Browsing Tag

TOP NATIONAL NEWS

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଜ୍ୱର ଓ ଛାତିରେ ସଂକ୍ରମଣ ସମସ୍ୟା, ପୁଣେ ହସ୍ପିଟାଲରେ ଭର୍ତ୍ତି

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଜ୍ୱର ଏବଂ ଛାତିରେ ସଂକ୍ରମଣ ସମସ୍ୟା ହେତୁ ମହାରାଷ୍ଟ୍ରର ପୁଣେସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କ ଅବସ୍ଥା ସ୍ଥିର ରହିଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଡାକ୍ତରମାନେ…

ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଉପରେ ଆକ୍ରମଣ ମାମଲା: ୨୦ ବର୍ଷ ପରେ ସର୍କସ୍‌ ମାଲିକ ଓ ମ୍ୟାନେଜର ଦୋଷୀ…

୨୦ ବର୍ଷ ତଳେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଘଟଣା ସେବେ ଘଟିଥିଲା, ଯେବେ କୈଳାଶ ସତ୍ୟାର୍ଥୀ ଏବଂ ତାଙ୍କର ସହକର୍ମୀମାନେ ପୋଲିସ ସହ ମିଶି…

ମାର୍ଚ୍ଚ ୧୪-୧୫ରେ ହୋଇପାରେ ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା

ଲୋକସଭା ନିର୍ବାଚନର ତାରିଖ ବହୁତ ଜଲ୍‌ଦି ଘୋଷଣା ହୋଇପାରେ । ସୂତ୍ରରୁ ଜଣାପଡ଼ିଛି ଯେ ମାର୍ଚ୍ଚ ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । କୁହାଯାଉଛି, ନିର୍ବାଚନ ଆୟୋଗ କ୍ରମାଗତ ଭାବରେ ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଏବଂ ଏହା ଶେଷ…

ମହାରାଷ୍ଟ୍ର: ଭାରତରୁ ଚୀନ ଚୋରା ଚାଲାଣ ହେଉଥିବା ୨୮ ଲକ୍ଷ ମୟୂର ପୁଚ୍ଛ ଜବତ

ମହାରାଷ୍ଟ୍ରର ନଭା ଶେଭା ବନ୍ଦରରୁ ଚୋରା ଚାଲାଣର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ବୁଧବାର ଏଠାରେ ଏକ ଚୋରା ଚାଲାଣ ବିରୋଧୀ ଅପରେସନରେ ପାଖାପାଖି ୨୮ ଲକ୍ଷ ମୟୂର ପୁଚ୍ଛ ଜବତ କରାଯାଇଛି । Directorate of Revenue Intelligence (DRI)ର ମୁମ୍ବାଇ ଜୋନାଲ ୟୁନିଟ୍ ଏହି ମୟୂର…

ସୁରଟର ହୀରା ବ୍ୟବସାୟୀ ଗୋବିନ୍ଦ ଢୋଲକିଆଙ୍କୁ ରାଜ୍ୟସଭା ପଠାଇବ ବିଜେପି, ରାମ ମନ୍ଦିର ପାଇଁ ଦାନ କରିଥିଲେ ୧୧ କୋଟି…

ଗୁଜରାଟର ସୁରଟ ସହର 'ଡାଇମଣ୍ଡ ସିଟି' ନାମରେ ଦେଶ, ଦୁନିଆରେ ଜଣାଶୁଣା । ଏହି ଡାଇମଣ୍ଡ ସିଟିର ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିଆଙ୍କୁ ବିଜେପି ରାଜ୍ୟସଭା ପାଇଁ ମନୋନୀତ କରିଛି । ବିଜେପି ଗୁଜରାଟରେ ଖାଲି ହୋଇଥିବା ରାଜ୍ୟସଭାର ୪ଟି ଆସନ ପାଇଁ ଗୋବିନ୍ଦ ଭାଇ ଢୋଲକିଆଙ୍କୁ ପ୍ରାର୍ଥୀ…

‘ଶାଶୁ ଓ ଜୀବନସାଥୀଙ୍କୁ ହରାଇ ଏଠାକୁ ଆସିଥିଲି…’, ରାୟବରେଲି ଲୋକଙ୍କୁ ଭାବପୂର୍ଣ୍ଣ ଚିଠି ଲେଖିଲେ ସୋନିଆ ଗାନ୍ଧି

କଂଗ୍ରେସ ନେତା ସୋନିଆ ଗାନ୍ଧି ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥର ସେ ରାଜ୍ୟସଭା ଜରିଆରେ ସଂସଦ ଯିବେ । ଏଥିପାଇଁ ସୋନିଆ ଗାନ୍ଧି ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାୟବରେଲିରୁ ସାଂସଦ ତଥା କଂଗ୍ରେସ ସଂସଦୀୟ ଦଳର ନେତ୍ରୀ…

ଜୟନ୍ତ ଚୌଧୁରୀଙ୍କ ଦଳ NDAରେ ସାମିଲ, ୟୁପିରେ INDIA ମେଣ୍ଟକୁ ବଡ଼ ଝଟ୍‌କା

ରାଷ୍ଟ୍ରୀୟ ଲୋକ ଦଳ (RLD) ସଭାପତି ଜୟନ୍ତ ଚୌଧୁରୀ INDIA ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି । ସେ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନଡିଏ ସହ ଯିବାକୁ ନିଷ୍ପତ୍ତି ନେଇଛି । ଏନଡିଏରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଚୌଧୁରୀ କହିଛନ୍ତି, ଦଳର ସମସ୍ତ ବିଧାୟକଙ୍କ ସହ ଆଲୋଚନା…

୭ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର ! ବଢ଼ିଲା PF ଆକାଉଣ୍ଟର ସୁଧ ହାର

ଇପିଏଫ୍‌ ଆକାଉଣ୍ଟ ପାଇଁ ବଢ଼ିଲା ସୁଧ ହାର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO)ର ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ (CBT) ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟ ନିଧି (EPF) ଆକାଉଣ୍ଟ ଲାଗି ବର୍ଦ୍ଧିତ ସୁଧ ହାର ଘୋଷଣା କରିଛି । EPFO କୋଟି କୋଟି କର୍ମଚାରୀଙ୍କ ପାଇଁ ଚଳିତ ଆର୍ଥିକ ବର୍ଷର ସୁଧ…

‘ଏବେ ମୁଁ କେଉଁ ମୁହଁରେ ମନା କରିବି’…ଜୟନ୍ତ ଚୌଧୁରୀ ବିଜେପି ସହ ମେଣ୍ଟରେ ମାରିଲେ ମୋହର

କେନ୍ଦ୍ର ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦେବାକୁ ଘୋଷଣା କରିଛନ୍ତି । ଏହା ଉପରେ ଏବେ ତାଙ୍କ ନାତି ତଥା ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରମୁଖ କୃଷକ ନେତା…

‘ବୋମାରେ ଉଡ଼ାଇ ଦେବୁ’…ଦିଲ୍ଲୀର DPS ସ୍କୁଲକୁ ମିଳିଲା ଧମକ

ଦିଲ୍ଲୀର ଆର୍‌କେ ପୁରମ୍‌ସ୍ଥିତ ଡିପିଏସ୍‌ ସ୍କୁଲକୁ ମିଳିଛି ବୋମା ଧମକ । ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ସ୍କୁଲର ପ୍ରିନ୍ସିପାଲ୍‌ଙ୍କୁ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଛି । ଏହି ମେଲ୍‌ ମିଳିବା ପରେ ପ୍ରିନ୍ସିପାଲ୍‌ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ…

୧୦ ଟଙ୍କା ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର, ଆସନ୍ତା ମାସରେ ଲୋକଙ୍କୁ ମିଳିପାରେ ଆଶ୍ୱସ୍ତି

ପେଟ୍ରୋଲ ଓ ଡିଜେଲ ଦର ୧୦ ଟଙ୍କା କମିପାରେ । ଏବେ ଲୋକସଭା ନିର୍ବାଚନ ୨୦୨୪କୁ ନଜରରେ ରଖି ତୈଳ କମ୍ପାନୀଗୁଡ଼ିକ ପଟ୍ରୋଲ ଓ ଡିଜେଲ ଦାମ୍‌ ହ୍ରାସ କରିପାରନ୍ତି । ଇଣ୍ଡିଆନ ଅଏଲ କର୍ପୋରେସନ (IOC), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ…

ସଙ୍ଗୀତ ଉସ୍ତାଦ ରଶିଦ ଖାନଙ୍କ ପରଲୋକ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସଙ୍ଗୀତ ଦୁନିଆର ଉସ୍ତାଦ ରଶିଦ ଖାନଙ୍କ ପରଲୋକ ଘଟିଛି । ତାଙ୍କୁ ୫୫ ବର୍ଷ ହୋଇଥିଲା । କୋଲକାତାର ପିୟରଲେସ୍‌ ହସ୍ପିଟାଲରେ ନଭେମ୍ବର ୨୨ରୁ ତାଙ୍କର ଚିକିତ୍ସା ଚାଲିଥିଲା । ଉସ୍ତାଦ ପ୍ରୋସ୍‌ଟେଟ୍‌ କ୍ୟାନ୍ସରରେ ଜୁଝି ହେଉଥିଲେ । ତାଙ୍କ ପାର୍ଥିବ ଶରୀରକୁ ପିୟରଲେସ୍‌ ହସ୍ପିଟାଲରେ ସନ୍ଧ୍ୟା…