Browsing Tag

titlagarh

IT ରେଡ୍‌: ଟିଟିଲାଗଡ଼ର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ, ମିଳିଲା ମୋଟ୍ ୧୧ କୋଟି ଟଙ୍କା

ବଲାଙ୍ଗୀର (କେନ୍ୟୁଜ): ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି ।  ଜବତ ହୋଇଥିବା ଟଙ୍କା ଗଣିବା ପାଇଁ ବହୁ ସଂଖ୍ୟାରେ ଅଧିକାରୀ ଓ ମେସିନ୍ ନିୟୋଜିତ କରାଯାଇଛି । ଏଥିମଧ୍ୟରେ ଏକ ବଡ଼ ଖବର…

ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ

ଟିଟିଲାଗଡ଼ (କେନ୍ୟୁଜ): ପେଟ ପାଇଁ ଦୁଇ ମୁଠା ଆହାର ଯୋଗାଡ଼ କରିବାକୁ ଯାଇଥିଲେ । ଘରର ଅବସ୍ଥା ଭଲ ନଥିଲା । ଘର ଚଳାଇବା ପାଇଁ ଘରଠୁ ଦୂରକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏଭଳି ମୃତ୍ୟୁ କୁ ନେଇ ସନ୍ଦେହ ବଢ଼ିବା ସହ ଚର୍ଚ୍ଚା ଜୋର ଧରିଛି ।…

ମମତା ଭୁଲିଲା ଜନ୍ମଦାତା: ୨.୫ ଲକ୍ଷ ଟଙ୍କା ଲୋଭରେ ପୁଅକୁ ବିକିଦେଲା ବାପା

ଟିଟିଲାଗଡ଼ (କେନ୍ୟୁଜ): ଟିଟିଲାଗଡ଼ରେ ପୁଣି ଚାଞ୍ଚଲ୍ୟ। ୫ଦିନର ଶିଶୁ ପୁତ୍ରକୁ ବିକିଲା ବାପା । ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ହେଲେ ଟିଟିଲାଗଡ ଝାଙ୍କରପଡାର ସନ୍ତୋଷ ପଟେଲ। ସୂଚନା ଅନୁସାରେ ସନ୍ତୋଷ ଓ ପୁଷ୍ପା ପଟେଲଙ୍କର ପୂର୍ବରୁ ୩ଟି ସନ୍ତାନ…

ଟିଟିଲାଗଡ଼ରୁ ଠାବ ହେଲେ ରାଜଧାନୀରୁ ନିଖୋଜ ଥିବା ଦୁଇ ଛାତ୍ର, ବେହୋସ କରି କିଏ ନେଇଯାଇଥିବା ନେଇ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରୁ ନିଖୋଜ ଦୁଇ ଛାତ୍ର ଠାବ । ଟିଟିଲାଗଡ଼ରୁ ମିଳିଲେ ଦୁଇ ଛାତ୍ର । ଦୁଇ ଛାତ୍ରଙ୍କୁ ଆଣିବା ପାଇଁ ଟିଟିଲାଗଡ ଗଲା ଚନ୍ଦକା ଥାନାର ଏକ ଟିମ । ତାଙ୍କୁ ବେହୋସ କରି କିଏ ନେଇଯାଇଥିବା ନେଇ ସୂଚନା । କୌଶଳ କ୍ରମେ ଖସି ଆସି ଘରକୁ ଖବର ଦେଲେ ଦୁଇ ଛାତ୍ର । ଗତକାଲି…

ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବାପା ପୁଅଙ୍କ ଠାରୁ ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

ଟିଟିଲାଗଡ଼(କେନ୍ୟୁଜ୍): ଝାମ୍ପି ନେଲେ ୫ ଲକ୍ଷ ଟଙ୍କା। ଟିଟିଲାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା କାଢି ବାହାରକୁ ଆସୁଥିବା ବେଳେ ଲୁଟେରା ଝାମ୍ପି ନେଲେ ୫ ଲକ୍ଷ ଟଙ୍କା। ଟିଟିଲାଗଡ଼ ସ୍ୱାଧୀନପଡାର ଶିକ୍ଷକ ଅଶୋକ ବେହେରା ଏବଂ ତାଙ୍କ ପୁଅ ବ୍ୟାଙ୍କରୁ ଟଙ୍କା କାଢି ବାହାରକୁ ଆସୁଥିବା ବେଳେ ଲୁଟି…

ବିଲକୁ ପାଣି ମଡ଼ାଇବା ହେଲା କାଳ, ପୋଖରି ହିଡ଼ ଧସି ୨ ମୃତ

ଟିଟଲାଗଡ଼(କେନ୍ୟୁଜ୍):  ଟିଟିଲାଗଡ଼ ବ୍ଲକ୍‌ ଡୁଙ୍ଗୁରି ଗୁଡା ଗାଁରେ ମାଟି ଅତଡା ଧସି ୨ ବ୍ଯକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ  ଟିଟିଲାଗଡ଼ ଅଞ୍ଚଳରେ ବର୍ତ୍ତମାନ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସ୍ରୁଷ୍ଟି ହୋଇଛି।  ଡୁଣ୍ଡୁରିଗୁଡ଼ା ଗାଁର ଗଣେଶ ବାଗ ଓ ପରଦେଶୀ ଭୋଇ ଗାଁ…

