Browsing Tag

truck accident

କଳାହାଣ୍ଡି କୋକସରା କେନାଲ ପୋଲ ନିକଟରେ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା: ଜଣଙ୍କ ମୃତ୍ୟୁ, ୨ ଗୁରୁତର

ଧର୍ମଗଡ(କେନ୍ଯୁଜ୍): କଳାହାଣ୍ଡି ଜିଲ୍ଲା କୋକସରା କେନାଲ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଚିକିଲି ଗାଁର ଯୋଗଧ୍ୟାନ ବେମାଲ । ରାସ୍ତାକଡରେ ୩ ଜଣ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଆସି ଗାଡିଟି…

ଖୋର୍ଦ୍ଧା: ଗୋଡିପଡା ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ୪ ଗୁରୁତର

ଖୋର୍ଦ୍ଧା(କେନ୍ୟୁଜ୍): ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ନିକଟବର୍ତ୍ତି ଗୋଡିପଡା  ଓଭରବ୍ରିଜ ଉପରେ ଦୁଇଟି ଟ୍ରକ  ମୁହାଁମୁହିଁ ଧକ୍କା।  ଦୁର୍ଘଟଣାରେ  ଉଭୟ ଟ୍ରକରେ ଥିବା ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରକ କ୍ୟାବିନ ଭିତରେ ଚାପି ହୋଇ ଦୁଇଜଣ ରହି ଯାଇଥିଲେ। ସେମାନଙ୍କୁ ଉଦ୍ଧାର…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ମାଛ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

ଯାଜପୁର (କେନ୍ୟୁଜ) : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ମାଛ ବୋଝେଇ ଟ୍ରକ । ଡ୍ରାଇଭର ଗୁରୁତର । ପାଣିକୋଇଲି ଥାନା ଗୋଳେଇପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳୁ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଏକ ମାଛ ବୋଝେଇ ଟ୍ରକ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।…

ସୋରଡା: ଭାରସାମ୍ୟ ହରାଇ ଘାଟିରେ ଖସିଲା ଛେଳି ବୋଝେଇ ଟ୍ରକ୍‌

ସୋରଡା: ଘାଟିରେ ଖସିଲା ଛେଳି ବୋଝେଇ ଟ୍ରକ୍‌ । ଭାରସାମ୍ୟ ହରାଇ ଗାଡିଟି ଘାଟିରେ ଖସି ପଡିଛି । ଗଞ୍ଜାମ ସୋରଡା ଥାନା ଦାରିଙ୍ଗିବାଡି ୬ନମ୍ବର ଘାଟିରେ ଦୁର୍ଘଟଣା । ଛତିଶଗଡ ରାଇପୁରରୁ ୪୨ଟି ଛେଳିଙ୍କୁ ନେଇ ଗାଡିଟି ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗାଡିରେ…

କେନ୍ଦୁଝର: ଘର ଭିତରେ ପଶିଗଲା ଟ୍ରକ, ଜେଜେମା ଓ ନାତି ମୃତ

କେନ୍ଦୁଝର(କେନ୍ୟୁଜ୍):  ଘର ଭିତରେ ପଶିଗଲା ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କ ମରୁଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସ୍ଥାନୀୟ ଅଞ୍ଚଳର ଦେବେନ୍ଦ୍ର ମାହାନ୍ତଙ୍କ ମାଆ ଓ ଦେବେନ୍ଦ୍ରଙ୍କର ପୁଅ । ଘଟଣାସ୍ଥଳରେ…

ଓଲଟିଲା ଟ୍ରକ, ତଳେ ଚାପି ହୋଇ ଡ୍ରାଇଭର ହେଲପର ମୃତ

ଭଦ୍ରକ (କେନ୍ୟୁଜ) : ଜାତୀୟ ରାଜପଥ ପାର୍ଶ୍ୱକୁ ଓଲଟିଲା ଟ୍ରକ। ଫଳରେ ଟ୍ରକ ତଳେ ଚାପି ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୬ ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ପାଳଦା ବାଙ୍କ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ବାଲେଶ୍ୱର ପଟୁ ଭୁବନେଶ୍ୱର ଆଡେ ଯାଉଥିଵା ଟ୍ରକଟି…

ଘଟଗାଁ ବାଲିଯୋଡି ଗ୍ରାମ ନିକଟରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ହେଲପର ମୃତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡି ଗ୍ରାମ ନିକଟରେ ଟ୍ରକ ଦୁର୍ଘଟଣାଗ୍ରସ୍ତ। ଗାଡିର ହେଲପର ମୃତ। ମୃତକ ଜଣକ ଆଗରପଡା ଥାନା ଅଞ୍ଚଳର କୂଳମଣି ପ୍ରଧାନ, ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ବାଲିଯୋଡି ଗ୍ରାମ ନିକଟରେ ରାସ୍ତାକଡ଼ରେ…

ଘର ଆଗରେ ଶୋଇଥିବାବେଳେ ଭାରସାମ୍ୟ ହରାଇ ଚଢିଗଲା ଆଳୁ ବୋଝେଇ ଟ୍ରକ୍: ଆଖି ବୁଜିଲେ ସ୍ତ୍ରୀ, ସ୍ୱାମୀ ଗୁରୁତର

କଳାହାଣ୍ଡି: ଦୁର୍ଘଟଣାରେ ଆଖି ବୁଜିଲେ ସ୍ତ୍ରୀ, ସ୍ୱାମୀ ଗୁରୁତର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ କନ୍ତେଶୀର ଗାଁରେ ମୋହନ ରଣା ଓ ତାଙ୍କ ସ୍ତ୍ରୀ ମଦନୀ ରଣା ଘର ଆଗରେ ଶୋଇଥିଲେ । ବଲାଙ୍ଗିର ଆଡୁ ଆସୁଥିବା ୧୪ ଚକିଆ ଆଳୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଉଭୟଙ୍କ ଉପରେ…

ଫୁଲନଖରା ବମ୍ପକୁଦ ନିକଟରେ ଓଲଟିଲା ଏଚ୍‌ପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍

କଟକ: ଜାତୀୟ ରାଜପଥରେ ଅଘଟଣ । ଫୁଲନଖରା ବମ୍ପକୁଦ ନିକଟରେ ଓଲଟିଲା ଏଚ୍‌ପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ । ଡ୍ରାଇଭର ସୁରକ୍ଷିତ ଅଛନ୍ତି । ଟ୍ରକଟି ସିଲିଣ୍ଡର ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସିଲିଣ୍ଡର ବୋଝେଇ ଟ୍ରକ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା।

ଭୁବନେଶ୍ୱର ସିଆରପି ଓଭର ବ୍ରିଜ୍‌ ଉପରେ ୩ଟି ଟ୍ରକ ପରସ୍ପର ସହ ଧକ୍କା: ୨ଆହତ, ଜଣେ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣା । ଦୁର୍ଘଟଣାରେ ୨ଆହତ, ଜଣେ ଗୁରୁତର । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭାରସାମ୍ୟ ହରାଇ ଏକ ଆଇରନ ବୋଝେଇ ଟ୍ରକକୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ । ୩ଟି ଟ୍ରକ ପରସ୍ପର ସହ…

ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍, ଚାପି ହୋଇ ବାଇକ୍ ଆରୋହୀ ମୃତ

ଗଞ୍ଜାମ: ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ। ଟ୍ରକ ତଳେ ଚାପି ହୋଇ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୋଟର ସାଇକେଲ ପଛପଟେ ବସିଥିବା ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ଏହି ଦୁର୍ଘଟଣା…

ତାଳଚେର କଣିହାଁ ଓମ୍‌ ଢାବା ନିକଟରେ ଟ୍ରକ ଧକ୍କାରେ ୨ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର: ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣା। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାଜପଥ ଅବରୋଧ। ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରୁଥିବା ବେଳେ, ତାଳଚେରରୁ କଣିହାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତାଳଚେର କଣିହାଁ ୫୩ ନମ୍ବର ଜାତୀୟ ରାଜପଥ ଓମ୍‌ ଢାବା ନିକଟ ରାସ୍ତାରେ…