Browsing Tag

US updates travel advisory

ଇମ୍ରାନଙ୍କ ଚିନ୍ତା ବଢ଼ାଇଲେ ବାଇଡେନ୍‌, ପାକିସ୍ତାନ ନଯିବାକୁ ଆମେରିକୀୟଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ :  ଆମେରିକାରେ ବାଇଡେନ ସରକାର ଆସିବା ପରେ ପାକିସ୍ତାନ ପାଇଁ ଏବେ ଚିନ୍ତା ବଢ଼ିଛି । ସରକାର ଗଢ଼ା ହେଉ ହେଉ ପାକିସ୍ତାନକୁ ଝଟ୍‌କା ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ୍‌ । କାରଣ ପାକିସ୍ତାନକୁ ନଯିବା ପାଇଁ ନିଜର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ବାଇଡେନ୍‌ । ପାକିସ୍ତାନ ସମେତ ୩ଟି…