Browsing Tag

varsha anubhav

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଖାରଜ କଲେ ହାଇକୋର୍ଟ

କଟକ (କେନ୍ୟୁଜ): ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ନେଇ ପରିବାର ଅଦାଲତଙ୍କ ରାୟ ଖାରଜ । କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ । ପରିବାର ଅଦାଲତ ରାୟ ବିରୋଧରେ ଅପିଲ୍…

ଏସଡିଜେଏମ କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ, ଜେରାର ସମ୍ମୁଖୀନ ହେବେ ବର୍ଷା

କଟକ(କେନ୍ୟୁଜ୍): ଅଦାଲତରେ ହାଜର ହେଲେ ସେଲିବ୍ରିଟି କପଲ ବର୍ଷା - ଅନୁଭବ। ଏସଡିଜେଏମ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି । ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଘରୋଇ ହିଂସା ନେଇ ଜେରାର ସମ୍ମୁଖୀନ ହେବେ ବର୍ଷା। ଗତ କିଛି ଦିନ ହେବ ବର୍ଷାଙ୍କୁ…

ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ: ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ କରିଥିଲେ ଦୁର୍ବ୍ୟବହାର

କଟକ(କେନ୍ୟୁଜ୍): ସାଂସଦ, ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଏକ ନୂଆ ମୋଡ଼। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ଏକ ସମନ ଆସିଥିବା ଜଣାପଡିଛି। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ…

ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ପହଞ୍ଚିଲେ ଅନୁଭବ କିନ୍ତୁ ଜେରା କରିବାକୁ ଆସିଲେନି ବର୍ଷାଙ୍କ ଓକିଲ

କଟକ(କେନ୍ୟୁଜ୍): କଟକ ପରିବାର ଅଦାଲତରେ ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ସୁପରଷ୍ଟାର ଅନୁଭବଙ୍କ ବିବାଦ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଆଜି କୋର୍ଟରେ ଉପସ୍ଥିତ ହୋଇଥିଲେ ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି। ପ୍ରତିପକ୍ଷ ଓକିଲ ଅର୍ଥାତ ବର୍ଷାଙ୍କ ଆଇନଜୀବୀ ତାଙ୍କୁ ଜେରା କରିବା କଥା।…

ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ଅନୁଭବ, କଳାଟଙ୍କା ରଖିଥିବା ନେଇ ଆଣିଲେ ସଙ୍ଗୀନ ଅଭିଯୋଗ

କଟକ(କେନ୍ୟୁଜ):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ସ୍ୱାମୀ ଅନୁଭବ ମହାନ୍ତି । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅନୁଭବ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ବର୍ଷା…

ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା, ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ କରୁଥିବା ଅଭିଯୋଗ

କଟକ(କେନ୍ୟୁଜ): କେନ୍ଦ୍ରାପଡା ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ପୁଣି ଏକ ନୂଆ ମୋଡ଼। କଟକ ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମେଡିଆରେ ଅନୁଭବ ବିଭିନ୍ନ…

କଟକ ସାଇବର ଥାନାରେ ପୁଣି ଆଉ ଏକ ଏତଲା ଦେଲେ ବର୍ଷା, ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା…

କଟକ(କେନ୍ୟୁଜ୍‌): ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା ନେଇ ଏତଲାରେ ଉଲ୍ଲେଖ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି । ବର୍ଷାଙ୍କ…

କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି

କଟକ(କେନ୍ୟୁଜ୍‌): କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି । ଅନୁଭବଙ୍କ ଦ୍ୱାରା ଆଗତ ଦୁଇଟି ପିଟିସନର ଶୁଣାଣି ହୋଇଛି । ସେଥିରୁ ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ଓ ଅନ୍ୟଟି ବର୍ଷାଙ୍କୁ ଘରୁ ଉଛେଦ ପାଇଁ ପିଟିସନ । ଉଭୟ ପିଟିସନର…

ସାଂସଦ ଅନୁଭବ ମହାନ୍ତିଙ୍କ ପୁଣି ଦୁଇଟି ଭିଡିଓ: କହିଲେ ମୁଁ ଲଢ଼ୁଛି ଲଢ଼ିବି, ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟଙ୍କ…

କଟକ(କେନ୍ୟୁଜ୍‌): ସାଂସଦ ଅନୁଭବ ମହାନ୍ତିଙ୍କ ପୁଣି ଦୁଇଟି ଭିଡିଓ । ଆଜି କଟକ ଏସଡ଼ିଜେଏମଙ୍କ ଅଦାଲତରେ ପାରିବାରିକ ହିଂସା ମାମଲା ସମେତ ଅନ୍ୟ ଦୁଇଟି ପିଟିସନର ମଧ୍ୟ ଶୁଣାଣି ରହିଛି । ବର୍ଷାଙ୍କୁ ଘରୁ ଉଛେଦ ପାଇଁ ଏକ ପିଟିସନ ସେଥିରେ ରହିଛି । ଏପଟେ ଭିଡିଓରେ ବର୍ଷା ମୋତେ ସୋସିଆଲ ମିଡିଆରେ…

ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ: ‘କହିଲେ ମୋତେ ଡିଭର୍ସ ଦିଅ, ମୋତେ ବଞ୍ଚିବାକୁ ଦିଅ ବର୍ଷା’

ଭୁବନେଶ୍ବର(କେନ୍ୟୁଜ୍‌): ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ । କହିଛନ୍ତି, ମୋତେ ବଞ୍ଚିବାକୁ ଦିଅ ବର୍ଷା । ମୁଁ ଗାଳି ଗୁଲଜ କରେ । ୨୪ ଘଣ୍ଟା ମଦ୍ୟପାନ କରେ । ସାଙ୍ଗସାଥୀଙ୍କୁ ଘରକୁ ଡାକି ଦିଏ । ସାଙ୍ଗସାଥୀଙ୍କ ସାମ୍ନାରେ ମଧ୍ୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଏ । ହାତରେ ମାରେ, ଗୋଡ଼ରେ…

ଘରେ ରାଜି ନହେବା ସତ୍ତ୍ବେ ବର୍ଷାଙ୍କୁ ଭଲ ପାଇ ବାହାହେଲି, ତାହା ମୋ ଜୀବନର ବଡ଼ ଭୁଲ ଥିଲା: ଅନୁଭବ

କଟକ(କେନ୍ୟୁଜ୍): ଅନୁଭବ ମହାନ୍ତିଙ୍କ ନୂଆ ଭିଡ଼ିଓକୁ ନେଇ ଚର୍ଚ୍ଚା । ଜୀବନସାଥୀ ବାଛିବାରେ ଭୁଲ କରିଥିବା କହିଲେ ଅନୁଭବ । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି…

ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ ରଖିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, କହିଲେ-ଅଯଥା…

ଭୁବନେଶ୍ବର: ବର୍ଷାଙ୍କ ପରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ତାଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲେ ମହିଳା କମିଶନ। ତେବେ ମହିଳା କମିଶନଙ୍କ ନିକଟରେ ପହଞ୍ଚିବା ପରେ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି। ଅନୁଭବ କହିଛନ୍ତି, ହାଜର…