Below header
Browsing Tag

truck accident

ଯାଜପୁର: କଦଳୀ ବୋଝେଇ ଗାଡି ସହ ଟ୍ରକର ଧକ୍କା, ୨ମୃତ, ଜଣେ ଗୁରୁତର

ଯାଜପୁର(କେନ୍ୟୁଜ) : ୧୬ନଂ ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ଦୁର୍ଘଟଣା। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା। ଫଳରେ ୨ଜଣଙ୍କର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର…

ପଥର ବୋଝେଇ ଟ୍ରକ କଣ୍ଟେନରକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ମୃତ ଦୁଇ ଆହତ

ସୋର (କେନ୍ୟୁଜ୍) : ଟ୍ରକ ସହିତ କଣ୍ଟେନର ଧକ୍କାରେ ଜଣେ ମୃତ ଦୁଇ ଆହତ । ସୋର ଥାନା ବାରିକପୁର ୧୬ନଂ ଜାତୀୟ ରାଜପଥରେ ଏକ ପଥର ବୋଝେଇ ଟ୍ରକ କଣ୍ଟେନରକୁ ପଛରୁ ଧକ୍କା ଦେବାରୁ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୌଦ୍ଧ ଗୁଦୁଗୁଦାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ମୃତ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ଗୁଦୁଗୁଦାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା । କୋଇଲା ବୋଝେଇ ଟ୍ରକ୍ ଓ ପରିବା ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲପର ଆହତ ହୋଇଛନ୍ତି । ମୃତକ ହେଲେ ବୌଦ୍ଧ ଚାରିଛକର ଉତ୍ତମ ସାହୁ ଓ…

ସମ୍ବଲପୁର ଜୁଜୁମରା ଥାନା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ପରେ ଜଳିଗଲା ଦୁଇଟି ଟ୍ରକ , ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜୁଜୁମରା ଥାନା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଦୁଇ ଟ୍ରକ ବାଡ଼େଇ ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ଦୁଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଟ୍ରକ ଭିତରେ ଆଉ କିଛି ଲୋକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।…

ବାଙ୍ଗିରିପୋଷି ଦୁଆରଶୁଣି ଘାଟିରୁ ତଳକୁ ଖସିଲା ଟ୍ରକ୍, ୨ ମୃତ

ମୟୁରଭଞ୍ଜ: ଘାଟିରୁ ଖସିଲା ଟ୍ରକ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିପଡିଥିଲା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନହାିଁ। ଗତକାଲି ରାତିରେ ଏକ ସ୍କାର୍ପ ବୋଝେଇ ଟ୍ରକ ଚଣ୍ଡିଗଡରୁ କୋଲକତା ଯାଉଥିବାବେଳେ…

ଏମିତି ମାନବିକତା, ଟ୍ରକ ତଳେ ଚାପି ହୋଇଥିବା ବ୍ୟକ୍ତିଙ୍କର ଭିଡିଓ ସୁଟିଂ କଲେ ପଛେ ବଞ୍ଚାଇଲେ ନାହିଁ

ମାସନବିକତା ମଣିଷର ଏକ ଅହମ ଗୁଣ। ମଣିଷ କେବଳ ନିଜ ବିଷୟରେ ନୁହେଁ ବରଂ ସମୟ ବାହାର କରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ବିଷୟରେ ମଧ୍ୟ ଚିନ୍ତା କରିଥାଏ। କିନ୍ତୁ ଏଭଳି କିଛି ପରିସ୍ଥିତି ରହିଛି ଯେଉଁ ସମୟରେ ମଣିଷ ସ୍ୱାର୍ଥପର ହୋଇଯାଇଥାଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାସ୍ତାରେ ଜଣେ…

କାନପୁର: ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଟ୍ରକ୍, ଦେଖନ୍ତୁ ଭିଡିଓ

କାନପୁର: କଥାରେ ଅଛି ମାଗଣା ପାଇଲେ ମଣିଷ ପିଚୁ ବି ଗିଳିଦବ । କାନପୁରର ଅର୍ମାପୁର ଥାନା ନିକଟ ଗନ ଫ୍ୟାକ୍ଟ୍ରୀ ରୋଡରେ ଆଜି ସକାଳୁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ରାସ୍ତା ଦେଇ ଯାଉଥିବା ଏକ ମାଛ ବୋଝେଇ ଟ୍ରକ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଟ୍ରକ୍ ରେ…

