Browsing Tag

USA

ଆମେରିକୀୟ ବିଦେଶୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପତ୍ନୀ ମଧ୍ୟ କରିପାରିବେ ଚାକିରି

କେନ୍ୟୁଜ୍‌(ବ୍ୟୁରୋ) : ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କ ପାଇଁ ଭଲ ଖବର । ଯଦି ଆପଣଙ୍କ ପାଖରେ ଏଚ 1 ବି ଭିସା ଅଛି ତେବେ ଆପଣଙ୍କ ପତ୍ନୀଙ୍କୁ ସେଠାରେ ଚାକିରି କରିବାର ସୁଯୋଗ ମିଳିବ । ୟୁଏଏସ ଡିଷ୍ଟ୍ରିକ୍ଟ ଜଜ୍‌ ତାନ୍ୟା ଚୁଟକନ ଏନେଇ ଦାୟର ଏକ ମାମଲାକୁ ଖାରଜ କରି ଦେଇଛନ୍ତି…

ଏବେ ଛାତ୍ରଙ୍କୁ ଖୁବ ସହଜରେ ମିଳିଯିବ USA Visa

ୟୁଏସ ରେ ପଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଢ଼ିଆ ଖବର। ନୂଆ ଏକାଡେମିକ ଇୟର ଆରମ୍ଭ ହେବା ପୂର୍ବରୁ ଉଭୟ ଛାତ୍ର ଛାତ୍ରୀ ନିଜ ଭିଜା ପାଇଁ ଆପ୍ଳାଏ କରିପାରିବେ। ଏଥିରେ F ଓ M ଭିଜା I-20 କାର୍ଯ୍ୟକ୍ରମ ଆରମ୍ଭ ହେବା ଆଗରୁ ୩୬୫ ଦିନ ପୂର୍ବରୁ ମାନେ ଗୋଟିଏ ବର୍ଷ ପୂର୍ବରୁ…

ଆମେରିକା ଏବଂ ଭାରତ ମିଳିତ ଭାବେ କରିବେ ଡ୍ରୋନ୍ ନିର୍ମାଣ, ବିସ୍ତାରବାଦୀ ଚୀନ ଉପରେ ରଖିବ ନଜର

ଯେତେବେଳେ ୨୦୧୬ ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତା ଗ୍ରହଣ କଲେ, ସେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।ତେଣୁ ବର୍ତ୍ତମାନ ଭାରତ-ଆମେରିକା ଏକତ୍ର ହୋଇ ଡ୍ରୋନ୍ ତିଆରି କରିବେ। ଯାହାକି ବିସ୍ତାରବାଦୀ ଚୀନ୍‌ର ମୁକାବିଲା ପାଇଁ…

ଓକଲାହୋମାରେ ଗର୍ଭପାତ ଉପରେ ଲାଗିବ ରୋକ୍‌, ଆଇନ ଭାଙ୍ଗିଲେ ୧୦ ବର୍ଷ ଜେଲ ଓ ଜରିମାନା!

ଆମେରିକାର ଓକଲାହୋମାରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲାଗିବ। ରିପବ୍ଲିକାନ ଗଭର୍ନର କେଭିନ୍‌ ଷ୍ଟିଟ୍‌ ଏ ନେଇ ଏକ ବିଲ୍‌ ସ୍ୱାକ୍ଷର କରିଛନ୍ତି, ଯାହା ପାଖାପାଖି ସମସ୍ତ ପ୍ରକାର ଗର୍ଭପାତକୁ ଆଇନ ଦୃଷ୍ଟିରୁ ବେଆଇନ କରିବ। ଷ୍ଟିଟ୍‌ କହିଛନ୍ତି, ‘ଆମେ ଚାହୁଁଛୁ ଯେ ଓକଲାହୋମା ଦେଶର ସବୁଠାରୁ…

ଦୁଇ ବର୍ଷ ଧରି ନିଖୋଜ ଥିବା କୁନି ଝିଅ ଘରର ସିଡି ତଳୁ ଜୀବନ୍ତ ଉଦ୍ଧାର! ଜାଣନ୍ତୁ କ’ଣ ଏହି ମାମଲା…

ଦୁଇ ବର୍ଷ ଧରି ପୋଲିସ ୪ ବର୍ଷର ଏକ ଶିଶୁ କନ୍ୟାକୁ ଖୋଜୁଥିଲା। ଆଉ ଏବେ ସେ ଜୀବନ୍ତ ଅବସ୍ଥାରେ ନିଜ ଘରର ସିଡି ତଳୁ ଉଦ୍ଧାର ହୋଇଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଝିଅଟିକୁ ତା’ର ମାଆ, ବାପା ହିଁ ଦୀର୍ଘ ଦୁଇ ବର୍ଷ ଧରି ଲୁଚାଇ ରଖିଥିଲେ। ଝିଅଟି ଅତି ରହସ୍ୟଜନକ ଭାବେ ସିଡି ତଳୁ ଉଦ୍ଧାର ହୋଇଛି।…

