Browsing Tag

uttar pradesh

ରାହୁଲ ଗାନ୍ଧିଙ୍କ ଯାତ୍ରାରେ ସାମିଲ ହେଲେ ଅଖିଳେଶ ଯାଦବ, ଗୋଟିଏ ମଞ୍ଚରେ ୟୁପିର ଦୁଇ ପୁଅ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଉତ୍ତର ପ୍ରଦେଶର ଆଗ୍ରାରେ ପହଞ୍ଚିଛି । ତାଜନଗରୀରେ ପହଞ୍ଚିଥିବା ‘ନ୍ୟାୟ ଯାତ୍ରା’ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ…

ବାଣ କାରଖାନାରେ ବିସ୍ଫୋରଣ : ୮ ମୃତ, ଅନେକ ଆହତ

ଉତ୍ତରପ୍ରଦେଶ କୋଶାମ୍ବି ଜିଲ୍ଲାରେ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ଥିବା ଖବର ମିଳିଛି । ସୂଚନା ମୁତାବକ, ଉତ୍ତରପ୍ରଦେଶ କୋଶାମ୍ବି ଜିଲ୍ଲାର କୋଖରାଜ ଥାନା…

ପୋଖରୀରେ ପଶିଗଲା ଟ୍ରାକ୍ଟର, ୭ ପିଲାଙ୍କ ସମେତ ୧୫ ମୃତ

ଉତ୍ତରପ୍ରଦେଶ କାସଗଂଜରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୭ ଜଣ ପିଲା ରହିଛି । ଦୁର୍ଘଟଣା ପରେ ଗ୍ରାମୀଣ ଏବଂ ପୋଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ଖବର ମୁତାବକ, ୟୁପି କାସଗଂଜନର ପାଟିୟାଲି…

ଅପହରଣ ମାମଲା: ପୂର୍ବତନ ଡକାୟତ ସୀମା ପରିହାରଙ୍କୁ ୪ ବର୍ଷ ଜେଲ୍‌, ୩ ସହଯୋଗୀଙ୍କୁ ବି ମିଳିଲା ଦଣ୍ଡ

ଅପହରଣ ଓ ଅର୍ଥ ଦାବି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ଡକାୟତ ସୀମା ପରିହାର ଏବଂ ତାଙ୍କର ତିନି ସହଯୋଗୀଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଉତ୍ତର ପ୍ରଦେଶର ଔରାୟା କୋର୍ଟ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି । ଦଣ୍ଡ ଘୋଷଣା ପରେ…

ଦେଶର ଏକ ମାତ୍ର କଳ୍‌କୀ ମନ୍ଦିର, ଆଜି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କଳ୍କୀ ଅବତାର ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ । କାରଣ ମାନ୍ୟତା ରହିଛି ଯେ ଭଗବାନ ଯେତେବେଳେ କଳ୍କୀ ଅବତାର ନେବେ ଏହି ଦୁନିଆରୁ ପାପୀ ମାନଙ୍କର ବିନାଶ ହେବ । ଏଭଳି କିଛି ଲୋକକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ କିନ୍ତୁ ଆପଣ ମାନେ କେବେ ଆମ ଦେଶରେ ଥିବା କଳ୍କୀ ମନ୍ଦିର ବିଷୟରେ ହୁଏତ…

ୟୁପି: ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଧରାପଡ଼ିଲେ ଯୁବକ

ଉତ୍ତର ପ୍ରଦେଶର ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଯୁବକଙ୍କ ନାମ ଜାଭେଦ ଶେଖ । ଏସ୍‌ଟିଏଫ୍‌ ମେରଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ପାଖରୁ ୪ଟି ବୋତଲ ଟାଇମ୍‌ ବୋମା ଜବତ କରାଯାଇଛି । ଏହି ବୋତଲ ସହାୟତାରେ…

RO ପରୀକ୍ଷା ଦେଇ ନ ପାରିବାରୁ ହଙ୍ଗାମା କଲେ ଯୁବକ, ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅନେକ ବାଟ ଚାଲିଲେ

