Browsing Tag

truck accident

କେନ୍ଦୁଝର ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ପଥରରେ ବାଡେଇ ହେଲା ଟ୍ରକ୍‌, ଡ୍ରାଇଭର ମୃତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଜୁଡିଆ ଘାଟିରେ ଦୁର୍ଘଟଣା । ଘାଟିରେ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପଥରରେ ବାଡେଇ ହୋଇଯାଇଥିଲା । ଯାହାଫଳରେ ଚାପି ହୋଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଟ୍ରକକୁ କାଟି…

ଭାରସାମ୍ଯ ହରାଇ ବାଣୀବିହାରରେ ଓଲଟିଲା ଟ୍ରକ୍

ଭୁବନେଶ୍ବର: ଭାରସାମ୍ଯ ହରାଇ ଓଲଟିଲା ଟ୍ରକ୍। ଏଭଳି ଏକ ଅଘଟଣ ଘଟିଛି ଭୁବନେଶ୍ବର ବାଣୀବିହାର ଅଞ୍ଚଳରେ। ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ସମୟରେ ଭାରସାମ୍ଯ ହରାଇ ଓଲଟି ପଡିଥିବା କୁହାଯାଉଛି। ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ, ଏନେଇ ଖବର ପାଇ ସହିଦନଗର ଥାନା…

ବ୍ରେକ୍ ଫେଲ୍ ହୋଇ ତପ୍ତପାଣି ଘାଟୀର ପାଳୁଖୋଳା ନିକଟରେ ଓଲଟିଲା ମକା ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲପର ଆହତ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟୀର ପାଳୁଖୋଳା ନିକଟରେ ଓଲଟିଲା ମକା ବୋଝେଇ ଟ୍ରକ୍। ଯାହାଫଳରେ ଡ୍ରାଇଭର ଓ ହେଲପର ଉଭୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପୋଡାମାରି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାରୁ ମକା…

ଫୁଟପାଥରେ ଶୋଇଥିବାବେଳେ ଚଢିଗଲା ଟ୍ରକ୍, ୧୩ ଶ୍ରମିକ ମୃତ

ସୁରଟ: ଶୋଇଥିବାବେଳେ ଚାଲିଗଲା ୧୩ ଜୀବନ। ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା। ସୁରଟ କୋସମ୍ବାରେ ଟ୍ରକ ଚଢିଯିବାରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଶ୍ରମିକ ଥିଲେ ଓ ସେମାନେ ରାଜସ୍ଥାନ ବାସିନ୍ଦା। ସୂଚନା ଥାଉକି, ୧୮ ଜଣ ଶ୍ରମିକ ଫୁଟପାଥରେ ଶୋଇଥିବାବେଳେ ଟ୍ରକ୍‌ ମାଡିଯାଇଥିଲା।…

ବାଲେଶ୍ବର: ମାଣିତ୍ରି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଦୁଇ ଗୁରୁତର

ସୋର(କେନ୍ୟୁଜ୍): ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ୍‌ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆଉ ଜଣେ ପଥର ବୋଝେଇ ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିତ୍ରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ସୋର ଡାକ୍ତରଖାନାରେ…

ଭଦ୍ରକ-ଚାନ୍ଦବାଲି ନାଲଗୁଣ୍ଡା ଛକ ଠାରେ ଆଳୁ ବୋଝେଇ ଟ୍ରକରୁ ଖସି ପଡି ହେଲପର ମୃତ

ଚାନ୍ଦବାଲି(କେନ୍ୟୁଜ୍):  ଆଳୁ ବୋଝେଇ ଟ୍ରକରୁ ଖସି ପଡି ହେଲପର ମୃତ। ଘଟଣା  ଘଟିଛି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନାଲଗୁଣ୍ଡା ଛକ ନିକଟରେ । ସୂଚନା ମୁତାବକ ଭାଟପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳବିନ୍ଧା ଗ୍ରାମର ୩୪ ବର୍ଷୀୟ ମଦନ ରାଉଳ ଆଳୁ ବୋଝେଇ ଟ୍ରକ(WB 33 E 4880)ରେ ହେଲାପର…

