Browsing Tag

UPI ID

ଗୁଗଲ୍ ପେ ଏବଂ ଫୋନ୍ ପେ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ, ଅନ୍ୟ କାହା ପାଖକୁ ଯାଇପାରେ ଆପଣଙ୍କ ଟଙ୍କା

ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗୁଛି ଅନଲାଇନ୍ ଫ୍ରଡ। ତେଣୁ ଆପଣ ଯଦି ଅଧିକ ସମୟ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ୨୦୧୬ ରେ ଭାରତରେ UPI ଲଞ୍ଚ କରାଯାଇଥିଲା। ଏହା ହେଉଛି ସବୁଠାରୁ ଲୋକପ୍ରିୟ ଦେୟ ପଦ୍ଧତି। ଗୁଗୁଲ୍ ପେ ଏବଂ ଫୋନ୍ ପେ ଭଳି…