Browsing Tag

TOP NATIONAL NEWS

ସୀମା ହାଇଦର୍‌ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ନେପାଳ ସୀମାରେ ମୁତୟନ SSBର ୨ ସୁରକ୍ଷାକର୍ମୀ ନିଲମ୍ବିତ

ସୀମା ହାଇଦର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନେପାଳର ସିଦ୍ଧାର୍ଥ ନଗର ସୀମାରେ ମୁତୟନ ଏସ୍‌ଏସ୍‌ବି (SSB)ର ଜଣେ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। କୁହାଯାଉଛି ଯେ ନେପାଳ ଦେଇ ପାକିସ୍ତାନରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ ସୀମା…

ମାଟିରେ ମିଶିଯିବ ଦିଲୀପ କୁମାରଙ୍କ ବିଳାସମୟ ପାଲି ହିଲ୍‌ ବଙ୍ଗଳା, ତିଆରି ହେବ ନୂଆ ପ୍ରୋଜେକ୍ଟ; କମ୍ପାନୀ ସହିତ…

ଭଙ୍ଗାଯିବ ଦିବଂଗତ ଅଭିନେତା ଦିଲୀପ କୁମାରଙ୍କ ବିଳାସମୟ ବଙ୍ଗଳା। ତାଙ୍କର ମୁମ୍ବାଇସ୍ଥିତ ପାଲି ହିଲ୍‌ ବଙ୍ଗଳାକୁ ଭାଙ୍ଗି ସେଠାରେ ନୂତନ ପ୍ରୋଜେକ୍ଟ ତିଆରି ହେବ। ଖବର ମୁତାବକ, ଦିବଂଗତ ସୁପରଷ୍ଟାରଙ୍କ ପରିବାର ସଦସ୍ୟ ବଙ୍ଗଳାକୁ ଭାଙ୍ଗିବା ଏବଂ ଉକ୍ତ ଜାଗାରେ ଏକ ଆକର୍ଷଣୀୟ ଆବାସୀୟ…

ବିଦେଶରୁ ମୃତଦେହ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କଲେ ‘ଇ-କେୟାର୍‌’, ଏହି ୪ଟି କାଗଜପତ୍ର ହେବ ଆବଶ୍ୟକ

ମୋଟା ଟଙ୍କା ରୋଜଗାର କରିବାକୁ ଲୋକମାନେ ନିଜ ଦେଶରୁ ହଜାର ହଜାର କିଲୋମିଟର ଦୂର ବିଦେଶକୁ ପଳାଉଛନ୍ତି। ଏହି ସମୟ ମଧ୍ୟରେ ଯଦି ବିଦେଶରେ ସେମାନଙ୍କ ମୃତ୍ୟୁ ଘଟେ, ତେବେ ଭାରତରେ ଥିବା ତାଙ୍କ ପରିବାର ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। କେବଳ ଏତିକି ନୁହେଁ, ମୃତଦେହକୁ ନିଜ ଦେଶକୁ ଫେରାଇ ଆଣିବା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ‘INDIA’ର ୩୧ ସାଂସଦ, ମଣିପୁର ପ୍ରସଙ୍ଗ ଉପରେ ଦେଲେ ସ୍ମାରକପତ୍ର

ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଦଳ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ମଣିପୁର ରାଜ୍ୟର ସ୍ଥିତି ବିଷୟରେ ଅବଗତ କରାଇଛନ୍ତି ଏବଂ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥି ସହିତ…

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍‌ ସଚିନଙ୍କୁ ଅଣାଗଲା ଭାରତ, ନକଲି ପାସପୋର୍ଟ ଜରିଆରେ ପଳାଇ ଯାଇଥିଲେ…

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଆଜରବାଇଜାନ ଦେଶରୁ ଦିଲ୍ଲୀ ଆଣିଛି। ସ୍ପେଶାଲ୍ ସେଲ୍‌ର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍‌ର ଜଣେ ଏସିପି ଓ ଦୁଇ ଇନ୍ସପେକ୍ଟରଙ୍କ ସମେତ ୪…

ନୁହରେ ହିଂସା: ଅଗଷ୍ଟ ୨ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ, ୧୪୪ ଧାରା ଲାଗୁ; ଜିଲ୍ଲାର ସମସ୍ତ ସୀମା ସିଲ୍‌

ହରିୟାଣାର ନୁହ ଜିଲ୍ଲାରେ ହିଂସା ଦେଖାଦେଇଛି। ଏଠାରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ବ୍ରିଜମଣ୍ଡଳ ଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପରିସ୍ଥିତି ଜଟିଳ ହେବାରୁ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରି ଦିଆଯାଇଛି। ଏହା ସହିତ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ…

