Browsing Tag

ujjain

ଉଜ୍ଜୈନ: ମହାକାଳ ମନ୍ଦିରରେ ନିଆଁରେ ପୋଡ଼ି ଯାଇଥିବା ସେବକଙ୍କ ୧୫ ଦିନ ପରେ ମୃତ୍ୟୁ, ମୁମ୍ବାଇର ହସ୍ପିଟାଲରେ ବୁଜିଲେ…

ଉଜ୍ଜୈନ ମହାକାଳ ମନ୍ଦିରରେ ନିଆଁରେ ପୋଡ଼ି ଯାଇଥିବା ସେବକଙ୍କ ୧୫ ଦିନ ପରେ ମୃତ୍ୟୁ ଘଟିଛି । ମନ୍ଦିର ଗର୍ଭଗୃହରେ ଲାଗିଥିବା ନିଆଁରେ ପୋଡ଼ି ହୋଇ ସେବକ ସତ୍ୟନାରାୟଣ ସୋନି ଗୁରୁତର ଆହତ ହୋଇଥିଲେ । ଆଜି ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମାର୍ଚ୍ଚ ୨୫ ତାରିଖ ହୋଲି ଦିନ…

ରାମ ମନ୍ଦିର ପାଇଁ ଉଜ୍ଜୈନରୁ ଅଯୋଧ୍ୟା ପଠାଯିବ ୫ ଲକ୍ଷ ଲଡ଼ୁ, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ବଡ଼ ଘୋଷଣା

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଛି । ମନ୍ଦିର ଉଦ୍‌ଘାଟନକୁ ନେଇ ଭାରତ ସହିତ ଅନ୍ୟାନ୍ୟ ଦେଶରୁ ବିଭିନ୍ନ ଉପହାର ଆସିବାରେ ଲାଗିଛି । ଏହାରି ଭିତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହାକାଳଙ୍କ ନଗରୀ ଉଜ୍ଜୈନରୁ ୫ ଲକ୍ଷ ଲଡ଼ୁ ଅଯୋଧ୍ୟା ପଠାଯିବ ବୋଲି ଘୋଷଣା…

ହଜିଗଲା ମାନବିକତା, ୧୨ ବର୍ଷର ନାବାଳିକା ରକ୍ତାକ୍ତ ଅବସ୍ଥାରେ ବୁଲି ବୁଲି ମାଗିଲା ସାହାଯ୍ୟ, ହେଲେ କେହି ଶୁଣିଲେନି

ମଧ୍ୟପ୍ରଦେଶ ଉଜୈନରେ ପୁଣି ଅମାନବୀୟ କାଣ୍ଡ । ରକ୍ତ ଜୁଡୁବୁଡୁ ଅବସ୍ଥା ଅର୍ଦ୍ଧନଗ୍ନ ହୋଇ ବୁଲୁଛି ୧୨ ବର୍ଷର ନାବାଳିକା । ନାବାଳିକା ଜଣକ ସାହାଯ୍ୟ ପାଇଁ ୧୦-୧୨ କି ଚାଲିବା ପରେ ତାଙ୍କୁ କେହି ବି ସାହାଯ୍ୟ କରିନାହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ହସପିଟାଲରେ ଭର୍ତ୍ତି…

ଉଜ୍ଜୈନରେ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ମୃତ, ୮ରୁ ଅଧିକ ଯାତ୍ରୀ ଆହତ

ମଧ୍ୟ ପ୍ରଦେଶର ଉଜ୍ଜୈନରେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜିଲ୍ଲାର ଖାଚରୋଦ୍‌ ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ଅନ୍ଧାର ହେତୁ ବସ୍‌ଟି ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ…

ମହାକାଳ ମନ୍ଦିରରେ ମହିଳାଙ୍କ ପାଇଁ କଡ଼ା ନିୟମ

ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ ।…

ମହାକାଳ ଦର୍ଶନ କରିବାକୁ ଆସି ଫସିଗଲେ ଶ୍ରଦ୍ଧାଳୁ, ହୋଟେଲରେ ଲାଗିଲା ନିଆଁ

ଉଜୈନ ଜିଲ୍ଲାର ଡେଓ୍ଵାସ ଥାନା ଅଞ୍ଚଳରେ ଥିବା ହୋଟେଲ ଚନ୍ଦ୍ରଗୁପ୍ତର ୫ମ ମହଲାରେ ଅଗ୍ନିକାଣ୍ଡ । ମହାକାଳ ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁ ଏଥିରେ ଫସିଥିବା ଖବର ମିଳିଛି । ରେଲେଓ୍ଵ ଷ୍ଟେସନ ନିକଟରେ ଥିବା ହୋଟେଲରେ ୨୨ ତାରିଖ ସକାଳୁ ୩ ଟାରୁ ହଠାତ୍‌ ନିଆଁ ଲାଗିଯାଇଥିଲା । ଏଥିରେ ମହିଳା,…

