିବା ସହ କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହି ଛି ।  ୫ଦିନ ଝଡ଼ତୋଫାନ ବର୍ଷା ନେଇ ଚେତାବନୀ…

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ସତର୍କତା ଜାରି !

ଭୁବନେଶ୍ବର(କେନ୍ୟୁଜ୍): ଆଜି ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି । ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଜି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ…

ରାଜ୍ୟରେ ଆସନ୍ତା ୪ଦିନ ଯାଏ ପ୍ରବଳ ବର୍ଷା ଓ ବଜ୍ରାପାତ ସମ୍ଭାବନା, ଆଜି ୧୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ୪ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନ । ରାଜ୍ୟରେ ଆସନ୍ତା ୪ଦିନ ଯାଏ ପ୍ରବଳ ବର୍ଷା ଓ ବଜ୍ରାପାତ ସମ୍ଭାବନା ରହିଛି । ଆଜି ୧୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ଟି ଜିଲ୍ଲାର ଜିଲ୍ଲାପାଳ ଓ ସବୁ ବିଭାଗକୁ ସତର୍କ…

ନିଆଳି: କାଳ ବୈଶାଖୀରେ ଭାଙ୍ଗିଲା ପାନ ବରଜ ଓ ବିଦ୍ୟୁତ ଖୁଣ୍ଟ

ନିଆଳି(କେନ୍ଯୁଜ୍): ପୁଣି ଭାଙ୍ଗିଲା ପାନ ବରଜ ଓ ବିଦ୍ୟୁତ ଖୁଣ୍ଟ। ଗତକାଲି ରାତିରେ ହଠାତ୍ ମାଡ଼ି ଆସିଲା କାଳ ବୈଶାଖୀ। ହଠାତ୍ ମେଘ,ପବନ ଓ ଘଡଘଡି ଯୋଗୁ ଲୋକେ ଆତଙ୍କିତ ହୋଇଯାଇଥିଲେ। କାଳ ବୈଶାଖୀ କାରଣରୁ କଟକ ଜିଲ୍ଲା ନିଆଳି ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳରେ ପବନ…