Browsing Tag

typhoon

ଫିଲିପାଇନ୍‌ସରେ ସୁପର୍‌ ଟାଇଫୁନ ତାଣ୍ଡବ: ଘଣ୍ଟା ପ୍ରତି ୨୪୦ କିମି ବେଗରେ ଧାରଣ କଲା ଭୀଷଣ ରୂପ, ସମୁଦ୍ରରେ ଉଠିଲା ବଡ଼…

ଫିଲିପାଇନ୍‌ସରେ ସୁପର୍‌ ଟାଇଫୁନ ତାଣ୍ଡବ । ଗତକାଲି ସଂଧ୍ୟାରେ କ୍ୱଏଜୋନ ପ୍ରଦେଶ ଲୁଜୋନ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ନୋରୁ । ଘଣ୍ଟା ପ୍ରତି ୨୪୦ କିମି ବେଗରେ ଭୀଷଣ ରୂପ ଧାରଣ କରି ଉତ୍ତର ପୂର୍ବ ଫିଲିପାଇନ୍‌ସର ଲୁଜୋନ ଦେଇ ଗତି କରିଥିଲା ସୁପର ଟାଇଫୁନ ।…

ଚୀନକୁ ପୁଣି ଟାଇଫୁନ ବିପଦ, ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା

କେନ୍ୟୁଜ୍(ବ୍ୟୁରୋ):  ଚୀନକୁ ପୁଣି ଟାଇଫୁନ ବିପଦ । ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା । ପୂର୍ବ ଚୀନ୍‌ ସାଗରରେ ଆଗକୁ ଆଗକୁ ବଢୁଛି । ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ଟାଇଫୁନ୍‌ ମୁଇଫା । ଆଜି ସାମୁଦ୍ରିକ ଝଡ଼ ସାଂଘାଇରେ ହିଟ୍‌ କରିବା ସମ୍ଭାବନା ରହିଛି ।…

ଲାଣ୍ଡଫଲ୍‌ କଲା ସୁପର ଟାଇଫୁନ୍‌: ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ

କେନ୍ୟୁଜ୍(ବ୍ୟୁରୋ):ଲାଣ୍ଡଫଲ କଲା ସୁପର ଟାଫୁନ୍‌ ହିନ୍ନାମନୋର । ଦକ୍ଷିଣ କୋରିଆର ଦକ୍ଷିଣରେ ସ୍ଥଳଭାଗ ଛୁଇଁଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ । ଏହାର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ ଜାରି ରହିଛି । କୋରିଆର ଆଣବିକ ପାଓ୍ଵାର ପ୍ଲାଣ୍ଟ ପ୍ରତି ବଢ଼ିଛି ସୁପର ଟାଇଫୁନ୍‌…

ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ, ମୃତ୍ୟୁ ସଂଖ୍ୟା ୨୦୦କୁ ଛୁଇଁଲା

ନୂଆଦିଲ୍ଳୀ: ଫିଲିପାଇନ୍ସରରେ ପ୍ରକୃତିର ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୫୨ ଜଣ ନିଖୋଜ ଅଛନ୍ତି। ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । କହିବାକୁ ଗଲେ ଫିଲିପାଇନ୍ସରେ ଗୁରୁବାର ଏବଂ…

ମାଡି ଆସୁଛି ସାମୁଦ୍ରିକ ଝଡ଼: ଆଜି ଟୋକିଓରେ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ

ଟୋକିଓ: ଟୋକିଓ ଆଡେ ମାଡି ଆସୁଛି ସାମୁଦ୍ରିକ ଝଡ଼ । ଅଲିମ୍ପିକ୍ସ ପ୍ରତି ଘନେଇଛି ଟାଇଫୁନ୍‌ ଭୟ । ଆଜି ଟୋକିଓରେ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ । ବର୍ତ୍ତମାନର ମଡେଲ ଅନୁସାରେ ବିଭିନ୍ନ ପାଣିପାଗ ସଂସ୍ଥା ଓ ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି,…

ଶକ୍ତିଶାଳୀ ଟାଇଫୁନ୍‌ ମୋଲାଭ ଆଜି ଭିଏତନାମ୍‌ ଛୁଇଁବା ସମ୍ଭାବନା, ତା ପଛକୁ ଆସୁଛି ‘ଗୋନି’

କେନ୍ଯୁଜ୍: ଶକ୍ତିଶାଳୀ ଟାଇଫୁନ୍‌ ମୋଲାଭ ଆଜି ଭିଏତନାମ୍‌ ଛୁଇଁବା ସମ୍ଭାବନା ରହିଛି । ସପ୍ତାହ ଶେଷ ଆଡକୁ ଷ୍ଟର୍ମର ଅବଶିଷ୍ଟାଂଶ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବ । ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ । ଅକ୍ଟୋବର ୧୧ରୁ ଭିଏତନାମ୍‌ରେ ହିଟ୍‌ କରିବାରେ…