Below header
Browsing Tag

TOP NATIONAL NEWS

ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ‘ଭାରତ ମଣ୍ଡପମ୍‌’ରେ ପଶିଲା ପାଣି, କଂଗ୍ରେସ କହିଲା, ‘ବିକାଶ ଭାସୁଛି…’

ଜି-୨୦ ଶିଖର ସମ୍ମିଳନୀ ଚାଲିଥିବା ବେଳେ ନୂଆଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଆୟୋଜନ ସ୍ଥଳରେ ସମସ୍ୟା ବଢ଼ିଯାଇଛି। ଜି-୨୦ ସଦସ୍ୟମାନଙ୍କ ଆତିଥ୍ୟ ପାଇଁ ତିଆରି ‘ଭାରତ ମଣ୍ଡପମ୍‌’ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଭାରତ ମଣ୍ଡପମ୍‌ର ଚାରି…

G-20 ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ୍‌ ପିଏମ୍‌ ରୁଷି ସୁନକ୍‌, ଜାପାନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ…

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ୍‌ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର…

ଆଶାରାମ ବାପୁଙ୍କୁ ଜେଲ୍‌ରେ ମିଳିବ ଆୟୁର୍ବେଦିକ ଚିକିତ୍ସା, ପୁଅର ଆବେଦନ ଉପରେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ଯୋଧପୁର ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଆଶାରାମ ଦୀର୍ଘ ଦିନରୁ ନିଜ ଚିକିତ୍ସାକୁ ନେଇ ଚିନ୍ତିତ ଥିଲେ। ଆଶାରାମଙ୍କ ପକ୍ଷରୁ ଆୟୁର୍ବେଦ ଉପଚାର ପାଇଁ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ଆବେଦନ ଉପରେ କୋର୍ଟ ଆଶାରାମଙ୍କୁ…

ଜି-୨୦ ଉପରେ କରୋନାର ପ୍ରଭାବ, ସ୍ପେନ ରାଷ୍ଟ୍ରପତି କୋଭିଡ ସଂକ୍ରମିତ; ତାଙ୍କ ସ୍ଥାନରେ ଆସିବେ ଉପରାଷ୍ଟ୍ରପତି ନାଦିଆ…

ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ କୋଭିଡ ପଜିଟିଭର ଶିକାର ହୋଇଛନ୍ତି। ସେ ନିଜେ ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କ କୋଭିଡ୍‌…

କ’ଣ ପରିବର୍ତ୍ତନ ହେବ ‘ଇଣ୍ଡିଆ’ର ନାମ? ଅତୀତରେ ନିଜର ନାମ ବଦଳାଇଥିବା ୧୦ଟି ଦେଶ ବିଷୟରେ ଜାଣନ୍ତୁ…

ଦେଶରେ ବର୍ତ୍ତମାନ ‘ଇଣ୍ଡିଆ ବନାମ ଭାରତ’ ବିତର୍କ ଜୋର୍‌ ଧରିଛି। ରାଷ୍ଟ୍ରପତି ଭବନରେ G20 ସମ୍ମିଳନୀର ରାତ୍ରି ଭୋଜନ ପାଇଁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ର ଉଲ୍ଲେଖ ନୂଆ ବିବାଦ ସୃଷ୍ଟି କରିଛି। ତେଣୁ ଅନୁମାନ କରାଯାଉଛି କି, କେନ୍ଦ୍ର ସରକାର ଚଳିତ ମାସ…

ସନାତନ ଧର୍ମକୁ HIV ସହ ତୁଳନା କଲେ ଏ ରାଜା, ଆର୍‌ଜେଡି ନେତା କହିଲେ, ‘ତିଳକ ଲଗାଇ ବୁଲୁଥିବା ଲୋକ ଭାରତକୁ ଦାସ…

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣେ ସନାତନ ଉପରେ ହେଟ୍‌ ସ୍ପିଚ୍‌ ଦେବାରେ ଲାଗିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ପରେ ଏବେ ଡିଏମ୍‌କେ ସାଂସଦ ଏ ରାଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଏ…

