Below header
Browsing Tag

tiger skin

ରାଇରଙ୍ଗପୁର କଟାସ ଗାଁରୁ ବାଘ ଛାଲ ଜବତ, ଦୁଇ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁରେ ବାଘ ଛାଲ ଜବତ। ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବାଘ ଛାଲ ସହ ୨ଜଣଙ୍କୁ ଗିରଫ କରିଛି ବନ ବିଭାଗ। ତା ସହ ବାଇକ୍‌ ମଧ୍ୟ ଜବତ ହୋଇଛି। ବାଘ…

ବାଘ ଛାଲ କାରବାରର ସାଂଘାତିକ ଚିତ୍ର, ଦେଖନ୍ତୁ ଶିକାର ପରେ କେମିତି କଢାଯାଏ ଛାଲ ?

ନୟାଗଡ଼(କେନ୍ୟୁଜ ବ୍ୟୁରୋ): ବାଘ ଛାଲ କାରବାରର ସାଂଘାତିକ ଚିତ୍ର । ବାଘ ଶିକାର ପରେ କେମିତି କଢାଯାଏ ଛାଲ ? କିନ୍ତୁ ଏହାକୁ ସଂପୂର୍ଣ୍ଣ ଦେଖାଇବା ସମ୍ଭବ ନୁହଁ । ତେଣୁ ଛାଲ ଉତାରିବାର ଦୃଶ୍ୟକୁ ଆମେ ସାମାନ୍ୟ ବ୍ଲୋର କରିଛୁ । ଏହି ଚିତ୍ରରେ ରହିଛି କେମିତି ବାଘ ଛାଲ ବାହାର କରାଯାଉଛି ।…

ବାଘ ଛାଲ ର‍୍ୟାକେଟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ STF, ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀ ଗିରଫ

ନୟାଗଡ: ବାଘ ଛାଲ ର‍୍ୟାକେଟର ହେଲା ପର୍ଦ୍ଦାଫାଶ। କ୍ରାଇମବ୍ରାଞ୍ଚ STF ପର୍ଦ୍ଦାଫାଶ କରିଛି ଏହି ର‍୍ୟାକେଟକୁ । ୨ଟି କଲରା ପତରିଆ ବାଘ ଛାଲ ଓ ହରିଣ ଛାଲ ଜବତ କରିଛି STF। ଏହି ଚୋରା କାରବାରରେ ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କୁ ଦଶପଲ୍ଲା…