ଘନ କୁହୁଡି ହେଲା କାଳ: ସିମେଣ୍ଟ ବୋଝେଇ ଟ୍ରକ୍ ସହ ମକା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ଜଣଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ ସିପାଇପୁଟ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପଟାଙ୍ଗି ବ୍ଲକ ଆମ୍ପବାଲି ସିମେଣ୍ଟ କାରଖାନାରୁ କୋରାପୁଟ ନିମନ୍ତେ ସିମେଣ୍ଟ ବଝେଇ ଟ୍ରକ ଗାଡି ନଂ OD10G7629ଯାଉଥିବା ବେଳେ ଅପରପାର୍ଶ୍ୱରେ ଉମରକୋଟ ଠାରୁ…

ଫାଟିଗଲା ଟାୟାର, ଓଭରବ୍ରିଜ୍ ଉପରେ ଓଲଟିଲା ଟ୍ରକ୍ : ୨ ଗୁରୁତର

ଆନନ୍ଦପୁର:  ଆନନ୍ଦପୁର ୨୦ନଂ ଜାତୀୟ ରାଜପଥର ଗୋହିରା ଓଭରବ୍ରିଜ୍ ଠାରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ର ଟାୟାର ଫାଟି ଯିବାରୁ ଟ୍ରକଟି ରାସ୍ତା ଉପରେ ଓଲଟି ପଡିଛି । ଖବରପାଇ ଘସିପୁରା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଗାଡି ଭିତରେ ଫସିରହିଥିବା ଡ୍ରାଇଭର ଓ ହେଲପରଙ୍କୁ ଟ୍ରକ୍ ସାମ୍ନାକାଚ…

ଶୋଇଥିବା ବେଳେ ଘର ଉପରେ ଚଢ଼ିଗଲା ଟ୍ରକ୍‌, ତିନି ଗୁରୁତର

କେନ୍ଦୁଝର : ଶୋଇ ଥିବା ଅବସ୍ଥାରେ ଘର ଉପରେ ଚଢ଼ିଗଲା ଟ୍ରକ୍‌, ତିନି ଗୁରୁତର। ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତରମାନେ ହେଉଛନ୍ତି , ମହେଶ୍ୱର ପାତ୍ର, ଜୟନ୍ତୀ ପାତ୍ର ଓ ଝିଅ ହରପ୍ରିୟା ପାତ୍ର  । ମିଳିଥିବା ସୂଚନା ମୁତାବକ ଗତକାଲି ରାତି…

କଟକ ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ପଥଚାରୀ ଗୁରୁତର

ଚୌଦ୍ବାର: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ମଙ୍ଗୁଳି ଛକ ଠାରେ ସଡକ ଦୁର୍ଘଟଣା । ପଥଚାରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର । ଗୁରୁତରଙ୍କ ପରିଚୟ ମିଳିନାହିଁ । ଖବରପାଇ ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଁଚି ଗୁରୁତରଙ୍କୁ ଚେତାଶୂନ୍ଯ ଅବସ୍ଥାରେ ଉଦ୍ଧାର…

ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ତାଳଚେର : ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଟ୍ରକଟି ଦୃତ ଗତିରେ ତାଳଚେର ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡିଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝର : ଦୋକାନ ଭିତରେ ପଶିଲା ଟ୍ରକ, ଦୋକାନ ମାଲିକଙ୍କ ସହ ଟ୍ରକ୍‌ ହେଲ୍ପର ମୃତ

କେନ୍ଦୁଝର : ଦୋକାନ ଭିତରେ ପଶିଗଲା ଟ୍ରକ । ମାଲିକ ସମେତ ୨ ମୃତ । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଆକାଟି ମନ୍ଦିର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଲୁହା ପଥର ଲୋଡିଙ୍ଗ ନେଇ, ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶି ଯାଇଥିଲା । ଦୋକାନ ମାଲିକ ଦୋଳଗୋବିନ୍ଦ ସାହୁ ଓ ଟ୍ରକ…