ମାର୍ଚ୍ଚ ୧୪-୧୫ରେ ହୋଇପାରେ ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା
ଲୋକସଭା ନିର୍ବାଚନର ତାରିଖ ବହୁତ ଜଲ୍ଦି ଘୋଷଣା ହୋଇପାରେ । ସୂତ୍ରରୁ ଜଣାପଡ଼ିଛି ଯେ ମାର୍ଚ୍ଚ ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । କୁହାଯାଉଛି, ନିର୍ବାଚନ ଆୟୋଗ କ୍ରମାଗତ ଭାବରେ ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଏବଂ ଏହା ଶେଷ…