Browsing Tag

TOP NATIONAL NEWS

‘ଏମିତି ସ୍ୱାମୀ ଖୋଜ, ଯିଏ ଘରର କାମ କରିବେ’, ଦିବଂଗତ ପତ୍ନୀଙ୍କୁ ମନେ ପକାଇ ପ୍ରଧାନ ବିଚାରପତି ବର୍ଣ୍ଣନା କଲେ…

ଦେଶର ବିକାଶରେ ବଢ଼ୁଥିବା ମହିଳାମାନଙ୍କ ଭାଗିଦାରୀ ଭିତରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଘରୋଇ ଏବଂ ସରକାରୀ ସଂସ୍ଥାକୁ ବଡ଼ ଉପଦେଶ ଦେଇଛନ୍ତି। ବେଙ୍ଗାଲୁରୁରେ ନ୍ୟାସନାଲ ଲ’ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିର ୩୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ସିଜେଆଇ…

ଜି-୨୦ର ପ୍ରସ୍ତୁତି ଜୋର୍‌ଦାର, ବିଦେଶୀ ଅତିଥିଙ୍କ ପାଇଁ କିଣାଗଲା ୩ କୋଟିର ମର୍ସିଡିଜ୍‌; ଏ ସବୁ ରାଜ୍ୟରୁ ଆସିବ ୧୫୦ଟି…

ଆସନ୍ତା ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏଥିପାଇଁ କୋଟି କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଗାଡ଼ି କିଣାଯାଉଛି। ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ ୧୫୦ଟି ବିଳାସପୂର୍ଣ୍ଣ କାର୍‌ ଡିମାଣ୍ଡ କରିଛି। କିନ୍ତୁ ବିଦେଶୀ ଅତିଥିମାନଙ୍କ ପାଇଁ ଦିଲ୍ଲୀରେ…

ISRO ଜାରି କଲା ପ୍ରଜ୍ଞାନ ରୋଭର୍‌ର ଭିଡିଓ, ଏହିପରି ଲ୍ୟାଣ୍ଡର୍‌ରୁ ବାହାରି ଚନ୍ଦ୍ରପୃଷ୍ଠରେ ଚାଲିଲା

ଭାରତୀୟ ସ୍ପେସ୍‌ ଏଜେନ୍ସି ‘ଇସ୍ରୋ’ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିବା ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ଭିଡିଓ ଜାରି କରିଛି। ପାଖାପାଖି ୩୦ ସେକେଣ୍ଡ୍‌ର ଏହି ଭିଡିଓରେ ପ୍ରଜ୍ଞାନ କିଭଳି ଭାବେ ଚନ୍ଦ୍ରଯାନର ଲ୍ୟାଣ୍ଡରରୁ ବାହାରୁଛି, ତାହା ଦେଖିବାକୁ…

ଆଜିଠୁ ସଂସଦ ଭବନରେ ଦେଖାଯିବ ‘ଗଦର ୨’, ସଦସ୍ୟମାନଙ୍କ ପାଇଁ ରଖାଯାଇଛି ୩ ଦିନର ସ୍ପେଶାଲ୍‌ ସ୍କ୍ରିନିଂ

ସନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛନ୍ତି। ଏହି ଫିଲ୍ମ ‘ପଠାନ୍‌’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍‌ ସିନେମା ହୋଇଛି। ‘ଗଦର ୨’ ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍‌ କଥା’ର ସ୍ୱୀକେଲ୍‌। ପ୍ରଥମ ଭାଗ ଭଳି…

କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲା: ୧୭ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ…

୧୭ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ତ୍ରିପାଠୀ। କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଉଭୟ ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏବେ ସେମାନଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ…

ହିମାଚଳ ପ୍ରଦେଶରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି, ୧୦ କୋଟି ଟଙ୍କା ଦେଲେ ତାମିଲନାଡ଼ୁ ସରକାର

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁ ହୋଇଥିବା ବିପର୍ଯ୍ୟୟକୁ ଦେଖି ତାମିଲନାଡ଼ୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଏହି ରାଜ୍ୟର ସରକାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧୦ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ…

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ‘ସର୍ଦ୍ଦାର ଉଦ୍ଧମ ସିଂ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, ଶ୍ରେଷ୍ଠ ଓଡ଼ିଆ…

ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ହାତେଇଛି ଭିକ୍କି କୌଶଲଙ୍କ ଅଭିନୀତ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’। ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’କୁ ମିଳିଛି ପୁରସ୍କାର। ଏହିପରି ଶ୍ରେଷ୍ଠ ଫିଚର ଫିଲ୍ମ…

ବ୍ରିକ୍ସର କଳେବର ବଢ଼ିଲା, ସାମିଲ ହେଲେ ୬ ନୂଆ ଦେଶ; ଜାନୁୟାରୀ ୧ରୁ ଲାଗୁ ହେବ ସଦସ୍ୟତା

BRICSରେ ୬ଟି ନୂଆ ଦେଶକୁ ଏଣ୍ଟ୍ରି ମିଳିଛି। ଇରାନ, ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟ, ୟୁଏଇ ଓ ସାଉଦି ଆରବ ଏବେ ବ୍ରିକ୍ସରେ ସାମିଲ ହେବେ। ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସା ଏହା ଘୋଷଣା କରିଛନ୍ତି। ଏହି ସମୟରେ ପିଏମ୍‌…

ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାରି କଲା ନୂତନ ପାଠ୍ୟକ୍ରମ…

ଏଣିକି ବର୍ଷକୁ ହେବ ଦୁଇଟି ବୋର୍ଡ ପରୀକ୍ଷା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବୁଧବାର ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂତନ ପାଠ୍ୟକ୍ରମ ଢାଞ୍ଚା ପ୍ରକାଶ କରିଛି। ମନ୍ତ୍ରଣାଳୟ କହିଛି ଯେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରାଯିବ। ଏହାଦ୍ୱାରା…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମିଳିଲା ନାହିଁ ଟିକେଟ୍‌, ସମର୍ଥକଙ୍କୁ ଦେଖି କାନ୍ଦିବାକୁ ଲାଗିଲେ ପୂର୍ବତନ…

ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ କାନ୍ଦି ପକାଇଥିଲେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ୍‌। ଘଟଣା ତେଲେଙ୍ଗାନାର ଜନଗାଁ ଅଞ୍ଚଳର। ପୂର୍ବତନ ଡେପୁଟି ସିଏମ୍‌ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା ଥତିକୋଣ୍ଡା ରାଜୈୟା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଘନପୁର…

ISRO ଜାରି କଲା ୭୦ କିମି ଉଚ୍ଚତାରୁ ଜହ୍ନର ଫଟୋ, ସେୟାର କଲା ଚନ୍ଦ୍ରଯାନ-୩ ମିଶନର ଅପ୍‌ଡେଟ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମଙ୍ଗଳବାର ଜହ୍ନର ଆଉ କେତେକ ନୂତନ ଫଟୋ ଜାରି କରିଛି। ଅଗଷ୍ଟ ୧୯ରେ ଏହି ଫଟୋଗୁଡ଼ିକ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରଯାନ-୩ ମିଶନର ‘ଲ୍ୟାଣ୍ଡର୍ ପୋଜିସନ୍ ଡିଟେକସନ୍ କ୍ୟାମେରା’ (LPDC) ଦ୍ୱାରା କଏଦ ହୋଇଛି। ଇସ୍ରୋ ଚନ୍ଦ୍ରର ତାଜା ଫଟୋ…

କୋର୍ଟରେ ଆଉ ବ୍ୟବହାର ହେବନାହିଁ ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ, ସୁପ୍ରିମ୍‌କୋର୍ଟ ଜାରି କଲେ ହ୍ୟାଣ୍ଡ୍‌ବୁକ

ଭାରତର ନ୍ୟାୟପାଳିକାରେ ମହିଳାଙ୍କ ସମ୍ମାନ ପାଇଁ ସୁପ୍ରିମକୋର୍ଟ ଆଣିଛନ୍ତି ନୂଆ ଶବ୍ଦକୋଷ। ଅଦାଲତର ଶୁଣାଣି ଏବଂ କାର୍ଯ୍ୟରେ ମହିଳାଙ୍କ ପ୍ରତି ଅସମ୍ମାନସୂଚକ ଶବ୍ଦ ଆଉ ବ୍ୟବହାର କରାଯିବ ନାହିଁ। ଅଦାଲତ କାର୍ଯ୍ୟରେ ମାମଲାର ଶୁଣାଣି ସମୟରେ ବ୍ୟବହାର ହେଉଥିବା ଏ ସମସ୍ତ ଶବ୍ଦକୁ ନିଷେଧ…