Browsing Tag

tiger attack

ପୁଣି ଆତଙ୍କ ଖେଳାଇଛି ବାଘ, ଗୋଠରୁ ଗାଈକୁ ଟାଣିନେଇ ଖାଉଛି

ଗଞ୍ଜାମ(କେନ୍ୟୁଜ୍‌): ମାତିଛି ବାଘ। ଗୋଠରେ ପଶୁଛି, ଗାଈ ଓ ବଳଦଙ୍କୁ ଟାଣି ନେଇ ମାରି-ଖାଉଛି । କେଉଁଠି ଘର ପାଖରୁ ଟାଣିନେଉଛି ତ ପୁଣି ଆକ୍ରମଣ କରୁଛି । ଗୋଟିଏ ଜାଗାରେ ଶିକାର କଲେ, ସ୍ଥାନ ବଦଳାଉଛି ବାଘ । ବାଘ ଭୟରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଗୋଟିଏ ପରେ ଗୋଟିଏ ଗାଈ, ଗୋରୁ,…

ରାଜଧାନୀ ଦିଲ୍ଲୀରେ ବାଘ ଆତଙ୍କ, ଅଢ଼େଇ ଘଣ୍ଟାରେ ୯ ଜଣଙ୍କୁ ଆକ୍ରମଣ କଲା ଚିତା

ଉତ୍ତର ଦିଲ୍ଲୀର ୱାଜିରାବାଦର ଜଗତପୁର ଗାଁରେ ଏମିତି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ଏକ ଚିତାବାଘ ଲୋକଙ୍କ ଘରେ ପଶି ୮ ରୁ ୯ ଜଣଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଏନେଇ ଏହି ଅଞ୍ଚଳରେ ବର୍ତ୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୀର୍ଘ ପାଞ୍ଚ ଘଣ୍ଟା…

ବାଘର ଜିଭ ଟାଣିଆଣି ନିଜକୁ ବଞ୍ଚାଇଲେ ଯୁବକ, ୧୭ ବର୍ଷିୟ ଅଙ୍କିତଙ୍କ ସମ୍ପର୍କରେ ଏବେ ସବୁଠି ଚର୍ଚ୍ଚା

କଥାରେ ଅଛି ଯାହାର ରକ୍ଷା ଭଗବାନ କରିବେ ତାକୁ କିଏ ବା ମାରିବ । ସେହିଭଳି ଜଣେ ବାଳକ ମୃତ୍ୟୁକୁ ଦେଲେ ମାତ । ବାଘ ପାଟିରୁ ଟାଣିଆଣିଲେ ନିଜ ଜୀବନ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ରାମନଗରରେ । ଏଠାକାର ବାସିନ୍ଦା ୧୭ ବର୍ଷିୟ ଅଙ୍କିତଙ୍କ ସମ୍ପର୍କରେ ଏବେ…

ହରିୟାଣା: କ୍ଷେତରେ ଲୁଚିଥିଲା ବାଘ, ଆକ୍ରମଣରେ ୨ ବନ କର୍ମଚାରୀ ଗୁରୁତର ଆହତ

ହରିୟାଣାର ରେଓ୍ଵାଡିରେ ବନ ବିଭାଗ ଟିମ୍‌ ଉପରେ ଆକ୍ରମଣ କରିଛି ବାଘ । ଏହି ଆକ୍ରମଣରେ ଧର୍ମ ସିଂ ଓ ହୀରାଲାଲା ନାମକ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ରେଓ୍ଵାଡିର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଭଟସାନା ଏବଂ ଆଖାପାଖ ଅଞ୍ଚଳକୁ ବନ ବିଭାଗ ଟିମ୍‌ ସମ୍ପୂର୍ଣ୍ଣ ଘେରି…

ସାଙ୍ଗ ହେବ ତ ଏମିତି, ସାଙ୍ଗକୁ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଗଲେ ଦୁଇ ମହିଳା

ସାଙ୍ଗକୁ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲେ ଦୁଇ ମହିଳା । ଏହି ଦୁଇ ମହିଳା ବାଘ ସହ ଲଢ଼ି ନିଜ ସାଙ୍ଗକୁ ମୃତ୍ୟୁ ମୁଖରୁ ନେଇଆସିଛନ୍ତି । ଏଭଳି ଏକ ଘଟଣା ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାରେ ଘଟିଛି । ମଙ୍ଗଳବାର ଅର୍ଥାତ ଗତ ୨୬ ତାରିଖ ଦିନ ଚମ୍ପାୱତ ଜିଲ୍ଲାର ବୁନ ଜଙ୍ଗଲକୁ ୩ ଜଣ ମହିଳା ଗୀତା…

ଗାଁ ଦାଣ୍ଡରେ ଖେଳୁଥିବା ୮ବର୍ଷର ଶିଶୁକୁ ଝାମ୍ପି ନେଉଥିଲା ବାଘ, ଉଦ୍ଧାର କଲେ ଲୋକେ

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ।  ଆଜି ସନ୍ଧ୍ୟାରେ ଧରମବନ୍ଧା ଥାନା ଅନ୍ତର୍ଗତ କୋଦୋପାଲି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ୮ବର୍ଷର ଶିଶୁକୁ ବାଘ ଝାମ୍ପି ନେବା ବେଳେ ଗାଁଲୋକ ଉଦ୍ଧାର କରିଛନ୍ତି।  କୋଦୋପାଲିର ବାଳକ ବରିହାଙ୍କ ୮ ବର୍ଷର ପୁଅ ନୀଳକଣ୍ଠର କାନରେ…

