ରାସ୍ତା କଡ଼ରେ ଡିଲ୍ ବେଳେ ମାଡିବସିଲା STF: ଗୋଟିଏ ବାଘଛାଲ ଜବତ, ଜଣେ ଗିରଫ
ଖୋର୍ଦ୍ଧା(କେନ୍ଯୁଜ୍): STF ହାତରେ ବାଘଛାଲ ଚୋରା ଚାଲାଣକାରୀ । ଗୋଟିଏ ବାଘଛାଲ ଜବତ ସହ ଚୋରାଚାଲାଣକାରୀ ରତ୍ନାକର ସାହୁ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗାଁ ରାସ୍ତା କଡ଼ରେ ଡିଲ୍ ବେଳେ ମାଡିବସିଲା STF।
ଗତ ଏକ ବର୍ଷ ଭିତରେ ୨୨ଟି ବାଘଛାଲ ଜବତ ହୋଇଥିବା ବେଳେ…