Browsing Tag

two child rescue

ଭଦ୍ରକ ରେଳ ଷ୍ଟେସନରୁ ଭୁବନେଶ୍ୱରର ନିଖୋଜ ଶିଶୁ ଉଦ୍ଧାର

ଭଦ୍ରକ: ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରୁ ନିଖୋଜ ଦୁଇ ଶିଶୁଙ୍କୁ ଆଜି ଭଦ୍ରକ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡ ଲାଇନ୍। ଗତ ୧୬ ତାରିଖ ଦିନଠୁ ସେମାନଙ୍କର କୌଣସି ସନ୍ଧାନ ମିଳି ନଥିଲା। ସେମାନେ ରହୁଥିବା ବସ୍ତିରେ ଖେଳୁଥିବା ବେଳେ ସନ୍ଧ୍ୟାରୁ ଆଉ…