ଛି… ପନିପରିବାରେ ପାଣି ବଦଳରେ ପରିସ୍ରା କରି ଛିଞ୍ଚୁଥିଲା ବେପାରୀ, ଭିଡିଓ ଭାଇରଲ ପରେ ଭୁଲ୍ ସ୍ୱୀକାର କଲା
ପନିପରିବାରେ ପରିସ୍ରା ଛିଞ୍ଚି ବିକୁଥିଲେ ଦୋକାନୀ। ଭିଡିଓ ଭାଇରଲ ହେଲା ପରେ ମାନିଲେ ସତ। କଥାଟି ଶୁଣି ହୁଏତ ଆପଣଙ୍କ ତାଜୁବ ଲାଗିପାରେ। କିନ୍ତୁ ଏମିତି କାରନାମା ଉତ୍ତରପ୍ରଦେଶର ଜଣେ ପରିବା ବିକାଳି କରୁଥିଲେ। ଉତ୍ତରପ୍ରଦେଶ ବରେଲୀରେ ଜଣେ ବ୍ୟକ୍ତି ପରିବା ଉପରେ ପରିସ୍ରା ପକାଇ ବିକ୍ରି…