ୟୁପି: କାର୍ ଉପରେ ଛିଡ଼ା ହୋଇ ରିଲ୍ କରୁଥିଲା ବର, ବାନ୍ଧି ନେଲା ପୋଲିସ
ଜାତୀୟ ରାଜପଥ ଉପରେ ରିଲ୍ସ କରିବା ପଡ଼ିଲା ମହଙ୍ଗା । ଶେଷରେ ବନ୍ଧା ହେଲା ବର । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜଫର୍ନଗରରେ । ଏଠାରେ ବରଯାତ୍ରୀ ନେଇ ଯାଉଥିବା ଜଣେ ବର ଏକ ଦାମୀ କାର୍ର ଛାତ ଉପରେ ଛିଡ଼ା ହୋଇ ରିଲ୍ସ କରୁଥିଲେ, ଆଉ ତାହା ପୁଣି ଜାତୀୟ ରାଜପଥ…