ବାଘ ସହ ଖେଳି ବିପଦକୁ ଡାକିଲେ ବ୍ୟକ୍ତି, ଚାହୁଁ ଚାହୁଁ ଝାମ୍ପିଲା ହାତ

ପଶୁମାନେ କେତେବେଳେ ଯେ କିପରି ବ୍ୟବହାର କରିବେ ତାହା କେହି କହି ପାରିବେ ନାହିଁ । ମଣିଷଙ୍କ ଭଳି ତାଙ୍କର ବୁଝିବାର ଶକ୍ତି ମଧ୍ୟ ନଥାଏ । ତେଣୁ ତାଙ୍କ ସହ ଖେଳିବା ସମୟରେ ଯଥେଷ୍ଟ ସାବଧାନତା ରଖିବା ଜରୁରୀ ହୋଇଥାଏ । ବେଳେବେଳେ ଏହି ପଶୁ ମଣିଷଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ ।…

ପୁଣି ବାଛୁରୀ ମାରି ଖାଇଲା ବାଘ, ଆତଙ୍କିତ ଲୋକେ

ନୂଆପଡା(କେନ୍ୟୁଜ୍): ନୂଆପଡାରେ ଥମୁନି ବାଘ ଆତଙ୍କ । ପୁଣି ବାଛୁରୀ ମାରି ଖାଇଲା ବାଘ। ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଲା ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଆମାନାରା ସେକ୍ସନ ଅନ୍ତର୍ଗତ ତରିଆମହୁଆଭଟା ଗାଁରେ ଏହି ଘଟଣା ଘଟିଛି । ଗାଁର ହୁମନ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ…

ବାଇକ୍‌ ଆରୋହୀଙ୍କ ଉପରକୁ ଡିଆଁ ମାରିଲା ବାଘ, ଘଉଡ଼ାଇବା ପରେ ବି ପୁଣି ଆସି ଏମିତି ଡରାଇଲା; ଭାଇରାଲ ହେଉଛି ଭିଡିଓ

ମାତିଛି ବାଘ। ଯାହାକୁ ସାମ୍ନାରେ ପାଉଛି ଝପଟି ପଡ଼ୁଛି। ଫଳରେ ଲୋକେ ଏବେ ଭୟରେ ତାଟି କବାଟ କିଳି ରହୁଥିବା ଦେଖାଯାଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ବାଘ ଯୋଗୁ ଲୋକେ ଶଙ୍କାରେ ଅଛନ୍ତି। ଗତ ରାତିରେ ବାଇକରେ କାମକୁ ଯାଉଥିବା ଜଣେ ଶ୍ରମିକ ଉପରକୁ ହଠାତ୍‌ ବାଘ ଆକ୍ରମଣ କରିଛି। ଅଚାନକ ବାଘ…

ନୂଆପଡ଼ା: କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ, ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା(କେନ୍ୟୁଜ୍): ସଦର ବ୍ଳକ ଧରମବନ୍ଧା କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ ଦେଖା ଦେଇଛି । ଗାଁ ନିକଟରେ ଏକ ଗାଈର ଶିକାର କରିଛି । ଆଜି ସକାଳ ୭ ଟାରେ ଧରମବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଗାଁର ଅଗିନ ମାଝୀଙ୍କ ଗାଈ ଗୁହାଳରୁ ବାହାର କରି ଜଙ୍ଗଲ ପଟେ ଚରାଇ ନେଉଥିଲେ । ଏତିକି…

ଭୋକିଲା ମହାବଳ ବାଘ ଚତୁରତାର ସହିତ ଭାଲୁକୁ କଲା ଆକ୍ରମଣ, କିନ୍ତୁ ଶେଷରେ ହାରିମାନିଗଲା

ଜଙ୍ଗଲରେ ବାଘ ଭାଲୁ ଆକ୍ରମଣ କରୁଥିବା ଖବର ଆପଣ ନିଶ୍ଚିତ ଜାଣିଥିବେ। ଏମାନଙ୍କ ମଧ୍ୟରୁ କିଏ ସାହାସୀ ଆଉ କିଏ ବଳବାନ ଆପଣ ହୁଏତ କୌଣସି ନା କୌଣସି କାହାଣୀରୁ ନିଶ୍ଚିତ ଶୁଣିଥିବେ। ଆପଣ କେତେ ବି ବଳବାନ ହୁଅନ୍ତୁ ନା କାହିଁକି ଆପଣଙ୍କୁ କେବେ ନା କେବେ ପରାଜୟର ସାମ୍ନା କରିବାକୁ ପଡିଥାଏ।…

ମରିବା ପାଇଁ ଚାଲିଗଲେ ବାଘ ସାମ୍ନାକୁ! ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ଗୁଳି କରି ବାଘକୁ ମାରିଦେଲେ

ମରିବା ପାଇଁ ଜଣେ ବ୍ୟକ୍ତି ରାତାରାତି ଚାଲିଗଲେ ବାଘ ସାମ୍ନାକୁ। ପରେ ନିଜ ହାତ ବାଘ ମୁହଁକୁ ଦେଇଦେଲେ। ଖବରଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ଏକଦମ ସତ। ଏହାପରେ ଯାହା ଘଟିଲା ତାହା ସୋସିଆଲ ମିଡିଆରେ ପୁରା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତି ଜଣକ ସାହସ ଦେଖାଇ ବାଘ…