ଛାଡିଗଲା ହିରୋ ଗିରି: ମାତଲ ହୋଇ ଷ୍ଟଣ୍ଟ ଦେଖାଉଥିଲେ, ଓଭର ବ୍ରିଜ ତଳୁ ଖସି ପଡିଲେ ଯୁବକ

ଟିଟିଲାଗଡ଼(କେନ୍ୟୁଜ୍): ବ୍ରିଜ ଉପରୁ ଖସି ପଡିଲେ ଯୁବକ । ମାତାଲ ଅବସ୍ଥାରେ ଥିବା ବେଳେ ଟିଟିଲାଗଡ଼ ସହର ଥାନା ଛକ ଦେଇ କଲେଜ ରୋଡ଼ ପର୍ଯ୍ଯନ୍ତ ଯାଇଥିବା ଫ୍ଲାଏ ଓଭର ବ୍ରିଜ ଉପରୁ ଆଜି ଜଣେ ଯୁବକ ମାତାଲ ଅବସ୍ଥାରେ ରହି ଷ୍ଟଣ୍ଟ ଦେଖାଉଥିବା ବେଳେ ହଠାତ ଗଳି ପଡ଼ିଥିଲେ ଟ୍ରେନ ଉପରକୁ । ହେଲେ…

ଏବେଠୁ ଡରାଇଲାଣି ତାତି: ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ବଢୁଛି ତାତି । ଆଜି ୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ସେଠାରେ ୪୧.୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବଲାଙ୍ଗିରରେ ୪୧, ଅନୁଗୋଳରେ ୪୦.୧, ବୌଦ୍ଧ ଓ ବାରିପଦାରେ ୪୦…

ଦିନରେ ବଢୁଛି ତାତିର ତେଜ: ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼, ୩୮ ଡିଗ୍ରୀ ଉପରେ ରହିଛି ୮ଟି ସହର

କେନ୍ୟୁଜ୍(ବ୍ୟୁରୋ): ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ୪୧.୪ ଡିଗ୍ରୀ ସେଲସିୟସ ସହ ଟିଟିଲାଗଡ଼ ପାଲଟିଛି ତତଲାଗଡ଼। ବଲାଙ୍ଗିରର ତାପମାତ୍ର ରହିଛି ୪୧ଡିଗ୍ରୀ। ବୌଦ୍ଧର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି। ୩୮ ଡିଗ୍ରୀ ଉପରେ ରହିଛି ୮ଟି ସହରରେ ତାପମାତ୍ରା। ଅନୁଗୁଳ, ବାରିପଦା,…

ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ, ବ୍ୟବସାୟୀ ମୃତ

ଟିଟିଲାଗଡ଼: ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ। ଫଳରେ ଘଟଣାସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ବ୍ୟବସାୟୀ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ଆଦିବାସୀପଡା ବୋଲି ଜଣାପଡିଛି।…

ଟିଟିଲାଗଡ଼ରେ ଭାରସାମ୍ୟ ହରାଇ ଏକ ଢାବା ନିକଟରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୫ ଆହତ

ଟିଟିଲାଗଡ଼: ଟିଟିଲାଗଡ଼ରେ ବସ୍‌ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଢାବା ନିକଟରେ ଓଲଟି ପଡ଼ିଲା ଘରୋଇ ବସ୍‌ । ରଘୁନାଥ ଟ୍ରାଭେଲ୍ସ ନାମ ଘରୋଇ ବସ୍‌ଟି ସୁନାବେଢାରୁ ଭୁବନେଶ୍ୱର ଯାଉଥିଲା । ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ବଲାଙ୍ଗିର ଡାକ୍ତରଖାନାରେ…

ଭାରସାମ୍ଯ ହରାଇ ଗଛରେ ପିଟି ହେଲା ପେଟ୍ରୋଲ ଟ୍ଯାଙ୍କର, ଘଟଣାସ୍ଥଳରେ ହେଲପର୍ ମୃତ

ଟିଟିଲାଗଡ(କେନ୍ଯୁଜ୍): ସଇଁତଳା ବ୍ଲକ ପିପଲୁଟ ଗ୍ରାମ ପାଖ NH 26ରେ ଆଜି ସକାଳ ୫.୩୦ମିନିଟ୍ ସମୟରେ ବୋରିଗୁମାରୁ ସମ୍ବଲପୁର ଯାଉଥିବା ଏକ ପେଟ୍ରୋଲ ଟ୍ଯାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ମୁତବାକ ଡ୍ରାଇଭର ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ…