Browsing Tag

train derail

ଫଲକନୁମା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ : ଫଲକନୁମା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ । ହାଓ୍ଵଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି । ମଙ୍ଗୁଳି କପିଳାସ ରୋଡ୍‌ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି । ଟ୍ରେନ୍‌ର ଗାର୍ଡ କମ୍‌ ଲଗେଜ ବଗିଟି ଲାଇନ୍‌ଚ୍ୟୁତ ହୋଇଛି । ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ…

ବାଲିକୁଦା ଷ୍ଟେସନ୍ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍

କଟକ (କେନ୍ୟୁଜ୍) : ବାଲିକୁଦା ଷ୍ଟେସନ୍ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍ । ବାଲିକୁଦା ଷ୍ଟେସନ୍ ଛାଡିବା ପରେ ଏକ ଲାଲ ପତାକା ଦେଖି ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ । ଲାଇନ୍ ବଙ୍କା ଥିବା ଦେଖି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନକୁ ଅଟକାଇଲେ। ସେହି ଟ୍ରାକରେ କାମ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ପାରାଦୀପ : ପୁଣି ଥରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍। ଏହି ଘଟଣାଟି ଆଜି ସକାଳେ ପାରାଦୀପ ଅଠରବାଙ୍କୀ କଲୋନୀ ନିକଟରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରାକରୁ ଖସି ପଡ଼ିଛି ଟ୍ରେନର ୧୦ଟି ବଗି । ପାରଦୀପ ବନ୍ଦରରେ ଟ୍ରେନଟି କୋଇଲା ଖଲାସ କରି ଫେରିବା ବେଳେ ଏହି ଦୁର୍ଘଟଣା…