ନାଭିକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଏହି ୪ଟି ଜିନିଷ, ଦିଶିବେ ଷ୍ଟାଇଲିଶ୍
ଶରୀରର ଅନ୍ୟ ଅଙ୍ଗ ଭଳି କେହି ନାଭିର ଯତ୍ନ ନେଇନଥା’ନ୍ତି। ଅନ୍ୟ ଅଙ୍ଗର ସୁନ୍ଦରତା ଉପରେ ପ୍ରାୟ ସମସ୍ତେ ଧ୍ୟାନ ଦେଉଥିବା ବେଳେ ନାଭିଙ୍କୁ କେହି ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ମାତ୍ର ଜିନ୍ସ, ସର୍ଟ ଟପ୍ କିମ୍ବା କିଛି ଖରାଦିନିଆ ପୋଷାକ ପିନ୍ଧିବା ବେଳେ ନାଭି ଦିଶିଥାଏ। ଏହା ବର୍ତ୍ତମାନ…