କରଞ୍ଜିଆ: ଘର ଭିତରକୁ ପଶିଗଲା ୧୨ ଚକିଆ ହାଏୱା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲା ୭ ଜଣଙ୍କ ଜୀବନ
କରଞ୍ଜିଆ: ଘର ଭିତରକୁ ପଶିଗଲା ୧୨ ଚକିଆ ହାଏୱା ଟ୍ରକ। ଅଳ୍ପକେ ବର୍ତ୍ତିଗଲା ଘରେ ଥିବା ୭ ଜଣଙ୍କ ଜୀବନ। ଜଶୀପୁର ଥାନା ଅନ୍ତର୍ଗତ ମାହାର୍ଦ୍ଦାପଳସା ଛକ ନିକଟରେ ଥିବା ଗଦାଧର ମହାନ୍ତିଙ୍କ ଘରେ ପିଟି ହୋଇ ପଶିଗଲା ଏକ ୧୨ ଚକିଆ ହାଏୱା ଟ୍ରକ୍।
ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ଟାଟା…