ଚୀନ୍ରେ ଟାଇଫୁନ୍ର ତାଣ୍ଡବ: ଭୟଙ୍କର ପବନରେ ଉଡ଼ାଇଲା ଓ ଭାଙ୍ଗିଲା, ଜଳଘେରରେ ସହର
ନୂଆଦିଲ୍ଲୀ : ଚୀନ୍ରେ ତାଣ୍ଡବ ରଚିଛି ଟାଇଫୁନ୍ । ଲାଣ୍ଡଫଲ୍ ପରେ କରାଳ ରୂପ ଦେଖାଇଥିଲା ଡୋକସୁରୀ । ସାଙ୍ଗରେ ଆଣିଥିଲା ମହାପ୍ରଳୟ । ବହିଥିଲା ଭୟଙ୍କର ପବନ । ସାମନାରେ ଯାହା ପାଇଲା ଉଡ଼ାଇଲା ଓ ଭାଙ୍ଗିଲା । ଗତକାଲି ଫୁଜିଆନ୍ ପ୍ରଦେଶର ଜିନଜିଆଙ୍ଗରେ ଲାଣ୍ଡଫଲ୍ କରିଥିଲା ଶକ୍ତିଶାଳୀ…