ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୂରଣ କଲେ ନିଜର ପ୍ରତିଶ୍ରୁତି; ରିଷଭ୍ ପନ୍ତଙ୍କୁ ବଞ୍ଚାଇଥିବା ବସ୍…
ଟିମ୍ ଇଣ୍ଡିଆର ଓ୍ଵିକେଟ୍କିପର ତଥା ବ୍ୟାଟ୍ସମ୍ୟାନ ରିଷଭ୍ ପନ୍ତ ଗତ ମାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପନ୍ତ୍ଙ୍କର ପ୍ରଥମେ ଡେରାଡୁନ୍ର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା ହୋଇଥିଲା। ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ…