Browsing Tag

truck accident

ଭୟଙ୍କର ଦୁର୍ଘଟଣା! ୪ଟି ଭ୍ୟାନ୍ ଗାଡି ଉପରେ ମାଡିଗଲା ଔଷଧ ବୋଝେଇ ମିନିଟ୍ରକ୍, ଡ୍ରାଇଭର ଗିରଫ

ରେଢାଖୋଲ(କେନ୍ୟୁଜ୍):୪ଟି ଭ୍ୟାନ୍‌ ଉପରେ ମାଡ଼ିଗଲା ଔଷଧ ବୋଝେଇ ଟ୍ରକ। ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି ୪ଜଣ ପିକଅପ୍‌ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରେଢାଖୋଲ ସହର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,…

କଣ୍ଟାବାଞ୍ଜି: ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ୍‌

କଣ୍ଟାବାଞ୍ଜି(କେନ୍ୟୁଜ୍): ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ୍‌। ଏଭଳି ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି(କ) ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ମାଧବ ମାଝୀ। ଆଜି ସକାଳେ ମାଧବ ନିଜର ନିତ୍ୟକର୍ମ ସାରିବା ପାଇଁ ଗାଁ ପାଖ ପୋଖରୀକୁ…

ନିର୍ମାଣଧିନ ଫ୍ଲାଇଓଭରରୁ ଖସିଲା ଟ୍ରକ, ଲୋକେ ଅଟକାଇଥିଲେ ମଧ୍ୟ ଶୁଣିନଥିଲେ ଡ୍ରାଇଭର

ମୟୁରଭଞ୍ଜ(କେନ୍ୟୁଜ୍):  ଟ୍ରକ ଦୁର୍ଘଟଣାର ଲାଇଭ ଭିଜୁଆଲ । ଲୋକେ ଅଟକାଇଥିଲେ ମଧ୍ୟ ଶୁଣିନଥିଲେ ଡ୍ରାଇଭର । କିଛି ସମୟ ମଧ୍ୟରେ ଫ୍ଲାଇ ଓଭର ତଳକୁ ଖସିପଡ଼ିଥିଲା ଟ୍ରକ । ନିର୍ମାଣଧିନ ଫ୍ଲାଇଓଭରରୁ ଖସିଲା ଟ୍ରକ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ବମ୍ବେଛକ ଠାରେ ଅର୍ଦ୍ଧ ନିର୍ମିତ…

ଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ, ମାଡିଗଲା ଟ୍ରକ୍! ଆଖି ବୁଜିଲେ ୨ସାଙ୍ଗ

ବ୍ରହ୍ମପୁର(କେନ୍ୟୁଜ୍): ଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ , ମାଡିଗଲା ଟ୍ରକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ସାନଘାଟି ଠାରେ ମର୍ମନ୍ତୁଦ ଦୁର୍ଘଟଣା । ୨ଟି ବାଇକରେ ରାତି ୧୨ଟାରେ ଯାତ୍ରା ସ୍ଥଳ ଅଭିମୁଖେ ବାହାରିଥିଲେ ୫ ଯୁବକ । ଏକ ଟ୍ରକ୍‌…

ଯାଜପୁର: ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଜହଳ ନିକଟରେ ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବିପିନ ବିହାରୀ ନାୟକ । ସେ ଆଜି ଏକ ସାଇକଲେ ଯୋଗେ ଗାଁ ମୁଣ୍ଡକୁ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ପଂଳରେ…

ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଆହତ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଘଟଗାଁ ବ୍ଲକ ଅନ୍ତର୍ଗତ ନୁସୁରିପସି ଗ୍ରାମର ରବି ମୁଣ୍ଡା ତାଙ୍କ ପତ୍ନୀ ସୋମବାରି ମୁଣ୍ଡାଙ୍କ ସହ…

ଢେଙ୍କାନାଳ : ଟ୍ରକ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ (କେନ୍ୟୁଜ) : ଢେଙ୍କାନାଳ କଣ୍ଟାବଣିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଇଟାପ ଛକ ନିକଟରେ ଟ୍ରକ ଧକ୍କାରେ ମହିଳା ମୃତ, ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ହୋଇଛନ୍ତି । ମୃତ ସ୍ତ୍ରୀ ଲୋକର ସ୍ଵାମୀ ସୁବାସ ଚନ୍ଦ୍ର ନନ୍ଦ ବାଇକ ଯୋଗେ ବଅରପାଳରୁ ସ୍ତ୍ରୀ ଓ ପୁଅକୁ ଧରି…

ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟ ରାସ୍ତା କଡରେ ଦୁର୍ଘଟଣା: ୪ରୁ ୫ଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ…

ସାଲେପୁର(କେନ୍ୟୁଜ୍): ଆଜି ଭୋର୍ ସମୟରେ ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟରାସ୍ତା କଡରେ ଥିବା ୪ରୁ ୫ଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ୍ । ଅଳ୍ପକେ ବଞ୍ଚିଗଲେ ୧୪ କର୍ମଚାରୀ । ଦୁଇଟି ଟ୍ରକ୍ ଉକ୍ତ ଦୋକାନ ଭିତରେ ସେମିତି ପଶି ରହିଛି । କଟକରୁ କେନ୍ଦ୍ରାପଡା ଅଭିମୁଖେ…

ଶୋଇଥିବା ଅବସ୍ଥାରେ ଚଢିଗଲା ବାଲି ବୋଝେଇ ଡମ୍ଫର: ଜଣେ ମୃତ, ୨ ଗୁରୁତର

ଭଦ୍ରକ(କେନ୍ୟୁଜ୍): ଶୋଇଥିବା ଅବସ୍ଥାରେ ଚଢିଗଲା ଟ୍ରକ। ଜଣେ ମୃତ, ଦୁଇ ଗୁରୁତର। ଜାତୀୟ ରାଜପଥ କାମରୋ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ଚଢିଗଲା ବାଲି ବୋଝେଇ ଡମ୍ଫର। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ…

କାମାକ୍ଷାନଗର ପଥରଖମ୍ବ ଛକ ନିକଟରେ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୫ ମୃତ

ଢେଙ୍କାନାଳ(କେନ୍ୟୁଜ୍): ଚାପିଦେଲା ଟ୍ରକ , ୫ ମୃତ । କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ । ୫ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛି। ସମସ୍ତ ମୃତକ…

ମାଲକାନଗିରିର ପୂର୍ବତନ ବିଧାୟକ ନିମାଇ ସରକାରଙ୍କ କୋରାପୁଟରେ ଘଟିଛି ଦୁର୍ଘଟଣା: ଧକା ଦେଲା କାଠ ବୋଝେଇ ଟ୍ରକ

କୋରାପୁଟ (କେନ୍ୟୁଜ୍): କୋରାପୁଟରେ ଦୁର୍ଘଟଣା।ମାଲକାନଗିରି ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଉପରେ ମାଡିଗଲା କାଠ ବୋଝେଇ ଟ୍ରକ ।ଗୁରୁତର ଅବସ୍ଥାରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।କୋରାପୁଟ ପୌରପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ୨୬ ନଂ…

ଢ଼େଙ୍କାନାଳ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା, ବସ୍ ଡ୍ରାଇଭର ସହ ୨…

ଢ଼େଙ୍କାନାଳ(କେନ୍ୟୁଜ୍): ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସହ ୨ ଯାତ୍ରୀ ଆହତ ହୋଇଛନ୍ତି। ବସଟି ପାଲଲହଡା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ…