ଉତ୍କଳ ହସପିଟାଲ ଓ ବ୍ରହ୍ମପୁର ସର୍ଜନ୍ସ କ୍ଲବ ପକ୍ଷରୁ କ୍ୟାନ୍ସର ଚିକିତ୍ସାର ଅତ୍ୟାଧୁନିକ ସୁବିଧା ସମ୍ପର୍କରେ ଆଲୋଚନା
ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ମଲଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲ ଓ ସିଲ୍କ ସିଟି ବ୍ରହ୍ମପୁର ସରଜନ୍ସ କ୍ଲବର ମିଳିତ ସହଯୋଗରେ ଗୋପାଳପୁର ଠାରେ ଏକ କ୍ୟାନ୍ସର ଚିକିତ୍ସାର ଅତ୍ୟାଧୁନିକ ସୁବିଧା ସମ୍ପର୍କରେ ଆଲୋଚନା ହୋଇଛି । ଏଥିରେ ଉତ୍କଳ ହସ୍ପିଟାଲର ଚିଫ କନସଲଟାଣ୍ଟ ସର୍ଜିକାଲ…