Browsing Tag

tito

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଟିଟୋର ବଦଳିଲା ଠିକଣା, ଝାରପଡ଼ାରୁ ଗଲା ବ୍ରହ୍ମପୁର ମଣ୍ଡଳ କାରାଗାର

ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲୀର ଠିକଣା ବଦଳିଛି। ଝାରପଡ଼ା ଜେଲରେ ରହୁଥିବା ଟିଟୋକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ସପ୍ତାହେ ତଳେ ଝାରପଡ଼ା ଜେଲରେ ଚଢ଼ଉ ସମୟରେ ଯେଉଁ ମୋବାଇଲ ଫୋନ୍ ମିଳିଥିଲା ସେହି ଆଧାରରେ ଟିଟୋକୁ…

ଗ୍ୟାଙ୍ଗଷ୍ଟାର ଟିଟୋକୁ ନେଇ ପୁଣି ତଦନ୍ତ ଆରମ୍ଭ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କୁ ଜେରା କଲା STF

ଭୁବନେଶ୍ବର : ପୁଣି ଗ୍ୟାଙ୍ଗଷ୍ଟାର ଟିଟୋକୁ ନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଆଜି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କୁ ଜେରା କରିଛି ଏସଟିଏଫ୍‌ । ଅଭିଯୋଗ ହେଉଛି, ଟିଟୋ ହାତେଇଥିବା ବେଆଇନ୍‌ ପେଟ୍ରୋଲ ପମ୍ପ ସହ ଭୁବନଙ୍କ ସମ୍ପୃକ୍ତି ରହିଛି । ଏହି…

ବଢିଲା ଟିଟୋର ଅଡୁଆ, କେନ୍ଦ୍ରାପଡ଼ାରେ ପତ୍ନୀଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପରେ ସିବିଆଇ ଚଢାଉ

କେନ୍ଦ୍ରାପଡ଼ାରେ ସିବିଆଇ ଚଢାଉ । ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ବେନେଜିର ବିବିଙ୍କ ନାଁରେ ଥିବା ବନହାଟ ସ୍ଥିତ ପେଟ୍ରୋଲ ପମ୍ପରେ ଚଢାଉ କରିଛି ସିବିଆଇ । ସିବିଆଇର ୫ ଜଣିଆ ଟିମ୍‌ ଓ ଏସ୍‌ଟିଏଫ୍‌ର ଡିଏସ୍‌ପିଙ୍କ ନେତୃତ୍ୱରେ ମିଳିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବିଭିନ୍ନ କାଗଜପତ୍ର,…

ଟିଟୋ କଳା ସାମ୍ରାଜ୍ୟର କଳାଧନ ଖୋଜୁଛି ଏସଟିଏଫ୍‌

ଭୁବନେଶ୍ବର (କେନ୍ଯୁଜ୍) : ଗ୍ୟାଙ୍ଗଷ୍ଟର ଟିଟୋ କଳା ସାମ୍ରାଜ୍ୟର କଳାଧନ ଖୋଜୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଆଜି ଏସଟିଏଫ୍‌ର ଦୁଇ ଜଣିଆ ଟିମ୍‌ କୁଜଙ୍ଗ ଥାନା ଫତେପୁର ଗାଁରେ ଥିବା ଟିଟୋର ୩୬ଗୁଣ୍ଠ ଜମିକୁ ନେଇ ତନାଘନା କରିଛି । ଏହି ଜମିକୁ ଦୀର୍ଘ ବର୍ଷ ହେବ ଟିଟୋର ସ୍ତ୍ରୀ ଜବରଦଖଲ…

ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀକୁ ଉଠାଇଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀକୁ ଉଠାଇଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗତକାଲି ରାତିରେ କେନ୍ଦ୍ରାପଡ଼ା ମହିପାଳ ଅଂଚଳରୁ ସରୋଜ ପତିକୁ ଧରିଛି କ୍ରାଇମବ୍ରାଞ୍ଚ ଟିମ୍ । ମହିପାଳରେ ସରୋଜଙ୍କ ଏକ କମ୍ପ୍ୟୁଟର ଦୋକାନ ରହିଛି । ଟିଟୋର ଠିକାଦାରୀ କାମକୁ ସରୋଜ…

ବଢୁଛି ଟିଟୋର ଅଡୁଆ : କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର

କେନ୍ଦ୍ରାପଡ଼ା : ଆଜି ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ଆଜି କୋର୍ଟରେ ତା'ର ପ୍ରଥମ ତାରିଖ ଥିଲା । ଅନ୍ୟପଟେ ଟିଟୋ ନାଁରେ କେନ୍ଦ୍ରାପଡ଼ା ପୋଲିସ ୫ଟି ମାମଲା ରି-ଓପନ୍ କରିଛି । ଏହି ମାମଲାରେ ଟିଟୋକୁ ରିମାଣ୍ଡରେ ନେଇପାରେ କେନ୍ଦ୍ରାପଡ଼ା ପୋଲିସ ।…

ଟିଟୋର କଳା ସାମ୍ରାଜ୍ୟରେ ପଞ୍ଝା ମାରିଲା ଭିଜିଲାନ୍ସ : ପୋଲିସ, ରାଜସ୍ୱ ଓ ଇଂଜିନିୟର ଲିଙ୍କର ହେବ ଖୋଳତାଡ଼

ଭୁବନେଶ୍ବର :  କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଏବଂ ଇଓଡବ୍ଲୁ ପରେ ଏବେ ଭିଜିଲାନ୍‌ସ । ଟିଟୋର କଳାସାମ୍ରାଜ୍ୟରେ ପଞ୍ଝା ମାରିଛି । ସରକାରୀ ବାବୁ-ଗ୍ୟାଙ୍ଗଷ୍ଟର ଲିଙ୍କ୍‌ର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନସ । ତାଲିକାରେ ୫୦ରୁ ଅଧିକ ସରକାରୀ ବାବୁ ଅଛନ୍ତି । ଫୋକସ୍‌ରେ ପୋଲିସ, ରାଜସ୍ୱ…

କେନ୍ଦ୍ରାପଡ଼ାରେ ପୁଣି ଏନକାଉଣ୍ଟର : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ଗୋଡରେ ବାଜିଲା ଗୁଳି

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ଭବାନୀ ଶଙ୍କର ସାହୁ ଆହତ ହୋଇଛି । ବାବୁର ଡାହାଣ ଗୋଡରେ ଗୁଳି ବାଜିଛି । ପ୍ରଥମେ ତାକୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।…

ରିମାଣ୍ଡରେ ଯିବ ଟିଟୋ : ୪ଟି ମାମଲାକୁ ରି-ଓପନ୍‌ କରିଛି କେନ୍ଦ୍ରାପଡା ପୋଲିସ

କେନ୍ଦ୍ରାପଡା : ଗୋଲ୍‌ଡେନ୍‌ ପପୁ ଓରଫ୍‌ ମହମ୍ମଦ ଅବଦୁଲ୍‌ ଅଜିଜ୍‌ । ଇମତିଆଜ୍‌୍‌ ଖାନ୍‌, ଶେଖ୍‌ ଅବଦୁଲ୍ଲା ଓ ଜାହାଙ୍ଗିର ଖାନ୍‌ । ଏହି ଚାରି ମୋଷ୍ଟ ଓ୍ଵାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ । ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଟିଟୋର ଭାଇ ସପୋର ସାର୍ପ…

ଟିଟୋ ଲିଙ୍କରେ ଆଉ ୮ ଜଣ ଅଟକ !

ଭୁବନେଶ୍ବର : ବଢୁଛି ଗ୍ୟାଙ୍ଗଷ୍ଟର ଟିଟୋର ଅଡୁଆ। ଟିଟୋ ଲିଙ୍କରେ ଆଉ ୮ ଜଣ ଅଟକ। କଟକର ବିଭିନ୍ନ ଅଞ୍ଚଳରୁ ୮ଜଣଙ୍କୁ ଅଟକ ରଖିଛି ଏସଟିଏଫ୍। ଟେଣ୍ଡର ଫିକ୍ସିଂ ଓ ବାଲିଘାଟ ନିଲାମ ମାମଲାରେ ଏମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ୮ଜଣ ଟିଟୋକୁ ଅପରାଧିକ କାର୍ୟ୍ୟକଳାପରେ ସହଯୋଗ…

ଖୋଲୁଛି ଟିଟୋ ଗୁମର : ତିନି ପର୍ଯ୍ୟାୟ ରିମାଣ୍ଡ୍ ପରେ ଜେଲ୍ ଗଲା ଗାଙ୍ଗଷ୍ଟାର

କେନ୍ଦ୍ରାପଡ଼ା : ଜେଲ୍‌ରେ ଟିଟୋ । ରିମାଣ୍ଡ ପରେ ତାକୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଥିଲା । କୋର୍ଟ ତାକୁ ଜେଲ୍‌କୁ ପଠାଇ ଦେଇଛନ୍ତି । ରିମାଣ୍ଡ ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଟିଟୋ ସାମ୍ରାଜ୍ୟର ବହୁ ସୁରାକ୍‌ ପାଇଛି । ଜବତ ହୋଇଛି ତା'ର ଏକାଧିକ…

ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି !

ଭୁବନେଶ୍ବର : ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡରେ ଟିଟୋଠାରୁ ବହୁ ତଥ୍ୟ ହାସଲ କରିଛି ଏସଟିଏଫ୍ । ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି। ତାକୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍ । ତାକୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ତଦନ୍ତକାରୀ ସଂସ୍ଥା ଯୋଜନା…