ନା ରସିଦ କାଟିବାକୁ ପଡ଼ିବ, ନା ଲମ୍ବା ଲାଇନ୍‌…ଏବେ କେବଳ ଆଧାର କାର୍ଡ ଦେଖାଇ କରିପାରିବେ ମହାକାଳଙ୍କ ଦର୍ଶନ

ନା ଲମ୍ବା ଲାଇନ୍‌, ନା ୨୫୦ ଟଙ୍କାର ରସିଦ କିଣିବାର ଝିନ୍‌ଝଟ। ଏବେ ଉଜ୍ଜୈନ ବାସିନ୍ଦାଙ୍କୁ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିର ଦର୍ଶନ କରିବା ପାଇଁ କୌଣସି ବି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କାରଣ, ଶିରିଡ଼ି ଏବଂ ତିରୁପତି ବାଲାଜୀଙ୍କ ଭଳି ମହାକାଳେଶ୍ୱର…

ମହାଶିବରାତ୍ରିରେ ଉଜ୍ଜୈନରେ ଜଳିବ ୨୧ ଲକ୍ଷ ମାଟି ଦୀପ! ‘ଗିନିଜ୍‌ ବିଶ୍ୱ ରେକର୍ଡ’ ପାଇଁ କରାଯିବ ପ୍ରୟାସ

ମଧ୍ୟପ୍ରଦେଶର ଉଜ୍ଜୈନରେ ୧୮ ଫେବୃୟାରୀ ମହାଶିବରାତ୍ରି ଅବସରରେ ୨୧ ଲକ୍ଷ ମାଟି ଦୀପ ଜଳାଯିବ। ‘ଶିବ ଜ୍ୟୋତି ଅର୍ପଣମ୍‌-୨୦୨୩’ କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୨୧ ଲକ୍ଷ ଦୀପ ଜାଳିବାକୁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଗତ ବର୍ଷ ଉଜ୍ଜୈନରେ…

ମହାକାଳ ମନ୍ଦିରରେ ପ୍ରତିଦିନ ୧୦ ମିନିଟ ପାଇଁ ମହିଳାଙ୍କ ପ୍ରବେଶକୁ ବାରଣ କରାଯାଏ, ଏହା ପଛରେ ରହିଛି ଏହି ବିଶେଷ କାରଣ

ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ ।…

ମଧ୍ୟପ୍ରଦେଶ ଉଜ୍ଜୈନର ଜ୍ୟୋତିର୍ଲିଙ୍ଗ ବାବା ମହାକାଳେଶ୍ଵରଙ୍କ ପାଲିଙ୍କି ଯାତ୍ରାରେ ସାମିଲ ହେଲେ ହଜାର ହଜାର…

ମଧ୍ୟପ୍ରଦେଶର ଉଜ୍ଜୈନ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ । ଦ୍ଵାଦଶ…

ମହାକାଳେଶ୍ୱରଙ୍କ ଦ୍ୱାରପାଳ କାଳଭୈରବ, ଏଠାରେ ପ୍ରଭୁଙ୍କର ମଦ ଭୋଗ ହୁଏ ଯାହା ସାରା ଦେଶରେ ପ୍ରସିଦ୍ଧ

ମଦ ପିଉଛନ୍ତି ଠାକୁର । ହଁ ଆଜ୍ଞା ଏ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ | ପାଷାଣରେ ନିର୍ମିତ ଦେବତା ଦିନକୁ ପିଇ ଯାଉଛନ୍ତି ଶହ ଶହ ଲିଟର ମଦ | ମଧ୍ୟପ୍ରଦେଶର ଉଜ୍ଜୈନ ସହରର ଶେଷ ଭାଗରେ ରହିଛି ଏହି ଅଦ୍ଭୁତ ମନ୍ଦିର। ଏଠାରେ ଅବସ୍ଥିତ ବାବା କାଳଭୈରବଙ୍କ ମନ୍ଦିର | ହିନ୍ଦୁଧର୍ମର ଦେବଦେବୀ…

୧୮୦ ଟଙ୍କାର ଚପଲ ନେଇଗଲା ଚୋର…ତ ଅଦ୍ଭୁତ ଅଭିଯୋଗ ଧରି ଥାନାରେ ପହଞ୍ଚିଲେ ବ୍ୟକ୍ତି, ତଦନ୍ତରେ ଲାଗି ପଡ଼ିଛି ପୋଲିସ

ଆମ ଆଖପାଖରେ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ହତ୍ୟା, ଚୋରି, ଲୁଣ୍ଠନ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ, ତାହା ହୁଏତ ସହଜରେ ବିଶ୍ୱାସ ହୋଇ ନ ପାରେ। କୌଣସି ବି ଧାର୍ମିକ ସ୍ଥଳରୁ ଚପଲ ଚୋରି ହେବା କିମ୍ବା ହଜିଯିବା ଏକ…