ଆମେରିକା: ବିମାନରେ ଥିଲେ ୧୦୦ ଯାତ୍ରୀ, ପକ୍ଷୀ ଧକ୍କା ହେବାରୁ ଲାଗିଗଲା ନିଆଁ ! ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ବିମାନର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଲୋକେ ଏହାର ପାଇଲଟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି । ବାସ୍ତବରେ, ଏହି ବିମାନଟି ଯେତେବେଳେ ରନୱେରୁ ଉଡ଼ାଣ ଭରିବାକୁ ଯାଉଥିଲା, ସେହି ସମୟରେ ଏଥିରେ ନିଆଁ ଲାଗିଯାଇଥିଲା । କୁହାଯାଉଛି ଯେ ଏହି…

କରୋନାରେ ବେରୋଜଗାର ହେବା କାରଣରୁ ରିଟେଲ ଷ୍ଟୋରରେ ହେଲା ଚୋରୀ, ଭିଡିଓ ହେଲା ଭାଇରାଲ

କେବେ ଭାବିଛନ୍ତି ଆପଣଙ୍କ ସାମ୍ନାରୁ ଜଣେ ଚୋରୀ କରି ପଳାଇବ । କିନ୍ତୁ ଆପଣ କିଛି କରିପାରିବେ ନାହିଁ । ଅସହାୟ ଭଳି ଛିଡା ହୋଇଥିବେ । ଆଜ୍ଞା ହଁ, କଥା ଟା ଅଜବ ଲାଗୁଥିଲେ ମଧ୍ୟ ଏଭଳି ଘଟଣା ପ୍ରକୃତରେ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଘଟଣାଟି…

ମୋଦିଙ୍କୁ ମିଳିଲା ଆମେରିକାର ପ୍ରତିଷ୍ଠିତ ‘Legion of Merit’ ସମ୍ମାନ, ଟ୍ରମ୍ପ କଲେ ସମ୍ମାନିତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ପ୍ରତିଷ୍ଠିତ ‘ଲିଜନ୍ ଅଫ୍ ମେରିଟ୍’ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରିଛନ୍ତି। ଆମେରିକାରେ ଅବସ୍ଥାପିତ ଭାରତୀୟ…

ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ, ଟ୍ବିଟ କରି କହିଲେ,‘ ନିର୍ବାଚନ ମୁଁ ଜିତିଛି’

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ। ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟିର ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନିବାକୁ ଅରାଜି। ସେ ଜିଦ୍ କରି ନିଜ ଆସନରୁ ହଟୁ ନାହାଁନ୍ତି। ଏବେ…

କରୋନା ପରେ ଏବେ ଆମେରିକାରେ ଭୟଙ୍କର ରୂପ ନେଉଛି ଆଉ ଏକ ସଂକ୍ରମଣ, ଚିନ୍ତା ବଢାଉଛି ପିଆଜ

କରୋନା ମହାମାରୀ ମଧ୍ୟରେ ଆମେରିକାରେ ଆଉ ଏକ ଭୟଙ୍କର ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଠାରେ ପ୍ରାୟ ୪୦୦ ଲୋକ ସାଲମୋନେଲା ବ୍ୟାକ୍ଟେରିଆ ଶିକାର ହୋଇଛନ୍ତି । କାନାଡାରେ ମଧ୍ୟ ଏପରି କିଛି ମାମଲା ସାମ୍ନାକୁ ଆସିଛି । ଦେଶର ୩୧ ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ୪୦୦ରୁ…

କ୍ୱାରେଣ୍ଟାଇନରେ ଥିବା ୯୩ ବର୍ଷୀୟ ଜେଜେ ମା’ ମାଗିଲେ ବିଅର, ବୃଦ୍ଧାଙ୍କ ସ୍ୱାଗ ଦେଖି କମ୍ପାନୀ କଲା ଏପରି କାମ

ସମଗ୍ର ବିଶ୍ୱ କରୋନା ଭାଇରସ ପାଇଁ ଚିନ୍ତାରେ । ଏମିତିରେ କେତେକ ଦେଶରେ ଲକଡାଉନ ମଧ୍ୟ ଚାଲିଛି । ଏହାମଧ୍ୟରେ ଲୋକେ କିପରି ଲକଡାଉନରେ ବଞ୍ଚିବେ ସେ କଥା ଚିନ୍ତା କରୁଛନ୍ତି । କିନ୍ତୁ ଏହି ସମୟରେ ଆମେରିକାର ୯୩ ବର୍ଷୀୟ ଜେଜେ ମା' ଏପରି ଏକ ଡିମାଣ୍ଡ ରଖିଛନ୍ତି, ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ…

କରୋନାକୁ ‘ଚୀନୀ ଭାଇରସ୍‌’ କହିବାରୁ ରାଗିଗଲା ଚୀନ୍‌, ୩ ଆମେରିକୀୟ ସାମ୍ବାଦିକଙ୍କୁ ଦେଶରୁ କଲା ବିଦା

ଚୀନ୍‌ର ବୁହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ଦୁନିଆ ପାଇଁ ଆତଙ୍କ ପାଲଟିଥିଲେ ବି ଚୀନ୍‌ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍‌କୁ ଚୀନୀ ଭାଇରସ୍‌ କହିବା ଚୀନ୍‌କୁ ଏତେ ବାଧିଲା ଯେ ସେ ନିଜ ଦେଶରେ ଥିବା ଆମେରିକୀୟ…