ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ ସଚିନଙ୍କୁ ଅଣାଗଲା ଭାରତ, ନକଲି ପାସପୋର୍ଟ ଜରିଆରେ ପଳାଇ ଯାଇଥିଲେ…
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଜରବାଇଜାନ ଦେଶରୁ ଦିଲ୍ଲୀ ଆଣିଛି। ସ୍ପେଶାଲ୍ ସେଲ୍ର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ର ଜଣେ ଏସିପି ଓ ଦୁଇ ଇନ୍ସପେକ୍ଟରଙ୍କ ସମେତ ୪…