ୟୁପିର ଗାଜିପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ପରୀକ୍ଷା ସମୟରେ ପହଞ୍ଚି ନ ପାରିବାରୁ କ୍ରୋଧିତ ଯୁବକ ରାଜରାସ୍ତାରେ ହିଁ ଉଲଗ୍ନ ହୋଇଯାଇଥିଲେ । ଏପରି କି, ଯୁବକ ଜଣକ କୌଣସି ଧାରୁଆ ଜିନିଷରେ ନିଜ ଶରୀରକୁ ମଧ୍ୟ ଆଘାତ ଦେଇଥିଲେ । ସେ ଉଲଗ୍ନ ଅବସ୍ଥାରେ ଅନେକ…

ସ୍ତ୍ରୀ ନିର୍ଯାତନା ସହି ନ ପାରି ଏସପିଙ୍କ ପାଖକୁ ଯାଇଥିଲେ ସ୍ୱାମୀ, ଦେଖାକରିବାକୁ ଅନୁମତି ମିଳିଲାନି ବୋଲି ବିଷ…

ସ୍ତ୍ରୀ ଦେଉଥିବା ନିର୍ଯାତନାକୁ ସହି ନ ପାରି ଏସପିଙ୍କ ବାସ ଭବନ ସମ୍ମୁଖରେ ଜୀବନ ହାରିଲେ ସ୍ୱାମୀ । ସ୍ତ୍ରୀ ଦେଉଥିବା ନିର୍ଯାତନା ପାଇଁ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ସ୍ୱାମୀ । ତାଙ୍କ ଅଭିଯୋଗ ପୋଲିସ ଗ୍ରହଣ କରିନଥିଲା । ତେଣୁ ଏସପି ଙ୍କ ବାସଭବନକୁ ଭେଟିବାକୁ ଯାଇଥିଲେ । ସେଠାରେ…

ୟୁପି: ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିଲା ସ୍ୱାମୀ, ରାଗରେ ସ୍ୱାମୀର ପ୍ରାଇଭେଟ୍‌ ପାର୍ଟ କାମୁଡ଼ି ଛିଣ୍ଡାଇ ଦେଲା…

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ପ୍ରାଇଭେଟ୍‌ ପାର୍ଟ କାମୁଡ଼ି ଛିଣ୍ଡାଇ ଦେଇଛି । ଆହତ ସ୍ୱାମୀକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କ…

ୟୁପି: ଭୀଷଣ ନିଆଁରେ ଜଳି ପାଉଁଶ ହୋଇଗଲେ ପରିବାରର ୫ ସଦସ୍ୟ, କବାଟରେ ପଡ଼ିଥିଲା ତାଲା

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ଫରିଦପୁରସ୍ଥିତ ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ତିନି ସନ୍ତାନ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ଏସ୍‌ପିଙ୍କ ସମେତ…

ୟୁପି: ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୧୨ ଜଣଙ୍କ ମୃତ୍ୟୁ

ଘନ କୁହୁଡି ଯୋଗୁ ଉତ୍ତର ପ୍ରଦେଶର ଶାହଜହାଁପୁରରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଜାତୀୟ ରାଜପଥରେ ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରଦ୍ଧାଳୁ ଅଟୋ ଯୋଗେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ । ଦୁର୍ଘଟଣା ପରେ ରାସ୍ତା ଉପରେ ମୃତଦେହଗୁଡ଼ିକ…

ଜାନୁୟାରୀ ୨୨ କାର୍ଯ୍ୟକ୍ରମ ପାଇଁ ବାଉଁଶ ଲଦି ଅଯୋଧ୍ୟା ଯାଉଥିବା ଗାଡ଼ି ଓଲଟିଲା, ୨ ଶ୍ରମିକ ମୃତ; ୭ ଆହତ

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ଡିସିଏମ୍‌ ଗାଡ଼ିରେ ବାଉଁଶ ଓ କାଠ ବୋଝେଇ କରି ଅଯୋଧ୍ୟା ଯାଉଥିଲେ । ୨୮ ନଂ. ଜାତୀୟ ରାଜପଥର ଅମହଟ ବ୍ରିଜ୍‌…