୩ ହଜାର ଟଙ୍କାରେ ବୁଲନ୍ତୁ ବୈଷ୍ଣୋଦେବୀ ଧାମ
ବୈଷ୍ଣୋଦେବୀ ଯିବାକୁ ଚାହୁଁଥିଲେ ଆସିଗଲା ଖୁସି ଖବର। ଏବେ ଆପଣ ଖୁବ ଶସ୍ତାରେ ପୁଣି ଥରେ ବୈଷ୍ଣୋଦେବୀ ଯାତ୍ରା କରିପାରିବେ। ଯଦି ଆପଣ ବି ମାତାଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଭାରତୀୟ ରେଳର ଏହି ଶାନଦାର ସୁବିଧା ସମ୍ପର୍କରେ ଜାଣିନିଅନ୍ତୁ।
ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ନୂଆ…