Browsing Tag

train seat

ପୁରୀ : ଟ୍ରେନ୍ ସିଟ୍ ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

ପୁରୀ (କେନ୍ୟୁଜ): ଟ୍ରେନ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର। ପୁରୀ ଆରପିଏଫ ଦ୍ଵାରା ଉଦ୍ଧାର ହୋଇଛି ନବଜାତ ଶିଶୁ। ରେଳଷ୍ଟେସନର ଚାରି ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ଵିନୀ ଏକ୍ସପ୍ରେସର ବଗି ଭିତର ସିଟ୍‌ ତଳୁ ନବଜାତ ଶିଶୁକୁ କରାଯାଇଛି ଉଦ୍ଧାର। ଆରପିଏଫ୍ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ…