Browsing Tag

tiger attack

ବାଘ ଆକ୍ରମଣରେ ଆହତ ସମ୍ବରର ମୃତ୍ୟୁ, କରଞ୍ଜିଆ ବନଖଣ୍ଡ ଭେଜଡିହା ଗ୍ରାମ ନିକଟରୁ ଆଜି ସକାଳେ ହୋଇଥିଲା ଉଦ୍ଧାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ ସମ୍ବରକୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବାର ବନବିଭାଗ ଅନୁମାନ…

ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍, ଦେଖିଲେ ଥରି ଉଠିବ ଛାତି

ଆସାମ: ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍ । ଗୋଡାଇ ଗୋଡାଇ ଆକ୍ରମଣ କରୁଛି ବାଘ। ବାଲି ଗଦା ଉପରୁ ଭୟଙ୍କର କୁଦା ମାରି ଲୋକଙ୍କୁ ଆକ୍ରମଣ କରୁଛି। କାଜିରଙ୍ଗା ନ୍ୟାସନାଲ ପାର୍କ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓଟି ଏବେ ଭାଇରାଲ ହୋଇଛି। video courtesy: The Entertainer 101…

ସୁନ୍ଦରଗଡ଼ ଦାଘୋରା ନିକଟ ରେଳଧାରଣାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ରେଳ ଧାରଣାରୁ ବାଘର ମୃତଦେହ ଉଦ୍ଧାର। ଦାଘୋରା ନିକଟ ରେଳଧାରଣାରୁ କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରିଛି ବନବିଭାଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବନଖଣ୍ଡ ରାମ୍ପିଆ ଗାଁରେ ବାଘଟି ପଶି ଲୋକଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଜଣେ ମହିଳାଙ୍କୁ ବାଘଟି ଆକ୍ରମଣ କରିଥିଲା। ଏହାପରେ…

ନବରଙ୍ଗପୁର ପୁଟଘର ଗାଁରେ ପୁଣି ବାଘ ଆତଙ୍କ: ବନ ବିଭାଗ ପହଁଚି ଜଙ୍ଗଲର ଦୁଇଟି ସ୍ଥାନରେ କ୍ଯାମେରା ଲଗାଇବା ସହିତ…

ନବରଙ୍ଗପୁର: ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଦୁଇ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନବରଙ୍ଗପୁର ଜିଲ୍ଲାର  ପୁଟ ଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡ଼ମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବା ବେଳେ ଜଙ୍ଗଲ…

ବାଘ ଆଗରେ ମରିଯିବାର ଅଭିନୟ କଲେ ବ୍ୟକ୍ତି, କିନ୍ତୁ ଶିକାରକୁ ସାମ୍ନାରେ ପାଇ କଣ କଲା ବାଘ ଦେଖନ୍ତୁ ଭିଡିଓ

ଆପଣ ପିଲାଦିନେ ଭାଲୁ ଏବଂ ଦୁଇ ବନ୍ଧୁଙ୍କ କାହାଣୀ ଶୁଣିଥିବେ। ଭାଲୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜଣେ ସାଙ୍ଗ ଗଛ ଉପରେ ଚଢ଼ିଗଲେ ଏବଂ ଅନ୍ୟ ଜଣେ ସାଙ୍ଗ ଭୂମିରେ ଶୋଇପଡି ମରିଯିବାର ଅଭିନୟ କଲେ। ଭାଲୁ ତାଙ୍କୁ ମରିଯାଇଥିବା ଦେଖି ଛାଡି ଚାଲିଗଲା। ଠିକ୍‌ ଏହିଭଳି ଘଟିଛି ବାସ୍ତବ ଜୀବନରେ।…

କାହ୍ନା ରାଷ୍ଟ୍ରୀୟ ଉଦ୍ୟାନରେ ଦୁଇ ବାଘଙ୍କ ଭିତରେ ହେଲା ଘମାଘୋଟ ଲଢେଇ, ଥରେ ଦେଖନ୍ତୁ ଏହି ଭିଡିଓ

ଭୋପାଳ: କାହ୍ନା ରାଷ୍ଟ୍ରୀୟ ଉଦ୍ୟାନର ସରହି ଜୋନ୍ ରେ ଦୁଇଟି ବାଘ ଭିତରେ ଘମାଘୋଟ ଲଢେଇର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କୁହାଯାଉଛି କି, ଟି-୬୭ ଏବଂ ଏମ୍୩ ନାମକ ଦୁଇ ବାଘଙ୍କୁ କିସଲି ତଥା ସରହି ଜୋନ୍ ରେ ଦେଖିବାକୁ ମିଳିଥାଏ । ଏମାନେ ଗତ କିଛି ଦିନ ଭିତରେ ଏପରି…

ଶୋଇଥିବା ବାଘକୁ ଉଠାଇବା ପଡିଲା ଭାରି, ଦେବାକୁ ପଡିଲା ୫୧ ହଜାର ଜରିମାନା

ରାଜସ୍ଥାନର ରଣଥମ୍ବୋର ବାଘ ରିଜର୍ଭରେ ଥିବା ଏକ ବାଘ ଉପରେ ପଥର ଫୋପଡ଼ାଯିବା ମାମଲା ସାମ୍ନାକୁ ଆସିଛି। କୁହାଯାଉଛି କି, ଜଣେ ପର୍ଯ୍ୟଟକ ଆଉ ତାଙ୍କ ଗାଇଡ୍ ବାଘକୁ ନିଦରୁ ଉଠାଇବା ପାଇଁ ତାହା ଉପରେ ପଥର ଫୋପାଡିଥିଲେ। ତେବେ ଏହି ସଂପୂର୍ଣ୍ଣ ଘଟଣାଟି ସେଠାରେ ଥିବା ସିସିଟିଭିରେ ରେକର୍ଡ…

କଟକ : ବାଘ ଆତଙ୍କ, ଆକ୍ରମଣରେ ଜଣେ ଆହତ

କଟକ (କେନ୍ୟୁଜ୍) : ବାଘ ଆତଙ୍କ । କଟକ ଜିଲ୍ଲା ନରସିଂହପୁର ଜୁଲିଣ୍ଡା ବନଖଣ୍ଡ ବାରଭାୟା ଜଙ୍ଗଲରେ ଘୁରୁ ବୁଲୁଛି ବାଘ । ଆକ୍ରମଣରେ ଜଣେ ବନବିଭାଗ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସୁରେଶ ବାରିକ । ସେ ଜଙ୍ଗଲକୁ ଯାଇଥିବାବେଳେ ହତାଠ୍ ବାଘ ହାବୁଡରେ ପଡିଯାଇଥିଲେ । ଦୌଡି…