ଭୁବନେଶ୍ୱର ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ
ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଟ୍ରେନ୍ର ପଛପଟୁ ୫ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଛି । ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ଚକ୍ରଧରପୁରରୁ ଭାୟା ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ୍ ଅଭିମୁଖେ ଯାଉଥିଲା । ରାତି ୮ଟା ୩୫ ମିନିଟରେ ଟ୍ରେନ୍…