ସନାତନ ଧର୍ମ ଉପରେ ଟିପ୍ପଣୀ ମାମଲା: ଉଦୟନିଧି ଷ୍ଟାଲିନ୍‌ ଓ ପ୍ରିୟାଙ୍କ ଖର୍‌ଗେଙ୍କ ବିରୋଧରେ ୟୁପିରେ ମାମଲା

ଉତ୍ତର ପ୍ରଦେଶର ରାମପୁରରେ ଉଦୟନିଧି ଷ୍ଟାଲିନ୍‌ ଓ ପ୍ରିୟାଙ୍କ ଖର୍‌ଗେଙ୍କ ବିରୋଧରେ ଦୁଇ ଓକିଲ ସିଭିଲ୍‌ ଲାଇନ କୋତଓ୍ଵାଲିରେ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି। ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ପରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଫ୍‌ଆଇଆର୍‌ ଦାଖଲ କରିଥିବା ରାମପୁର…

ଉତ୍ତର ପ୍ରଦେଶ: ବହୁ ପୁରାତନ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ମୃତ; ୧୪ ଆହତ…ରେସ୍‌କ୍ୟୁ ଅପରେସନ୍‌ ଜାରି

ଉତ୍ତର ପ୍ରଦେଶର ବାରାବଙ୍କିରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ୧୪ ଜଣ ଲୋକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି।…

I.N.D.I.A ମେଣ୍ଟର ୧୩ ଜଣିଆ ସମନ୍ଵୟ କମିଟି ଗଠିତ, ଏକାଠି ମିଶି ନିର୍ବାଚନ ଲଢ଼ିବାକୁ ନେଲେ ସଂକଳ୍ପ

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକର ଆଜି ଦ୍ୱିତୀୟ ଦିବସ। ମୁମ୍ବାଇରେ ଅନୁଷ୍ଠିତ ମେଗା ବୈଠକରେ ମେଣ୍ଟ ୧୩ ଜଣ ସଦସ୍ୟଙ୍କୁ ନେଇ ଏକ ସମନ୍ୱୟ କମିଟି ଘୋଷଣା କରିଛି। ଏହି କମିଟିରେ କେସି ଭେନୁଗୋପାଲ, ସଞ୍ଜୟ ରାଉତ, ଶରଦ ପାୱାର, ହେମନ୍ତ ସୋରେନ, ଏମ.କେ ଷ୍ଟାଲିନ, ଓମର ଅବଦୁଲ୍ଲା, ଲଲନ…

ଦୁଇଖଣ୍ଡ ଭୋଟ୍‌ ପାଇଁ ଡବଲ୍‌ ମର୍ଡର…RJDର ପୂର୍ବତନ ସାଂସଦଙ୍କୁ ଆଜୀବନ; ସୁପ୍ରିମ୍‌କୋର୍ଟ କହିଲେ, ଭଗବାନ ହିଁ ମାଲିକ

ଆର୍‌ଜେଡିର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ। ମାତ୍ର ଦୁଇଖଣ୍ଡ ଭୋଟ୍ ପାଇଁ ଡବଲ୍‌ ମର୍ଡର ମାମଲାରେ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଦଣ୍ଡ ଘୋଷଣା ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ପୂର୍ବରୁ ଏଭଳି ମାମଲା କେବେ ଦେଖି ନ ଥିଲୁ। କହି…

ସମୁଦ୍ରରେ ଗର୍ଜିବ ‘ମହେନ୍ଦ୍ରଗିରି’, ମୁମ୍ବାଇରେ ଲଞ୍ଚ୍‌ ହେବ ଏହି ଯୁଦ୍ଧ ଜାହାଜ

ସମୁଦ୍ରରେ ଗର୍ଜିବ INS ମହେନ୍ଦ୍ରଗିରି। ଆଜି ମୁମ୍ବାଇରେ ଲଞ୍ଚ୍‌ ହେବ ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ। ସମୁଦ୍ରରେ ବଢିବ ନୌସେନାର ଶକ୍ତି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସର୍ବଶେଷ ଯୁଦ୍ଧଜାହାଜ ନୌସେନାରେ ସାମିଲ ହେବ। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ପତ୍ନୀ ଡ. ସୁଦେଶ ଧନକର ଏହାକୁ…

ଡକାଗଲା ସଂସଦର ବିଶେଷ ଅଧିବେଶନ, ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ୫ଟି ବୈଠକ

ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି…