କେବେ ଦେଖିଛନ୍ତି କି ସ୍କୁଟର ଟଏଲେଟ୍ ! ଦେଖନ୍ତୁ ଭିଡିଓ
ପ୍ରତିଦିନ ଜୁଗଡ କରିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଲୋକମାନେ ସେମାନଙ୍କର କ୍ରିଏଟିଭିଟି ମସ୍ତିଷ୍କ ବ୍ୟବହାର କରି ସାଧାରଣ ଜିନିଷକୁ ମଧ୍ୟ ବିଶେଷ ଜିନିଷରେ ପରିଣତ କରିଦେଉଛନ୍ତି । ସେହି ଭିଡିଓଗୁଡିକ ଦେଖିବା ପରେ ଏହା ସ୍ପଷ୍ଟ ହୋଇଯାଏ ଯେ ଦୁନିଆରେ କ୍ରିଏଟିଭିଟି…