Browsing Tag

utkal divas

ଉତ୍କଳ ଦିବସ ଉପଲକ୍ଷେ ଶୁଭେଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଉପଲକ୍ଷେ ଶୁଭେଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିପୁଳ ପ୍ରାକୃତିକ ସମ୍ପଦ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା ପରିଚିତ। ରାଜ୍ୟ…

ବାଲୁକା କଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା କଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା । ପୁରୀ ବେଳାଭୂମିରେ ଅତି ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରି ଓଡ଼ିଆ ପରମ୍ପରାକୁ ବର୍ଣ୍ଣନା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡ଼ିଶାର…

ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସ: ଝଙ୍କୃତ ହେଲା “ବନ୍ଦେ ଉତ୍କଳ ଜନନୀ”

(କେନ୍ୟୁଜ): ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ । ରାଜ୍ୟର ସମସ୍ତ…

ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର (କେନ୍ୟୁଜ): ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ । ଆଜି ଗୌରବମୟ ଇତିହାସର ସ୍ମୃତିଚାରଣର ଦିନ । ଉତ୍କଳ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ। ଏହି ଅବସରରେ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବାଲୁକା କଳାରେ ଉତ୍କଳ ଦିବସ ବାର୍ତ୍ତା, ଓଡ଼ିଶାର କଳା ସଂସ୍କୃତି ଓ ବୀରତ୍ୱର ଗାଥା ଦର୍ଶାଇଲେ ଶିଳ୍ପୀ ସୁଦର୍ଶନ…

ପୁରୀ (କେନ୍ୟୁଜ): ଆଜି ଏପ୍ରିଲ ୧ ଉତ୍କଳ ଦିବସ ।‌ ବାଲୁକାକଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଅତି ଆକର୍ଷଣୀୟ ବାଲୁକାକଳା ତିଆରି କରି ଓଡ଼ିଆ ପରମ୍ପରାକୁ ବର୍ଣ୍ଣନା…

ମାସେ ପରେ ବାହାରିନରେ ପାଳନ ହେଲା ଉତ୍କଳ ଦିବସ, କରୋନା କଟକଣା ଯୋଗୁଁ ଫିକା ପଡିଥିଲା ଉତ୍ସବ

ବେଙ୍ଗାଳୁରୁ(କେନ୍ୟୁଜ୍):ବାହାରିନରେ କୋଭିଡ୍ କଟକଣା ଉଠିବା ପରେ ଓଡ଼ିଆ ମାନେ ପାଳନ କରିଛନ୍ତି ଉତ୍କଳ ଦିବସ । ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ଉତ୍ସବକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ ପରିବାର ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ…

ବେଙ୍ଗାଲୁରୁ ଓଡ଼ିଆ ସଂଗଠନ ଓଡ଼ିଶା ସେବା ସମିତି ପକ୍ଷରୁ ଧୁମ୍‌ଧାମ୍‌ରେ ଉତ୍କଳ ଦିବସ ପାଳିତ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଓଡ଼ିଶା ବାହାରେ ରହିଲେ ସୁଦ୍ଧା ପ୍ରବାସୀ ଓଡ଼ିଆମାନେ ଭୁଲି ନାହାନ୍ତି ନିଜ ପରମ୍ପରା ଓ ସଂସ୍କୃତିକୁ, ତା ସହିତ ରାଜ୍ୟ ପ୍ରତି ସମ୍ମାନ ଓ ଶ୍ରଦ୍ଧାକୁ। ସେହିଭଳି ବେଙ୍ଗାଲୁରୁରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଉତ୍କଳ ଦିବସ ।…

ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଓଡ଼ିଶା ଆର୍କିଟେକ୍ଟ୍ରସ୍‌ ଓଡ଼ିଶା ଚାପ୍ଟର ପକ୍ଷରୁ ଉତ୍କଳ ଦିବସ ପାଳିତ

ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଓଡ଼ିଶା ଆର୍କିଟେକ୍ଟ୍ରସ୍‌ ଓଡ଼ିଶା ଚାପ୍ଟର ପକ୍ଷରୁ ମହା ଆଡମ୍ବରରେ ଉତ୍କଳ ଦିବସ ପାଳିତ। ବହୁ ସିନେ ତାରକାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇଆଇଏ ସଭାପତି ସିଆର ରାଜୁ । ଏହାସହ ୧୦୦ରୁ ଉର୍ଦ୍ଧ୍ୱ ଆର୍କିଟେକ୍ଟ…

କିଟ୍‌ ଓ କିସ୍‌ ପକ୍ଷରୁ ଉତ୍କଳ ଦିବସ ପାଳିତ: ଉତ୍କଳର ବରପୁତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ କରାଗଲା ସାମୂହିକ…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପକ୍ଷରୁ ଆଜି ଉତ୍କଳ ଦିବସ ପାଳନ ହୋଇଛି । ଏଥିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‌ ବିଶ୍ଵବିଦ୍ୟାଳୟ କୁଳପତି ଡ. ଦୀପକ ବେହେରା, କିଟ୍‌ ଉପ କୁଳପତି ପ୍ରଫେସର…

ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: ବେକାରୀ କମ୍‌ କରିବାରେ ଆଜି ଓଡିଶା ସାରା ଦେଶରେ ସବୁଠୁ ଭଲ କାମ କରିଛି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରୁ ଗରିବୀ କମିଛି । ବେକାରୀ କମ୍‌ କରିବାରେ ଆଜି ଓଡିଶା ସାରା ଦେଶରେ ସବୁଠୁ ଭଲ କାମ କରିଛି । ଶିଳ୍ପ କ୍ଷେତ୍ରରେ ଓଡିଶା ଆଗୁଆ ରାଜ୍ୟ ହୋଇପାରିଛି । ଆଜି ରାଜ୍ୟସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ଏହି ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଉତ୍କଳ ଦିବସ ଉପଲକ୍ଷେ ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ୟୁଜ୍): ଉତ୍କଳ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମ୍‌କୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ଓ ବୀରତ୍ୱର ଗାଥାକୁ ବାଲୁକା…