ମଧ୍ୟ ପ୍ରଦେଶ: ରେୱାର ପ୍ରାଚୀନ ଶିବ ମନ୍ଦିରରେ ବଡ଼ ଦୁର୍ଘଟଣା, ବିଦ୍ୟୁତ୍‌ ତାର ଛିଣ୍ଡି ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ

ମଧ୍ୟ ପ୍ରଦେଶର ରେୱା ଜିଲ୍ଲାର ଦେବ ତାଲାବ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶିବ ମନ୍ଦିର ପରିସରରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଛି। ଫଳରେ ୧୫ ଜଣ ଶ୍ରଦ୍ଧାଳୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି…

ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା, ତଦନ୍ତ ଭାର ନେଲା ସିବିଆଇ

ମଣିପୁରରେ ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାର ତଦନ୍ତ ଭାର ଗ୍ରହଣ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଗତ ମେ’ରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ସେମାନଙ୍କୁ ଯୌନ ନିର୍ଯାତନା ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି।…

ଭିଡ଼ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ଓଡ଼ିଶା ସମେତ ୬ଟି ରାଜ୍ୟର ପୋଲିସ ମୁଖ୍ୟଙ୍କୁ ମାଗିଲେ ଉତ୍ତର

ଦେଶରେ ମୁସଲମାନଙ୍କ ବିରୋଧରେ ଗୋରକ୍ଷକମାନଙ୍କ ଦ୍ୱାରା ବଢ଼ୁଥିବା ହିଂସା ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସହ ଦେଶର ୬ଟି ରାଜ୍ୟର ପୋଲିସ ମୁଖ୍ୟଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ୬ଟି ରାଜ୍ୟରେ ଭିଡ଼ ହିଂସାକୁ ନେଇ…

ୟୁପି: ଫୁଲୁଛି ହିଣ୍ଡନ ନଦୀ, ବନ୍ୟା ପାଣିରେ ବୁଡ଼ିଲା ୪୦୦ OLA କାର୍‌…କରୋନା କାଳରେ ହୋଇଥିଲା ଉଦ୍ଧାର

ଉତ୍ତର ପ୍ରଦେଶରେ ହିଣ୍ଡନ ନଦୀରେ ବନ୍ୟା ଯୋଗୁ ପ୍ରାୟ ୪୦୦ଟି କାର୍‌ ପାଣିରେ ବୁଡ଼ି ଯାଇଛି। ଗ୍ରେଟର ନୋଏଡାର ସୁତିୟାନା ଗ୍ରାମ ନିକଟସ୍ଥ ଡମ୍ପିଂ ୟାର୍ଡରେ କାର୍‌ଗୁଡ଼ିକ ପାର୍କିଂ ହୋଇଥିଲା। ବନ୍ୟା ପାଣିରେ ସମସ୍ତ କାର୍‌ ବୁଡ଼ିଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ପୂର୍ବତନ ମନ୍ତ୍ରୀ ଗୋପାଳ କାଣ୍ଡାଙ୍କୁ ବଡ଼ ଆଶ୍ୱସ୍ତି, ଏୟାର ହୋଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଦୋଷମୁକ୍ତ…

ଏୟାର ହୋଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ ଗୋୟଲ କାଣ୍ଡାଙ୍କୁ ଦୋଷମୁକ୍ତ କରିଛନ୍ତି। ଗୀତିକାଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଥିଲା, ଯେଉଁଥିରେ ସେ ଆତ୍ମହତ୍ୟା ପାଇଁ ଗୋପାଳ କାଣ୍ଡା ଏବଂ ତାଙ୍କ କମ୍ପାନୀ…

ମଣିପୁର ଲଜ୍ଜା: ମିଜୋରାମ ଛାଡ଼ି ଆସାମ ପଳାଇଲେ ୪୧ ମୈତେଇ ଲୋକ, ରାଜ୍ୟ ଛାଡ଼ିବାକୁ ଧମକ ଦେଇଛି ଉଗ୍ରବାଦୀ ଦଳ

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ୍ ପରେ ମିଜୋରାମରେ ମୈତେଇ ସମ୍ପ୍ରଦାୟକୁ ରାଜ୍ୟ ଛାଡ଼ିବାକୁ ଧମକ ଦିଆଯାଇଛି। ଏହି ଧମକ ମିଳିବା ପରେ ଏବେ ମୈତେଇ ସମ୍ପ୍ରଦାୟର ୪୧ ଜଣ ଲୋକ ମିଜୋରାମ ଛାଡ଼ି ଆସାମ ଚାଲିଯାଇଛନ୍ତି। ମିଜୋରାମର ପୂର୍ବ ଉଗ୍ରବାଦୀ ଦଳ ମୈତେଇ…