ଯାଜପୁର,: ହାଟ ସାରି ଫେରୁଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଜୀବନ, ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ

ଯାଜପୁର(କେନ୍ୟୁଜ୍): ୫୩ନଂ ଜାତୀୟ ରାଜପଥ ଜେନାପୁର ଥାନା ଅନ୍ତର୍ଗତ ରାଣୀବନ୍ଧି ପୋଲ ଉପରେ ଟ୍ରକ ଧକାରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଲେ ସ୍ଥାନୀୟ ଶ୍ୟାମସୁନ୍ଦରପୁର ଗ୍ରାମର ଭାସ୍କର ବେହେରା। ସେ ଆଜି  ଚଢ଼େଇଧରା ହାଟରୁ ହାଟ ସାରି ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକା ଦେଇ…

ଅଧାବାଟରେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ, ଦିଗହରା ହୋଇ ତେଲଟାଙ୍କି ଦେଲା ଧକ୍କା

ଏମିତି ବି ଆସେ ମୃତ୍ୟୁ । ରାସ୍ତା ମଝିରେ ହଠାତ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ। ଭାରସାମ୍ୟ ହରାଇ ତେଲ ଟାଙ୍କି ମଧ୍ୟକୁ ଚାଲିଗଲା ଗାଡି। ଯାହାଫଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ତେଲ ଟାଙ୍କିର ୨ କର୍ମଚାରୀ ଓ ଗ୍ରାହକ ଆହତ ହୋଇଛନ୍ତି। ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ସହରର…

ଟ୍ରକକୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର

ବଡଚଣା : ଟ୍ରକକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଅଛି । ମୃତ ଡ୍ରାଇଭର୍ ଜଣକ ହେଉଛନ୍ତି ବ୍ରହ୍ମପୁରର କୃଷ୍ଣ ଚନ୍ଦ୍ର ମଲିକ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଟାରେ ଚଣ୍ଡିଖୋଲ ପଟୁ ଆସୁଥିବା ଏକ ଆଇରନ୍ ବୋଝେଇ ଟ୍ରକ୍ ଅନ୍ୟଏକ…

ଏମିତି ବି ଆସେ ମୃତ୍ୟୁ: ଶୋଇଥିବାବେଳେ ଘର ଉପରକୁ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ବାପା-ମାଆ ଓ ଝିଅ ମୃତ

କୋରାପୁଟ(କେନ୍ୟୁଜ୍): ଶୋଇଥିବାବେଳେ ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଘର ଉପରକୁ ବାଲି ବୋଝେଇ ଟ୍ରକ୍‌ ମାଡିଯିବା ଫଳରେ ବାପା, ମାଆ ଓ ଝିଅର ମୃତ୍ୟୁ ହୋଇଛି। ମୃତକମାନେ ଆନନ୍ଦ କୋଶଲ, ପଦ୍ମା କୋଶଲ ଓ ଜୋସ୍ନା କୋଶଲ। ତେବେ ୧୪ ବର୍ଷ ପୁଅ ଅଳ୍ପକେ ବର୍ତ୍ତି ଯାଇଛି। କୋରାପୁଟ…

କେନ୍ଦୁଝର: ପ୍ରାତଃଭ୍ରମଣରୁ ଫେରୁଥିବା ବେଳେ ମାଡ଼ିଗଲା ଟ୍ରକ୍, ଦୁର୍ଘଟଣାରେ ୨ ଭଉଣୀ ମୃତ

କେନ୍ଦୁଝର (କେନ୍ୟୁଜ୍) : ପ୍ରାତଃଭ୍ରମଣରୁ ଫେରୁଥିବା ବେଳେ ଚାଲିଗଲା ଜୀବନ। କେନ୍ଦୁଝର ସଦର ଥାନା ରାଇସୁଆଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭଉଣୀ ପ୍ରାଣ ହରାଇଛନ୍ତି। ଆଜି ସକାଳୁ ପ୍ରାତଃଭ୍ରମଣ ସାରି ଫେରୁଥିବା ବେଳେ ୨ଭଉଣୀଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ…